Browsing Tag

manoranjan-latest

ପ୍ରତିଦିନ ସୋନୁ ସୁଦଙ୍କୁ ଏତେ ସଂଖ୍ୟକ ଲୋକ କରୁଛନ୍ତି ସାହାଯ୍ୟ ଅନୁରୋଧ, ଆକଳନ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଲକଡାଉନ୍ ସମୟରେ ଲୋକଙ୍କ ପାଇଁ ସୁପରହିରୋ ପାଲଟିଥିବା ସୋନୁ ସୁଦ ଏହି ରାସ୍ତାରେ କ୍ରମାଗତ ଭାବରେ ଆଗକୁ ବଢ଼ୁଛନ୍ତି। ପ୍ରବାସୀ ଶ୍ରମିକଙ୍କ ସହାୟତାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ ଏତେ ବ୍ୟାପକ ହୋଇଛି ଯେ ସୋନୁ କେବଳ ଦେଶକୁ ନୁହେଁ ବରଂ ବିଦେଶରେ ଫସି ରହିଥିବା କିମ୍ବା ଅସହାୟ…

କଣ ଗିରଫ ହେବେ ରିୟା ଚକ୍ରବର୍ତ୍ତୀ ? ଜାଣନ୍ତୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କଣ ରହିବ ସିବିଆଇର ପରବର୍ତ୍ତୀ…

ସିବିଆଇ ଏବେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରିବ। ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ପ୍ରଶ୍ନ ଉଠୁଛି କି ସିବିଆଇ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିପାରିବ କି? ସିବିଆଇ ଏହି ମାମଲାରେ ପୂର୍ବରୁ…

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସିବିଆଇ ତଦନ୍ତ ପାଇଁ ମଞ୍ଜୁରୀ ମିଳିବା ପରେ ପ୍ରତିକ୍ରିୟା ଦେଇଛନ୍ତି ସୁଶାନ୍ତଙ୍କ…

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବିହାରରେ ଦାଖଲ ହୋଇଥିବା ଏଫଆଇଆରକୁ ସୁପ୍ରିମକୋର୍ଟ ସଠିକ୍ ବୋଲି ବିବେଚନା କରିଛନ୍ତି ଏବଂ ଏହି ଘଟଣାର ସିବିଆଇ ତଦନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଟୁଇଟ୍ କରି ସୁଶାନ୍ତଙ୍କ ଭଉଣୀ…

ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମ ଥର ସୋସିଆଲ ମିଡିଆରେ ଆକ୍ଟିଭ ହୋଇଛନ୍ତି କରଣ ଜୋହର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଦୁଇ ମାସ ବିତିଗଲାଣି, କିନ୍ତୁ ଅଭିନେତାଙ୍କ ବିୟୋଗକୁ ପରିବାର ଭୁଲି ନାହାଁନ୍ତି କିମ୍ବା ତାଙ୍କର ସମସ୍ତ ପ୍ରଶଂସକ ଯେଉଁମାନେ ତାଙ୍କୁ ଆନ୍ତରିକତାର ସହ ଚାହୁଁଛନ୍ତି ସେମାନେ ମଧ୍ୟ ଭୁଲିନାହାନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ…

ଇଡିର ବଡ଼ ଖୁଲାସା, ସୁଶାନ୍ତ ସିଂଙ୍କ ଜଣେ ପାଖ ବ୍ୟକ୍ତି ତାଙ୍କ ଆକାଉଣ୍ଟରୁ ଉଠାଇଥିଲେ ଏତେ ବଡ଼ ରକମ

ଏବେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଆଉ ଏକ ଖୁଲାସା ହୋଇଛି। ଏହି ମାମଲାରେ ଟଙ୍କା ଟ୍ରେଲର ଉପର୍ ଲଗାତାର ଅନୁସନ୍ଧାନ କରୁଛି ଇଡି। ବର୍ତ୍ତମାନ ଇଡି ତାଙ୍କ ଅନୁସନ୍ଧାନରେ ପ୍ରକାଶ କରିଛନ୍ତି ଯେ ଗୋକୁଲମ୍ ଫିଲ୍ମସ୍ ରିୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି। ଇଡି ବର୍ତ୍ତମାନ ଜାଣିବାକୁ…

ଆଲିଆ ଭଟ୍ଟଙ୍କ ଅଭିନୀତ ସଡ଼କ ୨ ଉପରେ ସୁଶାନ୍ତଙ୍କ ମୃତ୍ୟୁର ପ୍ରଭାବ, ଟ୍ରେଲରକୁ ୮ ମିଲିୟନରୁ ଅଧିକ କରିଛନ୍ତି ଡିସଲାଇକ

ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ସଡ଼କ ୨ କୁ ନେଇ ଆଲୋଚନା ଜୋର ଧରିଛି | ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ପରେ ଷ୍ଟାର କିଡ୍ସ ଏବଂ ନେପୋଟିଜିମକୁ ନେଇ ଜାରି ବିତର୍କରେ ଆଲିଆଙ୍କୁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ୱାରା ବହୁତ କିଛି ଶୁଣିବାକୁ ମିଳିଥିଲା ​​ଏବଂ ଏହା…

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସମେତ ମୁମ୍ବାଇ ପୋଲିସ କମିଶନରଙ୍କ ବିରୋଧରେ ଅଭିଯୋଗ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ କ୍ରମାଗତ ବୟାନବାଜି ଜାରି ରହିଛି। ଶିବସେନା ନେତା ସଞ୍ଜୟ ରାଉତ କ୍ରମାଗତ ଭାବରେ ବିବୃତ୍ତି ଏବଂ ପ୍ରବନ୍ଧ ଲେଖି ନିଜର ମତ ଦେଉଛନ୍ତି। ପାଟନା ପୋଲିସକୁ ଏକ ଇମେଲ ପଠାଇ HAM ମୁଖପାତ୍ର ଡାନିଶ ରିଜୱାନ ଏହି ଅଭିଯୋଗ କରିଛନ୍ତି।…

ଫୁସଫୁସ କ୍ୟାନ୍ସରରେ ଆକ୍ରାନ୍ତ ସଞ୍ଜୁବାବା, ଏପର୍ଯ୍ୟନ୍ତ ଏହି ଷ୍ଟାରମାନେ ଦେଇଛନ୍ତି ଏହି ଘାତକ ବେମାରକୁ ମାତ

ସଞ୍ଜୟ ଦତଙ୍କ ପ୍ରଶଂସକଙ୍କ ପାଇଁ ମଙ୍ଗଳବାର ଦିନ ଏକ ଦୁଃଖ ଖବର ଆସିଛି । ସଞ୍ଜୟ ଦତ ଗତ ଦିନେ ଦୁଇଦିନ ହେବ ସ୍ୱାସ୍ଥ୍ୟ ସମ୍ବନ୍ଧିତ କାରଣରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ଯାହାପରେ ମଙ୍ଗଳବାର ଦିନ ସେ ନିଜ ସୋସିଆଲ ମିଡିଆ ଆକାଉଂଟରେ ଘୋଷଣା କରିଥିଲେ ଯେ ସେ ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ…

ଜୁନିୟର ବଚନଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ, ସୋସିଆଲ ମିଡିଆରେ ସେୟାର କରିଛନ୍ତି ନିଜର ଖୁସି

ହସ୍ପିଟାଲରେ ୨୯ ଦିନ ବିତାଇବା ପରେ ଅଭିଷେକ ବଚ୍ଚନ ଶେଷରେ ନିଜ ଘରକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଅଭିଷେକ ବଚ୍ଚନ କରୋନା ପଜିଟିଭ ମିଳିବା ପରେ ତାଙ୍କୁ ଜୁଲାଇ 11 ରେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ରିପୋର୍ଟ ନେଗେଟିଭ ବାହାରିଛି ଏବଂ ସେ…

ସୁଶାନ୍ତ ସିଂଙ୍କ ମାମଲାରେ ଇଡିର ବଡ଼ ଖୁଲାସା, ସୁଶାନ୍ତଙ୍କ ଆକାଉଂଟରୁ ରୀୟାଙ୍କ ଭାଇଙ୍କ ଆକାଉଂଟକୁ ଯାଉଥିଲା ଟଙ୍କା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପିତା କେ.କେ ସିଂ ବିହାର ସ୍ଥିତ ପାଟନା ପୋଲିସ ନୀକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତୀଙ୍କ ବିରୁଦ୍ଧରେ ଏଫଆଇଆର ଲେଖାଇଥିଲେ । ଏହା ପରେ ରୀୟାଙ୍କ ତରଫରୁ ପାଟନାରେ ରେଜିଷ୍ଟର ଥିବା ଏହି କେସକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ…