ଭାରତକୁ ମିଳିଲା ଆଉ ଏକ ସଫଳତା, ବକ୍ସିରେ ବ୍ରୋଞ୍ଜ ହାସଲ କଲେ ଲଭଲିନା


ଟୋକିଓ ଅଲିମ୍ପିକ୍ସର ଦ୍ୱାଦଶ ଦିନରେ ଭାରତକୁ ମିଳିଲା ଆଉ ଏକ ପଦକ। ବକ୍ସିଂରେ ଭାରତ ପାଇଁ ପଦକ ନିଶ୍ଚିତ କରିସାରିଥିବା ଳଭଲିନା ଆଜି ସେମି ଫାଇନାଲ୍‌ରେ ତୁର୍କୀର ବେସୁନାଜ ସୁର୍ମେନେଲିଙ୍କଠୁ ହାରିଛନ୍ତି। ହାରିବା ସୱେ ଲଭଲିନା ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି। ସେମି ଫାଇନାଲରେ ଦମଦାର ପ୍ରଦର୍ଶନ କରିଥିବା ସୱେ ପଦକର ରଙ୍ଗ ବଦଳେଇ ପାରିନଥିଲେ ଲଭଲିନା।


Share It

Comments are closed.