Browsing Category
କ୍ରୀଡା
ଟୋକିଓ ଅଲିମ୍ପିକରେ ମାଧୁରୀଙ୍କ ଗୀତର ତାଳେ ତାଳେ ଝୁମିଲେ ଇସ୍ରାଏଲ ସନ୍ତରଣକାରୀ, ଦେଖନ୍ତୁ ଭିଡିଓ
ଗତ କିଛି ବର୍ଷ ମଧ୍ୟରେ ବଲିଉଡ ଜଗତ ସମସ୍ତଙ୍କୁ ପ୍ରେରଣା ଦେଇଛି । ବଲିଉଡ ଗୀତର ସମସ୍ତ ଫ୍ୟାନ୍ସମାନେ ସାରା ବିଶ୍ୱରେ ରହିଛନ୍ତି। ଭାରତୀୟଙ୍କ ବ୍ୟତୀତ, ବାହାର ଦେଶର ଲୋକମାନେ ମଧ୍ୟ ହିନ୍ଦୀ ଗୀତର ବିଟ୍ ଉପରେ ନାଚୁଥିବାର ଦେଖିବାକୁ ମିଳିଛି । ହେଲେ ଟୋକିଓ ଅଲିମ୍ପିକ୍ସ ସମୟରେ ଇସ୍ରାଏଲର…
ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଚ ପଦକ ଜିତିଲା ଭାରତ
ଅଲମ୍ପିକ୍ସ ହକି ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ ,ଦୀର୍ଘ ୪୦ ବର୍ଷର ପ୍ରତୀକ୍ଷା ପରେ ଭାରତ ହକିରେ ଜିତିଲା କାଂସ୍ୟ ପଦକ ଜର୍ମାନୀକୁ ୫-୪ ଗୋଲରେ ହରାଇଲା ।
ଦୀର୍ଘ ୪୦ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ହକିରେ ପଦକ ଜିତିଛି ଟୋକିଓ ଅଲିମ୍ପିକରେ ଜର୍ମାନୀକୁ ୫-୪…
ଜାଭେଲିନରେ ଭାରତ ପାଇଁ ପଦକ ଆଶା ବଢିଲା, ଫାଇନାଲରେ ପ୍ରବେଶ କଲେ ନୀରଜ
ଅଲିମ୍ପିକ୍ସର ଦ୍ୱାଦଶ ଦିବସରେ ଭାରତୀୟ ଦଳର ଶାନଦାର ଆରମ୍ଭ। ପୁରୁଷ ବର୍ଗ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଛନ୍ତି ନୀରଜ ଚୋପ୍ରା। ୮୬.୬୫ ମିଟର ଥ୍ରୋ କରି ଗ୍ରୁପ-ଏର ଶୀର୍ଷରେ ରହିବା ସହିତ ଜାଭଲିନ୍ ଫାଇନାଲକୁ ପ୍ରବେଶ କରିଛନ୍ତି ନୀରଜ।
ଫଳରେ ଭାରତ…
ଟି-୨୦ ବିଶ୍ୱକପ, ଅକ୍ଟୋବର ୨୪ରେ ମୁହାଁମୁହିଁ ହେବେ ଭାରତ-ପାକ୍
ଅକ୍ଟୋବର ୧୭ରୁ ଆରମ୍ଭ ହେବ ICC ପୁରୁଷ ଟି-୨୦ ବିଶ୍ବକପ୍ ୨୦୨୧ । ଏହି ଫଟାଫଟ୍ କ୍ରିକେଟ ମହାକୁମ୍ଭ ନଭେମ୍ବର ୧୪ ଯାଏଁ ଓମାନ ଓ ୟୁଏଇରେ ଖେଳାଯିବ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ହେଲେ ଏହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ଗୋଟିଏ ଗ୍ରୁପରେ ଅଛନ୍ତି ଚିର…
ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମ୍ୟାଚ
ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ମହା ମୁକାବିଲା। କାଲିଠୁ ଆରମ୍ଭ ହେବ ହାଇଭୋଲଟେଜ ଟେଷ୍ଟ ସିରିଜ। ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଆସିଛି ଭଲ ଖବର। କଳ୍ପନାଜଳ୍ପନାର ଅନ୍ତ ଘଟାଇ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ୱୀ ଶ’ କଲମ୍ବୋରୁ ଇଂଲଣ୍ଡ ଗସ୍ତ କରିଛନ୍ତି। ଏନେଇ ସୂଚନା…
ଭାରତକୁ ମିଳିଲା ଆଉ ଏକ ସଫଳତା, ବକ୍ସିରେ ବ୍ରୋଞ୍ଜ ହାସଲ କଲେ ଲଭଲିନା
ଟୋକିଓ ଅଲିମ୍ପିକ୍ସର ଦ୍ୱାଦଶ ଦିନରେ ଭାରତକୁ ମିଳିଲା ଆଉ ଏକ ପଦକ। ବକ୍ସିଂରେ ଭାରତ ପାଇଁ ପଦକ ନିଶ୍ଚିତ କରିସାରିଥିବା ଳଭଲିନା ଆଜି ସେମି ଫାଇନାଲ୍ରେ ତୁର୍କୀର ବେସୁନାଜ ସୁର୍ମେନେଲିଙ୍କଠୁ ହାରିଛନ୍ତି। ହାରିବା ସୱେ ଲଭଲିନା ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି। ସେମି ଫାଇନାଲରେ ଦମଦାର…
ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ସେମିରେ ପ୍ରବେଶ କଲା ଭାରତୀୟ ମହିଳା ହକି ଟିମ
ଭାରତୀୟ ପୁରୁଷ ହକି ଦଳ ପରେ ଟୋକିଓରେ ଇତିହାସ ରଚିଲା ମହିଳା ଦଳ। ଅଲିମ୍ପିକ୍ସର ୧୧ ତମ ଦିନରେ ଭାରତ ପାଇଁ ଆସିଲା ଖୁିସି ଖବର। ବିଶ୍ୱର ୨ ନମ୍ବର ଟିମ୍ ଅଷ୍ଟ୍ରେଲିଆ ମହିଳା ଦଳକୁ କ୍ୱାର୍ଟର ଫାଇନାଲ ମୁକାବିଲାରେ ମାତ୍ ଦେଇ ସେମି ଫାଇନାଲକୁ ପ୍ରବେଶ କରିଛି ଭାରତୀୟ ମହିଳା ଦଳ। ପ୍ରଥମ ଥର…
ପୁଣି ଟୋକିଓରେ ଇତିହାସ ରଚିଲା ଭାରତ, ଡିସକସ ଥ୍ରୋ ଫାଇନାଲରେ କମଲପ୍ରୀତ କୌର
ଟୋକିଓ ଅଲମ୍ପିକର ଡିସକସ ଥ୍ରୋ ଇଭେଣ୍ଟରେ ଭାରତର କମଲପ୍ରୀତ କୌର ଇତିହାସ ରଚି ଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ରୁପ ବିର କ୍ୱାଲିଫିକେସନ ରାଉଣ୍ଡରେ ନିଜର ତୃତୀୟ ପ୍ରୟାସରେ କୋମଲପ୍ରୀତ ୬୪ ମିଟର ସ୍କୋର କରି ଏହି ଇଭେଣ୍ଟରେ ପଦକ ଜିତିବାକୁ ନେଇ ସୁଯୋଗ ସୃଷ୍ଟି କରିଛନ୍ତି।
ସୂଚନାଯୋଗ୍ୟ,…
ଅଲମ୍ପିକ୍ସ ୨୦୨୦: କ୍ୱାର୍ଟର ଫାଇନାଲରେ ଭାରତ-ଗ୍ରେଟ ବ୍ରିଟେନ ମଧ୍ୟରେ ହେବ ଲଢେଇ
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଚତୁର୍ଥ ବିଜୟ ହାସଲ କରିଛି। ଶୁକ୍ରବାର ପୁଲ-ଏ ର ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚରେ ଭାରତ ୫-୩ ଗୋଲରେ ଆୟୋଜକ ଜାପାନକୁ ପରାସ୍ତ କରିଛି। ଭାରତ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ପାଇ ଗ୍ରୁପ ରନର୍ସଅପ ହୋଇଛି। ଭାରତ…
ନିରାଶ କଲେ ଦୂତୀ, ୧୦୦ ମିଟର ଦୌଡରେ ସେମିଫାଇନାଲକୁ କ୍ୱାଲିଫାଏ କରିବାରେ ହେଲେ ଅସଫଳ
ନିରାଶ କଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ଟୋକିଓ ଅଲିମ୍ପିକ୍ସ ଶହେ ମିଟର ରେସ୍ ହିଟ ରାଉଣ୍ଡରେ ନିରାଶ କଲେ ଦୂତୀ। ଶହେ ମିଟର ଦୌଡ଼ (ରାଉଣ୍ଡ-୧)ର ହିଟ-୫ରେ ସେ ଦୌଡ଼ିଥିଲେ । ଶହେ ମିଟର ଅତିକ୍ରମ କରିବା ପାଇଁ ସେ ୧୧.୫୪ ସେକେଣ୍ଡ ନେଇଥିଲେ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା…