Browsing Category
କ୍ରୀଡା
ସଚିନଙ୍କ ପରେ ଖୁବ ଶୀଘ୍ର ୧୦,୦୦୦ ରନ କ୍ଲବରେ ସାମିଲ ହେବେ ବିରାଟ
ଟିମ ଇଣ୍ଡିଆ ଅଧିୟନାୟକ ବିରାଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ଏହି ଦିନିଆ ସିରିଜରେ ୧୦,୦୦୦ ରନ ପୂରଣ କରି ପାରନ୍ତି । ବର୍ତ୍ତମାନ ସୁଧା ସେ ୨୧୧ଟି ଦିନିକିଆ ମ୍ୟାଚ ଖେଳି ୯୭୭୯ ରନ ସଂଗ୍ରହ କରିଥିବାବେଳେ ଇଲିଟ ଗ୍ରୁଫରେ ସାମିଲ ହେବା ପାଇଁ ବିରାଟଙ୍କୁ ଆଉ ମାତ୍ର ୨୨୧ରନ ର ଆବଶ୍ୟକତା…
ରୋହିତଙ୍କୁ ଖୋଲା ପଡିଆରେ କିସ କଲେ ଏହି ଅଜଣା ବ୍ୟକ୍ତି
ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ବିଜୟ ହାଜାରେ ଟ୍ରଫି ଖେଳି ନିଜର ପ୍ରସ୍ତୁତି ଚଳାଇଛନ୍ତି । ରୋହିତ ମୁମ୍ବାଇ ତରଫରୁ ଖେଳୁଥିବାବେଳେ କ୍ୱାଟର ଫାଇନାଲରେ ଉତ୍ତମ ପ୍ରଦର୍ଶନ କରି ୩୩ ରନ ସଂଗ୍ରହ କରିଥିଲେ । ମୁମ୍ବାଇ ଏହି ମ୍ୟାଚରେ ୯ଟି…
ଇସାରା ଇସାରାରେ ବିରାଟ କହିଦେଲେ ଅଷ୍ଟ୍ରେଲିଆ ଗ୍ରସ୍ତରେ କେଉଁ ଖେଳାଳୀର ସ୍ଥାନ ପକ୍କା ବୋଲି
ଭାରତ, ୱେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜକୁ ୨-୦ ଶୃଙ୍ଖଳାରେ ଜିତିବା ପରେ ଏବେ ଦଳ ଦିନିକିଆ ଏବଂ ଟି-୨୦ ପାଇଁ ପ୍ରସ୍ତୁତ ହେଉଛି । ଏହା ପରେ ଭାରତର ପରବର୍ତ୍ତୀ ଗସ୍ତ ଅଷ୍ଟ୍ରେଲିଆ ରହିବ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ବର୍ତ୍ତମାନ ସୁଦ୍ଧା ଟିମର ଘୋଷଣା ହୋଇନଥିବାବେଳେ କିନ୍ତୁ…
ପାକିସ୍ତାନର ଏହି ପ୍ରଶଂସକଙ୍କୁ ଜର୍ସି ଗିଫ୍ଟ କରି ଉଦାହରଣ ପାଲଟିଲେ ଧୋନି
ପାକିସ୍ତାନର ନାଗରିକ ମହମ୍ମଦ ବାସିର, ଅର୍ଥାତ ସାରା ଦୁନିଆରେ ବାସିର ଚାଚା ଓ ଚାଚା ସିକାଗୋ ନାମରେ ପ୍ରସିଦ୍ଧ ଥିବା ଏହି ବ୍ୟକ୍ତି ଜଣକ ଧୋନିଙ୍କ ବିଷୟରେ ଏକ ବଡ କଥା ସାମନାକୁ ଆଣିଛନ୍ତି । ପାକିସ୍ତାନ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକା ସାକ୍ଷାତକାରରେ ବାସିର କହିଛନ୍ତି ଯେ, “ଏସିଆ କପ…
ଏହିଭଳି ଭାବରେ ଗଢିଉଠିଥିଲା ଜାହିର ଏବଂ ସାଗରିକାଙ୍କ ପ୍ରେମ କାହାଣୀ
ଭାରତର ସଫଳତମ ଦ୍ରୁତତ୍ତମ ବୋଲରଂଙ୍କ ନାମ ଯେତେବେଳେ ଆସେ, ତେବେ ସର୍ବପ୍ରଥମେ ୟର୍କର ସ୍ପେସାଲିଷ୍ଟ ଜାହିର ଖାନଙ୍କ ନାମ ଆସିଥାଏ । ନିଜ ବୋଲିଂର ଯାଦୁ ବଳରେ ବ୍ୟାଟ୍ସମ୍ୟାନଙ୍କୁ ଅତି ଚତୁରତାର ସହ ବୋଲ୍ଡ କରୁଥିବା ଜାହିରଙ୍କର କାଲି ଥିଲା ଜନ୍ମଦିନ । ତେବେ ଏହି ଭଳି ଖୁସି ଅବସରରେ ଆସନ୍ତୁ…
ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ଲଗାଇ ଏହି କୀର୍ତ୍ତିର ଅଧିକାରୀ ହେଲେ ବିରାଟ
ପେଟିଏମ ସିରିଜରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଭାରତ ପାଇଁ ଏକ ଐତିହାସିକର ଦିନ ଥିଲା । ପ୍ରକାଶ ଥାଉକି ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଏହି ମ୍ୟାଚ ଦ୍ୱାରା ଆନ୍ତର୍ଜାତିକ କ୍ରିକେଟରେ ଡେଭିୟୁ କରିଥିବା…
ୱେଷ୍ଟେଣ୍ଡିଜ ସିରିଜରେ ଧାୱାନଙ୍କୁ ବାଦ ଦେବା ପଛର ଖଳନାୟକ ସାଜିଲେ ଅନୁଷ୍କା
ଟିମ ଇଣ୍ଡିଆ ସପ୍ତମ ଥର ପାଇଁ ଏସିଆ କପ ଚାମ୍ପିଆନ ହୋଇଥିବାବେଳେ ବର୍ତ୍ତମାନ ଭାରତ ୱେଷ୍ଟେଣ୍ଡିଜ ବିପକ୍ଷରେ ପେଟିଏମ ସିରିଜ ଖେଳୁଛି । ୱେଷ୍ଟେଣ୍ଡିଜ ବିପକ୍ଷରେ ଏହି ସିରିଜ ପାଇଁ ଯେବେ ଠାରୁ ଭାରତୀୟ ଦଳର ଘୋଷଣା ସରିଛି ସେବେଠାରୁ ଦଳର ଖେଳାଳୀଙ୍କ ମଧ୍ୟରେ କିଛି ଠିକ ଚାଲି ନାହିଁ ।…
ଏହି କାରଣ ଯୋଗୁଁ ବିରାଟ ଏସିଆ କପରେ ଖେଳିନଥିଲେ : ରବି ଶାସ୍ତ୍ରୀ
ଭାରତ ସପ୍ତମ ଥର ପାଇଁ ଏସିଆ କପ ଚାମ୍ପିଆନ ହୋଇଛି । ଏଇ ଥର ଏସିଆ କପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଖେଳିନଥିଲେ । ତାଙ୍କୁ ଚଳିତ ଏସିଆ କପରେ ବିଶ୍ରାମ ଦିଆଯାଇଥିଲା । ସେଥିପାଇଁ ଭାରତୀୟ କ୍ରିକେଟ ଟିମର କୋଚ ରବି ଶାସ୍ତ୍ରୀ ଏହି ରହସ୍ୟ ଉପରୁ ପରଦା ଉଠାଇବା ସହ ବିରାଟ…
ମା’ ହେବା ପୂର୍ବରୁ ନିଜ ପିଲା ପାଇଁ ସାନିଆ ଦେଲେ ଆବେଗପୂର୍ଣ୍ଣ ବାର୍ତ୍ତା
ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଆଉ କିଛି ଦିନ ମଧ୍ୟରେ ମା’ ହେବାକୁ ଯାଉଛନ୍ତି । ସେଥିପାଇଁ ସେ ବର୍ତ୍ତମାନ ସୋସିଆଲ ମିିଡିଆରେ ବହୁତ ସକ୍ରିୟ ଅଛନ୍ତି । ଏବେ ସୋସିଆଲ ମିଡିଆରେ ସାନିଆଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କର ଆଗାମୀ ସନ୍ତାନକୁ ନେଇକି ଏକ…
ପୁଣି ଥରେ ଦଳରୁ ବାଦ ପଡିଲେ ରୋହିତ
ଭାରତ ଏବଂ ୱେଷ୍ଟେଣ୍ଡିଜ ମଧ୍ୟରେ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଟିମର ଘୋଷଣା ସରିଛି । ବିଶ୍ରାମ ପରେ ପୁଣି ଥରେ ବିରାଟ କୋହଲି ଦଳକୁ ଫେରିଛନ୍ତି । ସେପଟେ, ଦଳରେ ପୁରୁଣା ବୋଲରଙ୍କୁ ଛାଡି ନୂତନ ଖେଳାଳୀମାନଙ୍କୁ ବିଶ୍ରାମ ଦିଆଯାଇଛି । ଏମାନଙ୍କ ସମେତ ଏସିଆ କପରେ ଦଳର ଅଧିନାୟକ…