ଅସଦାଚରଣ ମାମଲାରେ ନାନାଙ୍କୁ କ୍ଲିନ ଚିଟ ପରେ ତନୁଶ୍ରୀ ହାଇକୋର୍ଟ ଯିବେ
ନାନା ପାଟେକରଙ୍କ ବିରୁଦ୍ଧରେ ତନୁଶ୍ରୀ ଦତ୍ତ। ଆଣିଥିବା ଯୌନ ଉତ୍ପିଡନର ଅଭିଯୋଗରେ ମୁମ୍ବାଇର ଓସିୱରା ପୋଲିସ, ନାନାଙ୍କୁ କ୍ଲିନଚିଟ ଦେଇଛି । ପୋଲିସ ଏହି ମାମଲାରେ ନାନାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନଥିବା କହିଛି । ତେବେ ତନୁଶ୍ରୀଙ୍କ ଓକିଲ ନିତିନ ସାତପୁଟେ କହିଛନ୍ତି ଯେ, ପୋଲିସ ଏହି…