ଏହି ଲେଖିକାଙ୍କ ଯୋଗୁଁ ଦିଆ ଏବଂ ସାହିଲଙ୍କ ସଂପର୍କରେ ପଡିଲା ପୁନଃଚ୍ଛେଦ
ଗତ ଗୁରୁବାର ଦିନ ବଲିଉଡ ଅଭିନେତ୍ରୀ ‘ଦିଆ ମିର୍ଜା’ ତାଙ୍କ ଜୀବନର ସବୁଠାରୁ ବଡ ନିଷ୍ପତି ନେଇ ହଇଚଇ ସୃଷ୍ଟି କରିଦେଇଥିବାବେଳେ ଏହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଲାଗି ରହିଛି । ଦିଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, “ସେ ବର୍ତ୍ତମାନ ତାଙ୍କ ସ୍ୱାମୀ ସାହିଲ ସାଙ୍ଗାଙ୍କ…