Browsing Category

କ୍ରୀଡା

ବକରି ଇଦ୍ ପୂର୍ବରୁ ଚୋରୀ ହୋଇଗଲା କାମରାନ ଅଖମଲଙ୍କ ବଳି ପଡିବାକୁ ଥିବା ଛେଳି

ଚର୍ଚ୍ଚାରେ ପାକିସ୍ତାନୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମରାନ୍ ଆକମଲ । ଏଥର କାମରନ୍ କିନ୍ତୁ ନିଜ ଖେଳ ପାଇଁ ଚର୍ଚ୍ଚାରେ ନାହାଁନ୍ତି । ବରଂ ଏଥର ସେ ନିଜ ପର୍ସନାଲ ଲାଇଫ ନେଇ ଚର୍ଚ୍ଚାରେ ଅଛନ୍ତି । କଥା ହେଉଛି କି, ଆକମଲଙ୍କ ଘରୁ ଚୋରି ହୋଇଯାଇଛି ତାଙ୍କ ଛେଳି । ଏହି ଛେଳିଟି…

ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

କଟକରେ ମାସ୍କ ବାଧ୍ୟତାମୂଳକ । ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ସହରରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମ୍‌ସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି ।

ପନ୍ତଙ୍କ ବ୍ୟାଟିଂର ପ୍ରଶଂସା କଲେ ସଚିନ୍‌, ଟ୍ୱିଟ୍ କରି କହିଲେ ଏଭଳି

ଭାରତ ଓ ଇଂଲଣ୍ଡ ଭିତରେ ଏଜବାଷ୍ଟନ୍‌ରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ରିଷଭ ପନ୍ତ ଦେଖାଇଛନ୍ତି କମାଲ। ଇଂଲଣ୍ଡ ବିପକ୍ଷରେ ପନ୍ତ ଦମଦାର ବ୍ୟାଟିଂ ଯୋଗେ ସମସ୍ତଙ୍କର ହୃଦୟ ଜିଣିପାରିଛନ୍ତି। ସେ ମାତ୍ର ୮୯ ବଲ୍‌ରେ ଶତକ କରିଥିଲେ। ଏହା ସହିତ ଟିମ୍‌କୁ ସଙ୍କଟରୁ ବାହାର କରିଥିଲେ।…

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ : ଶତପ୍ରତିଶତ ଦର୍ଶକଙ୍କୁ ମିଳିପାରେ ଷ୍ଟାଡିୟମରେ ଅନୁମତି

ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲିଆ ଆୟୋଜନ କରିବ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଅଷ୍ଟମ ସଂସ୍କରଣ । କୋଭିଡ୍‌ ଯୋଗୁ ଅଷ୍ଟ୍ରେଲିଆ ୨୦୨୦ ସଂସ୍କରଣ ଆୟୋଜନ କରିପାରି ନଥିଲା । ବିଶ୍ୱକପ୍‌ର ଟିକେଟ୍‌ ବିକ୍ରି ଚାଲୁ ରହିଛି । ଅଷ୍ଟ୍ରେଲିଆରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣାଧିନ ଅଛି । ତେଣୁ ଆଶା…

ଆୟରର୍ଲାଣ୍ଡ ବିପକ୍ଷରେ ସିରିଜ୍‌ ବିଜୟ ପରେ ଉମ୍‌ରାନ୍‌ଙ୍କୁ ଟ୍ରଫି ଧରାଇଲେ କ୍ୟାପ୍‌ଟେନ୍‌ ହାର୍ଦ୍ଦିକ

ଆୟରର୍ଲାଣ୍ଡରେ ସିରିଜ୍‌ କବ୍‌ଜା କରିଛି ଭାରତ । ଟି-୨୦ ସିରିଜ୍‌କୁ ୦-୨ରେ ଜିତିଛି ଟିମ ଇଣ୍ଡିଆ । ଟିମ୍‌ର ଏହି ବିଜୟରେ ଅନେକ ହିରୋ ସାମ୍ନାକୁ ଆସିଛନ୍ତି । କିନ୍ତୁ ସିରିଜ୍‌ କବ୍‌ଜା ପରେ ସମସ୍ତଙ୍କୁ ମନେପଡିଗଲା ଧୋନୀଙ୍କ କଥା। ହାର୍ଦ୍ଦିକ ପାଣ୍ଡ୍ୟା ଯେତେବେଳେ ଟ୍ରଫି ହାତେଇଥିଲେ ,…

ପାଭୋ ନୁରମି ଗେମ୍ସରେ ଭାଗ ନେବା ପାଇଁ ଫିନଲାଣ୍ଡରେ ପ୍ରଶିକ୍ଷଣ ନେବେ ନୀରଜ

ଟୋକିଓ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ତଥା ଭାରତର ଜାଭେଲିନ୍‌ ତାରକା ନୀରଜ ଚୋପ୍ରା ଆଗାମୀ ଡାଇମଣ୍ଡ ଲିଗ୍‌ ପୂର୍ବରୁ ଫିନଲାଣ୍ଡ୍‌ରେ ପ୍ରଶିକ୍ଷଣ ନେବେ । ଭାରତୀୟ ଖେଳ ପ୍ରାଧିକରଣ (ସାଇ) ପକ୍ଷରୁ ଏ ବିଷୟ ସ୍ପଷ୍ଟ କରାଯାଇଛି । ନୀରଜ ଏବେ ତୁର୍କୀରେ ରହି ଗ୍ଲୋରିୟା ସ୍ପୋର୍ଟ୍ସ ଏରିନାରେ…

ଆଜି ଏଲିମିନେଟର, ବାଙ୍ଗାଲୋର ବିପକ୍ଷରେ ମଇଦାନକୁ ଓହ୍ଲାଇବ ଲକ୍ଷ୍ନୌ

ଚଳିତ ଆଇପିଏଲ୍‌ରେ ଆଜି ଏଲିମିନେଟର ମୁକାବିଲା ରହିଛି । ପଏଣ୍ଟ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ । ପରାଜିତ ଦଳର ଅଭିଯାନ ଶେଷ ହୋଇଯିବ । ବିଜୟୀ ଦଳ ଦ୍ୱିତୀୟ କ୍ୱାଲିଫାୟର…

ଆଜି ପ୍ରଥମ କ୍ୱାଲିଫାୟ ମ୍ୟାଚ୍‌: ଇଡେନ୍‌ ଗାର୍ଡେନ୍ସରେ ଟାଇଟନ୍ସକୁ ଭେଟିବ ରୟାଲ

ଚଳିତ ଆଇପିଏଲ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି । ମଙ୍ଗଳାବାର ଦିନ ପ୍ଲେ-ଅଫ୍‌ ରାଉଣ୍ଡ ଆରମ୍ଭ ହେବ । ପ୍ରଥମ କ୍ୱାଲିଫାୟର ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଇଡେନ୍‌ ଗାର୍ଡେନ୍ସରେ ଏହି ମ୍ୟାଚ୍‌ ଖେଳାଯିବ। ବିଜୟୀ ଦଳ ସିଧା ସଳଖ ଫାଇନାଲ୍‌କୁ ଉନ୍ନୀତ…

୩୭ ବର୍ଷରେ ଦଳକୁ କମବ୍ୟାକ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଦୀନେଶ କାର୍ତ୍ତିକ

ଆଇପିଏଲ ପରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । କେଏଲ ରାହୁଲଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଛି । ସବୁଠାରୁ ଖାସ କଥା ହେଲା ଯେ ଦଳରେ ଅନେକ…

ଦକ୍ଷିଣ ଆଫ୍ରିକା ବପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚରେ କୋହଲି, ରୋହିତଙ୍କୁ ମିସ୍‌ କରିବେ ବାରବାଟୀ ଦର୍ଶକ

ପ୍ରାୟ ଅଢେଇ ବର୍ଷ ଅନ୍ତରରେ ବାରବାଟୀ ଷ୍ଟାଡିୟମ୍‌ଠାରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ହେବାକୁ ଯାଉଛି । ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ନେଇ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସାହ ବଢିବାରେ ଲାଗିଛି । କିନ୍ତୁ ରବିବାର ଦିନ ଦକ୍ଷିଣଆଫ୍ରିକା ବିପକ୍ଷ ଭାରତୀୟ ଟି-୨୦ ଦଳ ଘୋଷଣା ହେବା ପରେ ଉତ୍ସାହ…