ଓପୋ ଏ୯ ସ୍ମାର୍ଟଫୋନର ଶୁଭାରମ୍ଭ
ଭାରତରେ ନିଜ ଉତ୍ପାଦର ଶୃଙ୍ଖଳକୁ ଆଗକୁ ବଢାଇବା ପାଇଁ ପ୍ରମୁଖ ସ୍ମାର୍ଟଫୋନ ନିର୍ମାଣ କମ୍ପାନୀ, ଓପୋ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ ଏ୯ର ଶୁଭାରମ୍ଭ କରାଯାଇଛି । ଓପୋ ଏ୯, ଉପଭୋକ୍ତାଙ୍କୁ ଅଧିକ ଶକ୍ତି ଏବଂ ଷ୍ଟାଇଲ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରି ନିଜ ଉତ୍ପାଦ ଉପରେ…