Browsing Category
କ୍ରୀଡା
କ୍ରିକେଟ ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କଲେ ‘ହୋପ’
ଗତ କାଲି ୱେଷ୍ଟଇଣ୍ଡିଜ ଏବଂ ବାଙ୍ଗଳାଦେଶ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜର ଓପନର ‘ସାହି ହୋପ’ କ୍ରିକେଟ ଜଗତରେ ଏକ ବିରଳ ଇତିହାସ ରଚିଛନ୍ତି । ହୋପ ଏହି ଟ୍ରାଇ ନେସନ ସିରିଜର ଦ୍ୱିତୀୟ ଦିନିକିଆରେ ୧୦୯ ରନ ଏକ ସୁନ୍ଦର ପାଳି ଖେଳି ଏକ ବିରଳ ଇତିହାସ ରଚିଛନ୍ତି ।
ସେ…
ପଡିଆ ମଝିରେ ରାଇନାଙ୍କ ଏବଂ ରିଷଭ ହେଲେ ମୁହାଁମୁହିଁ, ଦେଖନ୍ତୁ ଭିଡିଓ
ଗତ କାଲି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚଟି ଗତ କାଲି ଚେନ୍ନାଇର ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଚେନ୍ନାଇ, ଦିଲ୍ଲୀକୁ ୮୦ ରନରେ ପରାସ୍ତ କରିଥିଲା ।
ସବୁଠାରୁ…
କୋହଲିଙ୍କ ଅଧିନାୟକତ୍ୱକୁ ନେଇ ମୁହଁ ଖୋଲିଲେ ରୋହିତ
ଭାରତୀୟ କ୍ରିକେଟ ଦଳର ଦିନିକିଆ ଏବଂ ଟି-୨୦ ଫର୍ମାଟର ଉପ-ଅଧିନାୟକ ରୋହିତ ଶର୍ମା ନିଜ ପଦକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ ଭାରତୀୟ ଦଳର ଉପ-ଅଧିନାୟକ ହୋଇଥିବା ହେତୁ ତାଙ୍କର ଦଳ ପ୍ରତି ଅନେକ ଗୁରୁ ଦାୟିତ୍ୱ ରହିଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମ୍ୟାଚ ଖେଳୁଥିବା…
ଭାରତ ବିପକ୍ଷରେ ୱାର୍ଲଡ କପରେ ଜିତିବା ପାଇଁ ପାକିସ୍ତାନୀ ଅଧିନାୟକଙ୍କ ଦମ୍ଭୋକ୍ତି
ଆସନ୍ତା କ୍ରିକେଟ ୱାର୍ଲଡ କପ ୨୦୧୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ ହେବାକୁ ଯାଉଛି । ୱାର୍ଲଡ କପ ପାଇଁ ପାକିସ୍ତାନୀ ଟିମ ଇଂଲଣ୍ଡ ଗସ୍ତ ପୂର୍ବରୁ ଅଧିନାୟକ ସରଫରାଜ ଅହମ୍ମଦ ନିଜର ମତରଖି କହିଛନ୍ତି ଯେ ଏହି ମ୍ୟାଚରେ ପାକିସ୍ତାନୀ ଟିମ ଭାରତ ବିପକ୍ଷରେ ଭଲ…
ପାଣ୍ଡ୍ୟା ଏବଂ ରାହୁଲଙ୍କ ଉପରେ ଲାଗିଲା ୨0ଲକ୍ଷ ଲେଖାଏଁ ଜୋରିମନା
କରଣ ଜୋହରଙ୍କ ଲୋକପ୍ରିୟ ଟିଭିଶୋ ରେ ମହିଳାଙ୍କ ପ୍ରତି ଅଭଦ୍ର ଟିପ୍ପଣୀ ମାମଲାରେ ବିସିସିଆଇ ଆଜି ହାର୍ଦିକ ପାଣ୍ଡ୍ୟା ଏବଂ କେ ଏଲ ରାହୁଲଙ୍କ ବିରୋଧରେ ଦଣ୍ଡ ଶୁଣାଇଛନ୍ତି । ଏହି ମାମଲାର ଶୁଣାଣି କରି ବିସିସିଆଇର ଲୋକପାଳ ଶ୍ରୀ ଡି କେ ଜୈନ, ଉଭୟଙ୍କୁ ଦଶ ଜଣ ସୈନିକ ବିଧବାଙ୍କୁ ଏକ ଲକ୍ଷ…
କ୍ରିକେଟ ନିଶା ଜିତାଇଲା ମୁମ୍ବାଇରେ ଘର
ଅଧିକାଂଶ ଲୋକ ନିଜ ଜୀବନକାଳ ମଧ୍ୟରେ ନିଜର ସ୍ୱପ୍ନର ଘର ଖଣ୍ଡେ କରିବାକୁ କଷ୍ଟସାଧ୍ୟ ହୋଇପଡ଼େ । ଇଟା ପରେ ଇଟା ଯୋଡ଼େଇ କରି ଏହି କାର୍ଯ୍ୟ କରିବା କଷ୍ଟକର ହୋଇଥିବା ବେଳେ ମିର୍ଜାପୁର୍ର ବାଳକ ଗୌରବ କୁମାର କିନ୍ତୁ ଏଥିରେ ଜଣେ ବ୍ୟତିକ୍ରମ । ସେ ଇଟା ପରେ ଇଟା ନୁହେଁ, ୨୦୧୮ ଟି-୨୦ ସିରିଜ୍ର ଏକ…
ଆଇପିଏଲରେ ପୁଣିଥରେ ମୁଣ୍ଡ ଟେକିଲା ‘ମ୍ୟାଚ ଫିକ୍ସିଙ୍ଗ’ ବିବାଦ
ଆଇପିଏଲର ୧୨ ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବର୍ତ୍ତମାନ ପର୍ଯ୍ୟନ୍ତ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।
ସୁପର ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚରେ ଦିଲ୍ଲୀ, ରାବେଡାଙ୍କ ସୁନ୍ଦର ବୋଲିଂ ଯୋଗୁଁ କୋଲକତାକୁ ମାତ ଦେବାରେ ସଫଳ…
ଜାଡେଜାଙ୍କୁ କିସ୍ କଲେ ରାଇନା, ଭିଡିଓ ହେଲା ଭାଇରାଲ
ଗତ କାଲି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚରେ ଧୋନି ଏକ ଧୂଆଁଧାର ଇନିଂସ ଖେଳିଥିଲେ । ଗତ କାଲିର ଏହି ରୋମାଞ୍ଚକ ମ୍ୟାଚରେ ଚେନ୍ନାଇ, ରାଜସ୍ଥାନକୁ ୧୭୫ ରନ ଟାର୍ଗେଟ ଦେଇଥିବାବେଳେ ଏହାକୁ ପିଛା କରି ରାଜସ୍ଥାନ ୨୦ ଓଭରରେ ୧୬୭ ରନ ସଂଗ୍ରହ କରିବାକୁ ସକ୍ଷମ…
ସୁରକ୍ଷା ବଳକୁ ଭାଙ୍ଗୀ ଧୋନିଙ୍କ ପାଖରେ ଆସି ପହଞ୍ଚିଲେ ପ୍ରସଂଶକ
ଗତ କାଲି ଆଇପିଏଲର ମହାସଂଗ୍ରାମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଯେଉଁଥିରେ ଚେନ୍ନାଇ, ଦିଲ୍ଲୀକୁ ୬ଟି ୱିକେଟରେ ପରାସ୍ତ କରିଥିଲେ । ଏହି ମ୍ୟାଚରେ ପୁଣିଥରେ ଧୋନି ଫିନସରର ଭୂମିକା ନିର୍ବାହ କରୁଥିବାର ଦେଖିବାକୁ ମିଳିଥିଲା । ଧୋନି ଏହି…
ଆଇପିଏଲର ପ୍ରଥମ ମ୍ୟାଚରେ ଧୋନି-ବିରାଟ ଲଢେଇ
କ୍ରିକେଟର ମେଳା ତଥା ଆଜି ଆଇପିଏଲ ୨୦୧୯ର ଶୁଭାରମ୍ଭ ହେବାକୁ ଯାଉଛି । ଆଜି ଠାରୁ କ୍ରିକେଟପ୍ରେମୀଙ୍କୁ ଦୀର୍ଘ ୨ମାସ ଧରି ଧୂଆଁଧାର କ୍ରିକେଟ ଦେଖିବାକୁ ମିଳିବାକୁ ଯାଉଥିବାବେଳେ କିନ୍ତୁ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଉଦଘାଟନୀ ଉତ୍ସବି ଦେଖିବାକୁ ମିଳିବ ନାହିଁ । ୨୩ ମାର୍ଚ୍ଚରୁ…