ବଜାରକୁ ଆସିଲା ସ୍ମାର୍ଟଫୋନ୍ ଯାହା ବହିପରି ଫୋଲ୍ଡ ହୋଇ ପାରୁଛି
ଅଗ୍ରଣୀ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ବିଳାସପୂର୍ଣ୍ଣ ସ୍ମାର୍ଟଫୋନ୍ ଗାଲାକ୍ସି ଫୋଲ୍ଡର ଶୁଭାରମ୍ଭ କରିଛି, ଯାହା ବିଶ୍ୱର ସବୁଠୁ ଦାମୀ ଓ ହାଇଟେକ ସ୍ମାର୍ଟଫୋନ୍ । ଏହା ଅତି ଉଚ୍ଚ ପ୍ରଯୁକ୍ତି ଆଶା କରୁଥିବା ଗ୍ରାହକମାନଙ୍କୁ ଏକ ନୂତନ ପିଢ଼ିର ସ୍ମାର୍ଟଫୋନ୍ ଡିଜାଇନ୍, ଜ୍ଞାନକୌଶଳ ଓ ଗ୍ରାହକ…