Browsing Category

ଜୀବନ ଚର୍ଯ୍ୟା

ହିମାଳୟା ଡ୍ରଗ କମ୍ପାନୀ ପକ୍ଷରୁ ଶିଶୁ ସ୍ୱଚ୍ଛତାରେ ମା’ମାନଙ୍କ ଭୂମିକା ସମ୍ପର୍କିତ ପରାମର୍ଶ

ଭୁବନେଶ୍ୱର: ଶିଶୁମାନେ ସଂକ୍ରମଣର ଅଧିକ ଶିକାର ହୋଇଥାନ୍ତି କାରଣ ସେମାନଙ୍କର ପ୍ରତିରୋଧକ ପ୍ରଣାଳୀ ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ । ତେଣୁ ଅଭିଭାବକମାନେ ସେମାନଙ୍କର ଶିଶୁମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ । ନିକଟରେ ମା’ ହୋଇଥିବା କିଛି ମହିଳାଙ୍କ ସହ ସ୍ୱଚ୍ଛତା ବଜାୟ…

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହେବ କଦଳୀ, ଜାଣନ୍ତୁ ଏହାର ଉପକାରିତା

ଆଜିକାଲି ଉଚ୍ଚ ରକ୍ତଚାପ ସମସ୍ୟା ଘରେ ଘରେ ଦେଖିବାକୁ ମିଳୁଛି| ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଲୋକେ ନାନା ଉପାୟ ଅବଲମ୍ବନ କରିଥାଆନ୍ତି। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ନ ରହିଲେ ବିପଦଜନକ ପ୍ରମାଣିତ ହୋଇଥାଏ| ବିଶେଷକରି ଯେତେବେଳେ ରକ୍ତଚାପ ଅଚାନକ ବୃଦ୍ଧି ପାଇଥାଏ, ସେତେବେଳେ ଏହା…

ଶରୀରର ଇମ୍ୟୁନିଟି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟର ଉପାୟଗୁଡ଼ିକର ପାଳନ ପାଇଁ ଦେଶବାସୀଙ୍କୁ ମୋଦୀଙ୍କ ଅନୁରୋଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସକୁ ନେଇ ଚାଲିଥିବା ଲକଡାଉନ ଅବଧିକୁ ଆସନ୍ତା ମେ ତିନିକୁ ବଢ଼ାଇ ଦେଇଛନ୍ତି । ଏହି ସମୟରେ ସେ ଦେଶବାସୀଙ୍କୁ କରୋନା ସହ ଲଢ଼ିବା ଦିଗରେ ପ୍ରୋତ୍ସାହିତ କରିବା ପାଇଁ ସାତୋଟି ମନ୍ତ୍ର କହିଛନ୍ତି । ସେହି ସାତୋଟି ମନ୍ତ୍ର ମଧ୍ୟରେ ରହିଛି ଗୋଟିଏ ମନ୍ତ୍ର…

ମଦ୍ୟପାନଠୁ ଦୂରେଇବାର ଉପଯୁକ୍ତ ସମୟ ହେଉଛି ଲକଡାଉନ, ପରିବାର ସହ ଅଧିକ ସମୟ ବିତାନ୍ତୁ ଓ ସୁସ୍ଥ ରୁହନ୍ତୁ: ବିଶେଷଜ୍ଞ

ଲକଡାଉନ ସମୟରେ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ କଷ୍ଟମୟ । ଏଭଳି ଲୋକଙ୍କଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଯାଇପାରେ । କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍‌ସ (ନୂଆ ଦିଲ୍ଲୀ)ର ଡାକ୍ତରମାନଙ୍କ ଦ୍ୱାରା ଏଭଳି ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରାଯାଇଛି ।…

ହିମାଳୟା ବେବି କେୟାର୍ ପକ୍ଷରୁ ଜେଂଟଲ୍ ବେବି ଲଣ୍ଡ୍ରି ୱାଶ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ହୋମ୍‌ଗ୍ରୋନ୍ ୱେଲ୍‌ନେସ୍ ବ୍ରାଣ୍ଡ, ଦି ହିମାଳୟା ଡ୍ରଗ୍ କମ୍ପାନୀ ପକ୍ଷରୁ ଶିଶୁମାନଙ୍କ ପୋଷାକର ଯତ୍ନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ନୂଆ ‘ଜେଂଟଲ୍ ବେବି ଲଣ୍ଡ୍ରି ୱାଶ୍‌’ର ଶୁଭାରମ୍ଭ କରାଯାଇଛି । ପ୍ରକୃତିରୁ ଅଣାଯାଇଥିବା କ୍ଲିଞ୍ଜିଙ୍ଗ୍…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁର୍ବେଦକୁ ଆପଣାନ୍ତୁ

ସମଗ୍ର ବିଶ୍ୱ ଏବେ କରୋନା ଭାଇରସ୍‌ର ଭୟାବହତାକୁ ସାମ୍‌ନା କରୁଛି । ବିଶ୍ୱବ୍ୟାପୀ ବୈଜ୍ଞାନିକମାନେ ଏହି ମାରାତ୍ମକ ରୋଗର ଚିକିତ୍ସା ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଯେପର୍ଯ୍ୟନ୍ତ କରୋନା ଭାଇରସ୍‌ର ଚିକିତ୍ସା କିମ୍ବା ଟୀକା ନବାହାରିଛି ସେପର୍ଯ୍ୟନ୍ତ ଆମକୁ ନିଜ ସ୍ୱାସ୍ଥ୍ୟ…

ସକାଳୁ ଖାଲି ପେଟରେ ଗୁଡ ଓ ଗରମ ପାଣି ପିଇବାର ଫାଇଦା ସଂପର୍କରେ ଜାଣନ୍ତୁ

ସକାଳ ସମୟରେ ଖାଲି ପେଟରେ ଗୁଡ ଖାଇବା ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ ବୋଲି କୁହାଯାଏ । କିନ୍ତୁ ଗୁଡ ସହ ଖାଲି ପେଟରେ ଉଷୁମ ପାଣି ପିଇା ଦ୍ୱାରା ଗୁଡର ଫାଇଦା ଦ୍ୱିଗୁଣିତ ହୋଇଥାଏ । ସକାଳୁ ଉଠିବା ପରେ ଉଷୁମ ପାଣି ସହ ଗୁଡର ସେବନ କଲେ ଆପଣ ସବୁଦିନ ପାଇଁ ନିରୋଗୀ ରହିପାରିବେ । ଆମେ…

ଜାଣନ୍ତୁ ହାତରୁ କେଉଁ ଜିନିଷ ଖସିବା ଅଶୁଭ ହୋଇଥାଏ

ହାତରୁ ଖାଇବା ଜିନିଷ ଖସିପଡିବା କିମ୍ବା ଗ୍ୟାସରେ ଗରମ ହେଉଥିବା କ୍ଷୀର ଉତୁରି ଗଲେ ତାହାକୁ ଆମେ ସାଧାରଣ କଥା ଭାବି ଅଣଦେଖା କରିଥାଉ । କିନ୍ତୁ ବାସ୍ତୁ ଓ ଜ୍ୟେତିଷଶାସ୍ତ୍ର ଅନୁସାରେ ଖାଦ୍ୟପଦାର୍ଥ ହାତରୁ ଖସିପଡିବାକୁ ଶୁଭ-ଅଶୁଭ ସଙ୍କେତ ସହ ଯୋଡାଯାଇଛି । ସାଧାରଣ ଦେଖାଯାଉଥିବା ଏହି…

ମଶାଙ୍କଠାରୁ ରକ୍ଷା ପାଇବା ପାଇଁ ଘରେ ଲଗାନ୍ତୁ ଏହି ସବୁ ଗଛ

ବର୍ଷାଦିନ ମଶାମାନଙ୍କର ବଂଶବୃଦ୍ଧି ପାଇଁ ଉତ୍କୃଷ୍ଟ ସମୟ । ମଶାଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ ପରି ମାରାତ୍ମକ ରୋଗ ଚାରିଆଡ଼େ ବ୍ୟାପିଥାଏ । ଘର ଚାରିପାଖରେ ପଣି ଜମି ରହୁଥିବରୁ ମଶାମାନେ ଘରକୁ ପ୍ରବେଶ କରିଥାଆନ୍ତି । ତେଣୁ ମଶା ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ…

ଶୋଇବା ବେଳେ ଏହିସବୁ ଦିଗପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ଉପୁଜିପାରେ ଗମ୍ଭୀର ସମସ୍ୟା

ବୈବାହିକ ଜୀବନ ହେଉ କିମ୍ବା ସାଂସାରିକ ଜୀବନ, ଦୈନଦିନ ଜୀବନରେ ଅଶାନ୍ତି ଲାଗିରହିଲେ ସୁଖମୟ ଜୀବନ ମଧ୍ୟ ଦୁଃଖମୟରେ ପରିଣତ ହୋଇଯାଇଥାଏ । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ବାସ୍ତୁ ଦ୍ୱାରା ଏହି ସମସ୍ୟାର ସମାଧାନର ବାଟ ମଧ୍ୟ ଆପଣାଇଥାନ୍ତି । ବାସ୍ତୁରେ ବିଭିନ୍ନ ଦିଗ ଆଧାରରେ…