ରିଲିଜ ହେଲା ବିଶ୍ୱକପ ୨୦୧୯ର ଅଫିସିଆଲ ସଙ୍ଗ, ଦେଖନ୍ତୁ ଭିଡିଓ


ଚଳିତ ବର୍ଷ ମଇ ୩୦ରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ । କ୍ରିକେଟର ଏହି ମହାକୁମ୍ଭରେ ବିଶ୍ୱର ଶ୍ରେଷ୍ଠ ୧୦ଟି ଟିମ ପରସ୍ପର ସହ ମୁହାଁମୁହିଁ ହେବ । ତେବେ ଏହି ବିଶ୍ୱକପକୁ ଆଉ ଅଳ୍ପ କିଛି ଦିନ ବାକି ରହିଯାଇଥିବାବେଳେ ଏହିସବୁ ଭିତରେ କ୍ରିକେଟ ବିଶ୍ୱକପର ଥିମ ସଙ୍ଗ ବର୍ତ୍ତମାନ ରିଲିଜ ହୋଇଛି ।

ଏହି ଥିମ ସଙ୍ଗର ନାମ ‘ଷ୍ଟାଣ୍ଡ ବାଏ’ ରହିଥିବାବେଳେ ଏହା ଟୁର୍ଣ୍ଣାମେଣ୍ଟ ସମୟରେ ଷ୍ଟାଡିୟମ ଏବଂ ଅନ୍ୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ ।
ଏହି ସଙ୍ଗୀତକୁ ଲୋରିନ ଓ ବ୍ରିଟେନର ଲୋକପ୍ରିୟ ରୋଡିମେଣ୍ଟାଲ ବ୍ୟାଣ୍ଡ ପ୍ରସ୍ତୁତ କରିଥିବାବେଳେ ଏହି ଭିଡିଓଟି ୩.୨୦ ସେକେଣ୍ଡର ଅଟେ ।


Share It

Comments are closed.