Browsing Category

କ୍ରୀଡା

ତିନି ଅଙ୍କ ଛୁଇଁ ପାରିଲା ନାହିଁ ଭାରତ, ପ୍ରଶଂସକ ହେଲେ ଖପ୍ପା

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ‘ହାମିଲଟନ’ରେ ୪ର୍ଥ ଦିନିକିଆ ଖେଳାଯାଉଛି । ଏହି ସିରିଜରେ ଭାରତ କ୍ରମାଗତ ଭାବେ ତିନୋଟି ମ୍ୟାଚରେ ବଜୟ ହାସଲ କରି ସିରିଜ କବଜା କରିନେଇଥିବାବେଳେ ୪ର୍ଥ ଦିନିକିଆ ଖୁବ ନୈରଶ୍ୟଜନକ ପ୍ରଦର୍ଶନ କରିଛି । ଘରୋଇ ଟିମ ପ୍ରଥମେ ଟସ ଜିତି ଭାରତକୁ ବ୍ୟାଟିଙ୍ଗ…

ରୋହିତଙ୍କ ଅଧିନାୟକତ୍ୱରେ ଦଳ ଏହି ଖେଳାଳୀଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ

ଭାରତ ଏବଂ ନ୍ୟୁଜିଲାଣ୍ଡ ୪ର୍ଥ ଦିନିକିଆ ଗତ କାଲି ଖେଳାଯିବାକୁ ଅଛି । ପୂର୍ବରୁ ଭାରତ ଏହି ୫ଟି ଦିନିକିଆ ବିଶିଷ୍ଟ ସିରିଜକୁ ୩-୦ରେ କବଜା କରିନେଇଥିବାବେଳେ ଆଉ ୨ଟି ଦିନିକିଆ ବାକି ରହିଛି । ସେପଟେ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ସେ ଆଉ ୨ ଦିନିକିଆ ଏବଂ ୩ଟି ଟି-୨୦…

ପ୍ରକାଶ ପାଇଲା ଆଇସିସି ଟି-୨୦ ବିଶ୍ୱକପ୍ ଖେଳ ସୂଚୀ

ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ ୨୦୨୦ ଏବଂ ଆଇସିସି ମହିଳା ଟି-୨୦ ବିଶ୍ୱକପର ସୂଚୀ ଘୋଷଣା କରାଯାଇଛି । ପ୍ରଥମ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ଖେଳାଯିବାର ଅଛି । ଦୀର୍ଘ ୫ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପୁରୁଷ ଟି-୨୦ ବିଶ୍ୱକପ ୨୦୨୦ ୧୮ ଅକ୍ଟୋବରରୁ ଆରମ୍ଭ ହୋଇ ୧୫…

ଧୋନିଙ୍କ ଏହି ରେକର୍ଡର ସମକକ୍ଷ ହେଲେ ରୋହିତ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୩-୦ରେ ଅଗ୍ରଣୀ ରହି ଏହି ସିରିଜକୁ କବଜା କରିନେଲାଣି । ତୃତୀୟ ମ୍ୟାଚରେ ୨୪୩ ରନ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ କ୍ରିକେଟ ଟିମ ହିଟମ୍ୟାନଙ୍କ ଭଲ ପ୍ରଦର୍ଶନ ସ୍ୱରୁପ ଦଳର ସ୍କୋର…

ଭାରତକୁ ଲାଗିଲା ବଡ ଝଟକା, ନ୍ୟୁଜିଲାଣ୍ଡ ବିପକ୍ଷ ଆଜିର ମ୍ୟାଚରୁ ବାଦ ପଡିଲେ ଧୋନି

ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳରେ ଧୂଆଁଧାର ପ୍ରଦର୍ଶନ କରୁଥିବା ପୂର୍ବତ୍ତନ ଅଧିନାୟକ ଧୋନି ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ଖେଳୁ ନାହାନ୍ତି । ଧୋନିଙ୍କ ଆଣ୍ଠୁ ପଛରେ ଗଭୀର ଆଘାତ ଯୋଗୁଁ ସେ ତୃତୀୟ ଦିନିକିଆ ଖେଳିବାରୁ ବାଦ ପଡିଛନ୍ତି । ସେଥିପାଇଁ ଦଳ ଶେଷ ମୂହୂର୍ତ୍ତରେ ଧୋନିଙ୍କ…

ଯୁବରାଜ ଦେଖାଇଲେ ଜଲୱା, ଖେଳିଲେ ଧୂଆଁଧାର ପାଳି

ଭାରତୀୟ କ୍ରିକେଟ ଟିମର ବିସ୍ପୋଟକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ଆଗାମୀ ବିଶ୍ୱକପରେ ଖେଳିବା ପାଇଁ ନିଜ ଆଶା ଉଜ୍ଜିବିତ ରଖିଥିବାବେଳେ ଏବେ ନିକଟରେ ଖେଳାଯାଇଥିବା ଏକ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଧୂଆଁଧାର ପାଳି ଖେଳିଛନ୍ତି । ବର୍ତ୍ତମାନ ବିଶ୍ୱକପ ପୂର୍ବରୁ ଆଇପିଏଲ ଖେଳାଯିବାର ଅଛି…

ବିଶ୍ୱକପ ପାଇଁ ଗମ୍ଭୀର ଚୟନ କଲେ ସମ୍ଭାବ୍ୟ ଭାରତୀୟ ଦଳ

ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଖେଲାଳୀ ଗୌତମ ଗମ୍ଭୀର ୨୦୧୯ ବିଶ୍ୱକପ ପାଇଁ ଯୋଗ୍ୟ ଖେଳାଳୀଙ୍କ ନାମ ଘୋଷଣା କରିଛନ୍ତି । ଗମ୍ଭୀର କ୍ରିକେଟରୁ ସବୁଦିନ ପାଇଁ ସନ୍ୟାସ ନେଇସାରିଥିବାବେଳେ ବର୍ତ୍ତମାନ କମେଣ୍ଟ୍ରି କରୁଛନ୍ତି । ଗମ୍ଭୀର ବର୍ତ୍ତମାନ ମେ’ରେ ହେବାକୁ ଥିବା ୨୦୧୯ ବିଶ୍ୱକପ ପାଇଁ…

ବିରାଟଙ୍କ ବଦଳରେ ଦଳରେ ସାମିଲ ହୋଇପାରନ୍ତି ଶୁଭମ

ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଅତି ସହଜରେ ବିଜୟ ହାସଲ କରିନେଇଥିବାବେଳେ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି ଯେ, ବିରାଟ ଏହି ସିରିଜର ଶେଷ ଦୁଇଟି ଦିନିକିଆ ଏବଂ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିନପାରନ୍ତି । ବିସିସିଆଇ ତାଙ୍କୁ…

କ୍ୟାରିୟରର ୧୦୦ତମ ୱିକେଟ ହାସଲ କଲେ ଶାମୀ

ଅଷ୍ଟ୍ରେଲିଆରେ ଉନ୍ନତ ପ୍ରଦର୍ଶନ ଦେଖାଇଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ପ୍ରଥମ ୱିକେଟ ଦେବା ସହ ଦିନିକିଆରେ ପ୍ରଥମ ଭରତୀୟ ଦ୍ରୁତ ବୋଲର ହିସାବରେ ୧୦୦ତମ ୱିକେଟ ହାସଲ କରିଛନ୍ତି । ସାମିଙ୍କୁ ଏହି ରେକର୍ଡ…

ନ୍ୟୁଜିଲାଣ୍ଡରେ ଭାରତ ପାଇଁ ବିଜୟ ହାସଲ କରିବା ଏତେ ସହଜ ହୋଇନପାରେ

ଆସନ୍ତା କାଲି ଠାରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବାର ଅଛି । ବିରାଟ କୋହଲିଙ୍କ ନେତୃତାଧିନ ଟିମ ନ୍ୟୁଜିଲାଣ୍ଡ ସହ ତାରି ଘରୋଇ ମାଟିରେ ୫ଟି ଦିନିକିଆ ବିଶିଷ୍ଟ ସିରିଜ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ…