ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା, ରୋହିତ ଅଧିନାୟକ


ଟି-୨୦ ବିଶ୍ୱକପ୍‌ର ଠିକ୍‌ ପରେ ନ୍ୟୁଜିଲାଣ୍ଡ ବିରୋଧରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷିତ ହୋଇଛି । ୧୭ ନଭେମ୍ୱରରେ ହେବାକୁ ଥିବା ଏହି ସିରିଜରେ ରୋହିତ ଶର୍ମା ଭାରତୀୟ ଟିମ୍‌ର ଅଧିନାୟକତ୍ୱ କରିବେ । ବିରାଟ କୋହଲିଙ୍କର ଅଧିନାୟକତ୍ୱ ଛାଡ଼ିବା ପରେ ଏବେ ରୋହିତ ହିଁ ଟି-୨୦ ଟିମ୍‌ର ଦାୟିତ୍ୱ ସମ୍ଭାଳିବେ ।

ନ୍ୟୁଜିଲାଣ୍ଡ ସିରିଜ ପାଇଁ ଟିମ୍‌ ଇଣ୍ଡିଆ – ରୋହିତ ଶର୍ମା( ଅଧିନାୟକ) , କେଏଲ୍‌ ରାହୁଲ (ଉପ ଅଧିନାୟକ) , ଋତୁରାଜ ଗାୟକୱାଡ, ଶ୍ରେୟସ ଆୟର , ସୂର୍ଯ୍ୟକୁମାର ଯାଦବ , ଋଷଭ ପନ୍ଥ , ଇଶାନ କିଶନ ,ଭେଙ୍କଟେଶ ଆୟର , ୟୁଜବେନ୍ଦ୍ର ଚହଲ , ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ , ଆବେଶ ଖାନ୍ , ଭୁବନେଶ୍ୱର କୁମାର , ଦୀପକ ଚାହର , ହର୍ଷଲ ପଟେଲ, ମୋହମ୍ମଦ ସିରାଜ ।


Share It

Comments are closed.