Browsing Category
କ୍ରୀଡା
ପୁଣି ଥରେ ଗମ୍ଭୀରଙ୍କୁ ସମାଲୋଚନା କଲେ ଆଫ୍ରିଦି
ପାକିସ୍ତାନ କ୍ରିକେଟ ଟିମର ପୂର୍ବତ୍ତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସବୁଥର ଭଳି ପୁଣି ଥରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ଖେଳୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପଡିଆରେ ଯୁକ୍ତିତର୍କ ଚାଲୁଥିବାବେଳେ ବର୍ତ୍ତମାନ ଖେଳରୁ ସନ୍ୟାସ ନେବା ପରେ…
ବିଶ୍ୱକପ ପାଇଁ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ
କ୍ରିକେଟର ମହାକୁମ୍ଭ ବିଶ୍ୱକପ ୨୦୧୯ ପାଇଁ ଭାରତୀୟ କ୍ରିକେଟ ଦଳ ଗତ କାଲି ଇଂଲଣ୍ଡ ଗସ୍ତରେ ବାହାରି ଯାଇଛନ୍ତି । ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋମ ବୋର୍ଡ (ବିସିସିଆଇ) ପକ୍ଷରୁ ଗସ୍ତ ସମୟରେ ଦଳର କେତେକ ପ୍ରମୁଖ ଖେଳାଳୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଫଟୋରେ…
ରିଲିଜ ହେଲା ବିଶ୍ୱକପ ୨୦୧୯ର ଅଫିସିଆଲ ସଙ୍ଗ, ଦେଖନ୍ତୁ ଭିଡିଓ
ଚଳିତ ବର୍ଷ ମଇ ୩୦ରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ । କ୍ରିକେଟର ଏହି ମହାକୁମ୍ଭରେ ବିଶ୍ୱର ଶ୍ରେଷ୍ଠ ୧୦ଟି ଟିମ ପରସ୍ପର ସହ ମୁହାଁମୁହିଁ ହେବ । ତେବେ ଏହି ବିଶ୍ୱକପକୁ ଆଉ ଅଳ୍ପ କିଛି ଦିନ ବାକି ରହିଯାଇଥିବାବେଳେ ଏହିସବୁ ଭିତରେ କ୍ରିକେଟ ବିଶ୍ୱକପର ଥିମ ସଙ୍ଗ ବର୍ତ୍ତମାନ ରିଲିଜ ହୋଇଛି…
ହିଟ ୱିକେଟ ହୋଇ ସୋସିଆଲ ମିଡିଆରେ ସମାଲୋଚନାରେ ଶୀକାର ହେଲେ ସୋଏବ, ଦେଖନ୍ତୁ ଭିଡିଓ
ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ୫ଟି ଦିନିକିଆ ବିଶିଷ୍ଟ ଦିନିକିଆ ସିରିଜରେ ଇଂଲଣ୍ଡ ଚତୁର୍ଥ ଦିନିକିଆରେ ଖୁବ ସହଜରେ ବିଜୟ ହାସଲ କରିନେଇଛି । ସିରିଜର ଏହି ଚତୁର୍ଥ ଦିନିକିଆକୁ ଇଂଲଣ୍ଡ ତିନୋଟି ୱିକେଟରେ ବିଜୟ ହାସଲ କରି ନେଇଛି । ଏହି ବିଜୟରେ ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନେ…
ପ୍ରଥମଥର ପାଇଁ ବିଶ୍ୱକପ ବିଜେତା ଟିମ ଉପରେ ହେବ ଧନ ବର୍ଷା, ଜାଣନ୍ତୁ କେମିତି
୩୦ ମଇରୁ ଇଂଲଣ୍ଡରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆଇସିସି ପକ୍ଷରୁ ୨୦୧୯ କ୍ରିକେଟ ବିଶ୍ୱକପ ବିଜେତା ଟିମକୁ ୨୮ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଟୁର୍ଣ୍ଣାମେଣ୍ଟ ବିଜେତା ଟିମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଉଥିବା ପୁରଷ୍କାର ରାଶି…
୨୦୧୯ ଆଇପିଏଲ ଟାଇଟେଲ ହାସଲ ପରେ ଏବେ ପରିବାର ଛୁଟି କଟାଉଛନ୍ତି ରୋହିତ
ଭାରତୀୟ କ୍ରିକେଟ ଟିମର ଦିନିକିଆ ଏବଂ ଟି-୨୦ର ଉପ-ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ଆଇପିଏଲ ଟାଇଟେଲ ହାସଲ କରିବା ପରେ ଫ୍ୟାମିଲି ଭ୍ୟାକେସନରେ ଅଛନ୍ତି । ରୋହିତ ବର୍ତ୍ତମାନ ନିଜ ପରିବାର ସହ ମାଳଦୀପରେ ଛୁଟି କାଟୁଛନ୍ତି । ପ୍ରକାଶ ଥାଉକି, ଗତ ରବିବାର ଦିନ ଖେଳାଯାଇଥିବା ଆଇପିଏଲ…
ଫାଇନାଲରେ ୱାଟସନଙ୍କ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଲେ ହରଭଜନ
ଚେନ୍ନାଇ ସୁପରକିଙ୍ଗସର ଅନୁଭବି ଅଫ ସ୍ପିନର ହରଭଜନ ସିଂହ ପ୍ରଥମ ଥର ପାଇଁ ଫାଇନାଲରେ ‘ସେନ ୱାଟସନ’ଙ୍କ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଛନ୍ତି । ହରଭଜନ କହିଛନ୍ତି ଯେ, “ଗତ ରବିବାର ଦିନ ମୁମ୍ବାଇ ବିରୋଧରେ ଖେଳାଯାଇଥିବା ଆଇପିଏଲ ଫାଇନାଲ ମ୍ୟାଚରେ ୱାଟସନଙ୍କ ବାମ ପାଶ୍ୱର୍ ଗୋଡରୁ ଗଭୀର ଭାବରେ…
ମୁମ୍ବାଇ ପାଇଁ ଏକ ନୂଆ ଇତିହାସ ରଚିଲେ ରୋହିତ
ଗତ କାଲି ଆଇପିଏଲର ୧୨ତମ ସଂସ୍କରଣରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଥିଲା । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମ ଟସ ଜିତି ବ୍ୟାଟିଙ୍ଗ କରିବା ପାଇଁ ପଡିଆକୁ ଓହ୍ଲାଇଥିବାବେଳେ ସଫଳ ଓପନର ଯୋଡି ହିସାବରେ ରୋହିତ ଏବଂ କ୍ୱିଣ୍ଟନ ଡିକକ୍…
ଚେନ୍ନାଇର ପରାଜୟ ପରେ ନିଜ କ୍ରୋଧକୁ କିଛି ଏପରି ଜାହିର କଲେ ହରଭଜନ, ଦେଖନ୍ତୁ ଭିଡିଓ
ଗତକାଲି ଆଇପିଏଲର ୧୨ତମ ସଂସ୍କରଣରେ ମମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚରେ ମୁମ୍ବାଇ, ଚେନ୍ନାଇକୁ ୧ ରନରେ ପରାସ୍ତ କରି ଟାଇଟେଲ ହାସଲ କରିଛି । ସେପଟେ ମୁମ୍ବାଇ ଏହି ବିଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ଉତ୍ସାହର ମାହୋଲ ଖେଳିଯାଇଥିବାବେଳେ ଅନ୍ୟପଟେ ଚେନ୍ନାଇ…
ବାଙ୍ଗାଲୋରର ଖରାପ ପ୍ରଦର୍ଶନ ଯୋଗୁଁ କୋହଲିଙ୍କୁ କଟାକ୍ଷ କଲେ ମାଲ୍ୟା
ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପାଇଁ ଚଳିତ ଆଇପିଏଲର ୧୨ତମ ସଂସ୍କରଣ ବହୁତ ନୈରାଶ୍ୟଜନକ ରହିଛି । ଦଳ ଚଳିତ ସଂସ୍କରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଖରାପ ପ୍ରଦର୍ଶନ କରିଛି । ବାଙ୍ଗାଲୋର ଚଳିତ ସଂସ୍କରଣରେ ୧୪ଟି ମ୍ୟାଚରୁ ମାତ୍ର ୫ଟିରେ ବଜୟ ହାସଲ କରିପାରିଥିବାବେଳେ ଦଳ ପଏଣ୍ଟ ଟେବୁଲରେ…