Browsing Tag

latest

ଆମେରିକା ମିସାଇଲ ମାଡରେ ଇରାନ ସେନାର ବାହୁବଳୀ କମାଣ୍ଡର ‘କାସିମ ସୁଲେମାନୀ’ ନିହିତ

ବାଗଦାଦୀ ବିମାନ ବନ୍ଦରରେ ଆମେରିକା ସେନାର ମିସାଇଲ ମାଡରେ ଇରାନର ଶ୍ରେଷ୍ଠ କମାଣ୍ଡର କାସିମ ସୁଲେମାନୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଏହି ଘଟଣା ପରେ ଇରାନ ଏବଂ ଆମେରିକା ମଧ୍ୟରେ ତିକ୍ତତା ଆହୁରୀ ବଢିଯିବାର ଅନେକ ସମ୍ଭାବନା ରହିଥିବାବେଳେ ଅନ୍ୟପଟେ ଇରାକ ଏବଂ…

ଥିଏଟର କମାଣ୍ଡ କଣ? ଯାହା ଭାରତୀୟ ସେନାକୁ କରିବ ଅଧିକ ଶକ୍ତିଶାଳୀ

ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ହେବା ପରେ ଜେନେରାଲ ବିପିନ୍ ରାୱତ କହିଥିଲେ, ଭବିଷ୍ୟତରେ ଥିଏଟର କମାଣ୍ଡ ଗଠନ କରାଯିବ ଯାହାଫଳରେ ଯୁଦ୍ଧ ସମୟରେ ଶତ୍ରୁଙ୍କୁ କଡା ଜବାବ ଦିଆଯାଇପାରିବ । ତେବେ ଥିଏଟର କମାଣ୍ଡ କ’ଣ ଏବଂ ଏହା ଦେଶ ପାଇଁ କାହିଁକି ଜରୁରୀ ଆସନ୍ତ ଜାଣିବା ।…

ଝାଡଖଣ୍ଡରେ ବିଜେପିର ପରାଜୟ ପାଇଁ ନିଜକୁ ଦାୟୀ କଲେ ଅମିତ ଶାହା

ବିଜେପି ଅଧ୍ୟକ୍ଷ ଅମିତ ଶାହା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ସେ ନିଜକୁ ଦାୟୀ କରିଛନ୍ତି । ସେ ଗତ ବୁଧବାର ଦିନ ଏକ ଗଣମାଧ୍ୟମ ଚ୍ୟାନେଲରେ ସାକ୍ଷାତକାର ଦେଇ କହିଛନ୍ତି ଯେ, “ଆମେ ହାରିଛୁ ନିଶ୍ଚିତ ଏବଂ ଏହା ଆମ ପାଇଁ ଆତ୍ମଚିନ୍ତନର ବିଷୟ ଅଟେ । ଏହି ପରାଜୟ ପାଇଁ ଦଳର…

୨୦୨୦ରେ କିଭଳି ରହିବ ଆପଣଙ୍କ ସ୍ୱାସ୍ଥ୍ୟ, ଜାଣନ୍ତୁ ଆପଣଙ୍କ ରାଶିର ସ୍ଥିତି

ନୂତନ ବର୍ଷରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କି ନାହିଁ, ନାଁ ଏଥିପାଇଁ ଆପଣଙ୍କୁ କିଛି ସାବଧାନତା ଆପଣାଇବାକୁ ହେବ? ନୂତନ ବର୍ଷରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମସ୍ତ ୧୨ଟି ରାଶି ପାଇଁ କିଭଳି ରହିବ ସେ ସମ୍ପର୍କରେ ପଣ୍ଡିତ ଶୈଳେନ୍ଦ୍ର ପାଣ୍ଡେୟଙ୍କ ଠାରୁ ଆସନ୍ତୁ କିଛି ଜାଣିବା । ମେଷ: ଚଳିତ…

ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଉପରେ ବିବାଦୀୟ ବୟାନ ଦେଇ ଗିରଫ ହେଲେ ବରିଷ୍ଠ କଂଗ୍ରେସ ନେତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବିବାଦୀୟ ବାୟନ ଦେଇ କଂଗ୍ରେସର ବରିଷ୍ଠ ନେତା ‘ନିଲାଇ କାନନ’ଙ୍କୁ ପୋଲିସ ଚେନ୍ନାଇରୁ ଗିରଫ କରିଛି । ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଉପରେ ବିବାଦୀୟ ବୟାନ ଦେବା ପରେ ନିଲାଇଙ୍କ ବିରୋଧରେ…

କେନ୍ଦ୍ରର ମୋଦି ସରକାରଙ୍କୁ ପୁଣିଥରେ ସମାଲୋଚନା କଲେ ‘ଜାବେଦ ଅକତର’

ବିଶିଷ୍ଟ ଲେଖକ ଏବଂ ଗାୟକ ‘ଜାବେଦ ଅକତର’ ସର୍ବଦା ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଆସୁଥିବାବେଳେ ନିକଟ କିଛି ଦିନ ତଳେ ସେ ନାଗରିକତା ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ । ତେବେ ଏହି ମଧ୍ୟରେ ସେ ପୁଣିଥରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି…

ଅର୍ଜୁନଙ୍କୁ ରୋମାଣ୍ଟିକ କିସ୍ କରି ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ମଲ୍ଲାଇକା

ସମସ୍ତଙ୍କ ଭଳି ଏହି ଚଳିତ ନୂଆ ବର୍ଷକୁ ଖୁବ ଧୁମଧାମରେ ପାଳନ କରିଛନ୍ତି, ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲ୍ଲାଇକା ଅରୋରା ଏବଂ ଅର୍ଜୁନ କପୁର । ବର୍ଷ ୨୦୨୦କୁ ସ୍ୱାଗତ କରିବା ପାଇଁ ଦୁହେଁ ଗୋଆ ଯାଇ ନ୍ୟୁ ଇୟର ସେଲିବ୍ରେସନ ଖୁବ ଧୁମଧାମରେ ପାଳନ କରିଛନ୍ତି । ଏହି ମଧ୍ୟରେ ମଲାଇକା, ଅର୍ଜୁନଙ୍କ…

ଜାଣନ୍ତୁ ୨୦୨୦ରେ କେବେ ହେବ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ

ଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି । ୨୦୨୦ ଆରମ୍ଭରୁ ଜାନୁଆରୀ ୧୦ ତାରିଖରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ ଯାହାକି ଭାରତରେ ଦେଖାଯିବ । ୨୦୧୯ରେ ଅର୍ଥାତ୍ ଚଳିତ ମାସ ୨୬ ତାରିଖରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ହୋଇଥିଲା । ଦେଶର ଅନେକ…

୨୦୨୦ରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୫,୦୦୦ ଟଙ୍କା ହେବ!

ନୂଆ ବର୍ଷରେ ସୁନା ଆହୁରି ମହଙ୍ଗା ହେବାକୁ ଯାଉଛି । ବଜାର ବିଶେଷଜ୍ଞଙ୍କ ମତରେ, ସୁନା ଦର ନୂଆ ବର୍ଷ ଅର୍ଥାତ୍ ୨୦୨୦ରେ ୪୫,୦୦୦ ଟଙ୍କା ପ୍ରତି ୧୦ ଗ୍ରାମକୁ ବୃଦ୍ଧି ପାଇପାରେ । ଚୀନ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ, ଆମେରିକା-କୋରିଆ ସମ୍ବନ୍ଧ, ଆର୍ଥିକ ମାନ୍ଦାବସ୍ଥା, ଡଲାରର ମୂଲ୍ୟ ଓ…

ନତାଶାଙ୍କ ସହ ନିର୍ବନ୍ଧ କରି ଜୀବନର ଏକ ନୂଆ ଇନିଂସ ଆରମ୍ଭ କଲେ ପାଣ୍ଡିଆ

ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନୂତନ ବର୍ଷର ପ୍ରଥମ ଦିନ ହିଁ ନିଜ ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ନିଜ ବିସ୍ଫୋରକ ବ୍ୟାଟିଂରେ ବୋଲର୍‌ଙ୍କ ନିଦ ହଜେଇ ଦେଉଥିବା ୨୬ ବର୍ଷ ବୟସ୍କ ପାଣ୍ଡ୍ୟା ଏବେ ନିଜ ପ୍ରେମିକା ସର୍ବିଆ ଅଭିନେତ୍ରୀ ନତାସା ଷ୍ଟାଙ୍କୋଭିକଙ୍କ ସହ ବୁଧବାର…