ଆଖି ପିଛୁଳାକେ ଶତ୍ରୁ ହେବେ ଧୂଳିସାତ, ଲେଜର ଗାଇଡେଡ ଆଣ୍ଟି ଟ୍ୟାଙ୍କ ମିଶାଇଲର ସଫଳ ପରୀକ୍ଷଣ କଲା DRDO
ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଟେନସନ ମଧ୍ୟରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଆଉ ଏକ ବଡ଼ ସଫଳତା ପାଇଛି | ଏମବିଟି ଅର୍ଜୁନ ଟ୍ୟାଙ୍କରୁ ଲେଜର-ଗାଇଡେଡ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲକୁ (ATGM) ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା |
ଏହି ସଫଳତା…