Browsing Category

କ୍ରୀଡା

ଦିନିକିଆରେ ମଧ୍ୟ ଅଧିନାୟକତ୍ୱ ଛାଡିପାରନ୍ତି କୋହଲି

ଭାରତୀୟ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ନିକଟରେ ଭାରତର ଟି-୨୦ ଟିମ୍‌ର ଅଧିନାୟକତ୍ୱ ଛାଡି ଦେଇଛନ୍ତି। ଏହାପରେ ରୋହିତ ଶର୍ମାଙ୍କୁ ଟି-୨୦ ରେ ଦଳର କ୍ୟାପଟେନ୍ ହେବାକୁ ପଡିବ। ସେଭଳି କୋହଲି ଖୁବ୍ ଶୀଘ୍ର ଟିମର ନେତୃତ୍ୱ ଛାଡିବାର ନିଷ୍ପତ୍ତି ନେଇପାରନ୍ତି। ଏହି କଥାର ଖୁଲାସା ଖୁବ୍ ଟିମ୍…

କପିଲ୍‌ ଦେବଙ୍କ ସମାଲୋଚନାକୁ ନେଇ ଜବାବ ରଖିଲେ ପୂର୍ବତନ କୋଚ୍‌ ରବି ଶାସ୍ତ୍ରି

ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟ ଜନକ ରହିଥିଲା । ବିରାଟ କୋହଲିଙ୍କ ନେତୃତ୍ୱରେ ଦଳ ସୁପର ୧୨ ଷ୍ଟେଜ୍‌ରୁ ଆଗକୁ ବଢ଼ିପାରି ନଥିଲା । ପାକିସ୍ତାନ ଏବଂ ନ୍ୟୁଜ୍‌ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତର ପ୍ରଦର୍ଶନକୁ ନେଇ ଦେଶରେ କ୍ରିକେଟ୍‌ ପ୍ରେମୀଙ୍କ ଅସନ୍ତୋଷ ଦେଖିବାକୁ…

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା, ରୋହିତ ଅଧିନାୟକ

ଟି-୨୦ ବିଶ୍ୱକପ୍‌ର ଠିକ୍‌ ପରେ ନ୍ୟୁଜିଲାଣ୍ଡ ବିରୋଧରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷିତ ହୋଇଛି । ୧୭ ନଭେମ୍ୱରରେ ହେବାକୁ ଥିବା ଏହି ସିରିଜରେ ରୋହିତ ଶର୍ମା ଭାରତୀୟ ଟିମ୍‌ର ଅଧିନାୟକତ୍ୱ କରିବେ । ବିରାଟ କୋହଲିଙ୍କର ଅଧିନାୟକତ୍ୱ ଛାଡ଼ିବା ପରେ ଏବେ ରୋହିତ ହିଁ ଟି-୨୦…

‘Love Nwantiti’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ପି.ଭି ସିନ୍ଧୁ, ଭିଡିଓ ଭାଇରାଲ୍

ରାଷ୍ଟ୍ରିୟ ଭବନରେ ଦେଶର ରାଷ୍ଟ୍ରପତି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ସମୟରେ କ୍ରୀଡା ଜଗତରୁ ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ ପାଇବାର କିଛି ସମୟ…

ଆଥିୟା ସେଟ୍ଟୀଙ୍କ ପାଇଁ ସ୍ପେଶିଆଲ ବାର୍ଥଡେ ୱିଶ ଲେଖି ଇନଷ୍ଟାରେ ସେୟାର କଲେ କ୍ରିକେଟର କେଏଲ ରାହୁଲ

ଭାରତୀୟ ଟିମ୍‌ର ଖେଳାଳୀ କେ.ଏଲ. ରାହୁଲ ସୁନିଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କୁ ଡେଟ୍‌ କରୁଛନ୍ତି । ହେଲା ଏହା ସମସ୍ତେ ଜାଣିଛନ୍ତି କି ଦୁହେଁ ଏକାଠି ବୁଲୁଛନ୍ତି ଦୁହିଁଙ୍କୁ ଏକାଠି ପ୍ରାୟତଃ ସ୍ପଷ୍ଟ ମଧ୍ୟ କରା ଯାଉଛି । ଏହା ଏହା ପୂର୍ବରୁ କ୍ରିକେଟ ଦଳ ୟୁଏଇ ଯାଇଥିବା ବେଳେ ଆଥିଆ ମଧ୍ୟ…

୩୩ ବର୍ଷରେ ପାଦ ଥାପିଲେ ବିରାଟ

ପଡିଆକୁ ଓହ୍ଲାଇଲେ ଦର୍ଶକଙ୍କ ଆଖି ଲାଖିଯାଏ । ତାଙ୍କ ବ୍ୟାଟର ଗତି ଉପରେ ରହିଥାଏ ସମସ୍ତଙ୍କ ନଜର । ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ ।  ‘ ଆତ୍ମ ବିଶ୍ୱାସକୁ ପାତେଞ କରି ଆଗକୁ ବଢିଥିଲେ ଆଉ ପାଲଟିଗଲେ କ୍ରିକେଟ ଦୁନିଆଁର ବେତାଜ୍ ବାଦଶାହା । ଆଉ ବିଶ୍ୱ…

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ସ୍କଟ୍‌ଲାଣ୍ଡକୁ ଭେଟିବ ଭାରତ

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୨)ରେ ଆଜି ସ୍କଟ୍‌ଲାଣ୍ଡକୁ ଭେଟିବ ଭାରତ । ସଂଧ୍ୟା ୭ ଟା ୩୦ରେ ଦୁବାଇରେ ଖେଳାଯିବ ମ୍ୟାଚ୍। ବଡ ବ୍ୟବଧାନରେ ସ୍କଟଲାଣ୍ଡକୁ ହରାଇ କିଛି କରିସ୍ମା କରିବା ଯୋଜନାରେ ରହିଛି ଭାରତ । ତେବେ ଟିମ୍ ଇଣ୍ଡିଆର ବିଜୟ ସେମି ଫାଇନାଲ ପଥ…

ଆଜି ଦୁବାଇରେ ଆରମ୍ଭ ହେବ ନୂଆ ଆଇପିଏଲ ଦଳ ଘୋଷଣା ପ୍ରକ୍ରିୟା

ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣରେ ୨ଟି ନୂଆ ଦଳ ସାମିଲ ହେବେ। ସୋମବାର ଦୁବାଇରେ ନୂଆ ଦଳ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ବିସିସିଆଇ ୨ଟି ନୂଆ ଦଳ ନିଲାମରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଠାରୁ ୭ରୁ ୧୦କୋଟି ଟଙ୍କା ପାଇବା ଆଶା କରାଯାଉଛି । ବିସିସିଆଇ ପକ୍ଷରୁ ସଫଳ ନିଲାମଧାରୀଙ୍କ ନାମ…

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତର ଜୋରଦାର ଅଭ୍ୟାସ, ବ୍ୟାଟ୍ସମ୍ୟାନଙ୍କୁ ଥ୍ରୋଡାଉନ କରାଇଲେ ଧୋନି

ମହେନ୍ଦ୍ର ସିଂ ଧୋନି ମେଣ୍ଟର ଭାବେ ଯୋଗଦେବା ପରେ ଟିମ୍‌ ଇଣ୍ଡିଆର ଶିବିର ବେଶ୍‌ ଚଳଚଞ୍ଚଳ ହୋଇ ଉଠିଛି । ଧୋନି ମଧ୍ୟ ଦଳକୁ ଚାମ୍ପିଅନ କରାଇବା ନେଇ ଲାଗି ପଡ଼ିଛନ୍ତି । ନେଟ୍ସରେ ଖେଳାଳିଙ୍କୁ ଅଭ୍ୟାସ କରାଇବା ଏବଂ ଆବଶ୍ୟକ ସ୍ଥଳରେ ବିଭିନ୍ନ ଟିପ୍ସ ମଧ୍ୟ ଦେଉଛନ୍ତି । ଧୋନି ବିଶ୍ୱରେ…

କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ଭାରତୀୟ ଦଳର ମୁଖ୍ୟ କୋଚ ହେବେ ଦ୍ରାବିଡ

ରାହୁଲ ଦ୍ରାବିଡ଼ ହେବେ ଟିମ୍ ଇଣ୍ଡିଆର ହେଡ୍ କୋଚ୍। ଭାରତୀୟ ସିନିୟର ଟିମ୍‌ର କୋଚ୍ ହେବା ପାଇଁ ରାହୁଲ ଦ୍ରାବିଡ଼ ସହମତ ହୋଇଛନ୍ତି। କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ର ସୂତ୍ରରୁ ଏହି ସୂଚନା ମିଳିଛି । ଶୁକ୍ରବାର ଆଇପିଏଲ୍ ଫାଇନାଲ୍ ସମୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ…