Browsing Tag

latest

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନମାନଙ୍କୁ ଛୁଟି ଘୋଷଣା

କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ବିରୋଧରେ ୧୦ରୁ ଉର୍ଦ୍ଧ୍ୱ କେନ୍ଦ୍ରିୟ ଟ୍ରେଡ ୟୁନିୟନ ସଂଗଠନ ପକ୍ଷରୁ ୮ ଜାନୁଆରୀରେ ହେବାକୁ ଥିବା ଦେଶବ୍ୟାପୀ ହରତାଳରେ ପାଖାପାଖି ୨୫ କୋଟି ବିକ୍ଷୋଭକାରୀ ସାମିଲ ରହିବେ । ଏହି ଟ୍ରେଡ ୟୁନିୟନ ସହିତ ବିଭିନ୍ନ ବ୍ୟାଙ୍କିଙ୍ଗ ସଂଗଠନ ଏବଂ ବିଭିନ୍ନ…

ଇରାନ-ଆମେରିକା ଯୁଦ୍ଧରେ କାହା ପକ୍ଷରେ ରହିବ ଭାରତ ?

ଇରାନର ସେନା କମାଣ୍ଡର ମେଜର ଜେନେରାଲ କ୍ବାସିମ ସୁଲେମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଏବେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଆମେରିକା ଉପରେ ପ୍ରତିଶୋଧ ନେବାକୁ ଆଗେଇ ଆସିଛି ଇରାନ । ଏପରିକି ଇରାକରେ ଥିବା ଆମେରିକାର ଦୂତାବାସ ଉପରେ ରକେଟ ମାଡ଼ କରି ଇରାନ ଯୁଦ୍ଧ…

ପାଣି ସମସ୍ୟାରୁ ରକ୍ଷା ପାଇବା ପାଇଁ ୧୦ ହଜାର ଓଟୋଙ୍କୁ ମାରିବାର ନିଷ୍ପତି ନେଲା ଅଷ୍ଟ୍ରେଲିଆ

ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆ ଜଙ୍ଗଲରେ ଭୀଷଣ ନିଆଁ ଲାଗିବା ଫଳରେ ପାଖାପାଖି ୫୦ କୋଟି ବନ୍ୟଜନ୍ତୁ ପ୍ରାଣ ହରାଇ ଥିବାର ସୂଚନା ମିଳିଥିବାବେଳେ ଏହା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବ ‘କୋଆଲା’ ଜୀବଙ୍କ ଉପରେ ପଡିଛି, ଯେଉଁମାନେକି ବର୍ତ୍ତମାନ ବିଲୁପ୍ତ ଅବସ୍ଥାରେ ଅଛନ୍ତି । ବନ୍ୟଜନ୍ତୁ ବଞ୍ଚାଇବା…

ବଜାରରେ ସାମସଙ୍ଗ ଗ୍ୟାଲେକ୍ସି ଏସ୧୦ ବର୍ତ୍ତମାନ ୫୪,୯୦୦ ଟଙ୍କାରେ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଉପଭୋକ୍ତା ଇଲେକ୍ଟ୍ରୋନିକ ଏବଂ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଆଜି ଏହାର ଫ୍ଲାଗସିପ ଗ୍ୟାଲେକ୍ସି ଏସ୧୦+, ଏସ୧୦ ଏବଂ ଏସ୧୦ଇ ଉପରେ ବିଶେଷ ଅଫରର ଘୋଷଣା କରାଯାଇଛି । ଏହି ଘୋଷଣା ସହ ଗ୍ରାହକମାନେ ବର୍ତ୍ତମାନ ଏହିସବୁ ସ୍ମାର୍ଟଫୋନ ଗୁଡ଼ିକର କ୍ରୟ ଉପରେ…

ପ୍ରିପେଡ କାର୍ଡ ନଖରେ ସ୍କ୍ରାର୍ଚ କରୁଛନ୍ତି କି ? ତେବେ ସାବଧାନ ହୋଇଯାନ୍ତୁ ହୋଇପାରେ ଆପଣଙ୍କୁ କ୍ୟାନସର

ଆଜିକାଲି ମୋବାଇଲ ରିଚାର୍ଜ କରିବା ପାଇଁ ପ୍ରିପେଡ କାର୍ଡର ବହୁଳ ବ୍ୟବହାର କରାଯାଉଛି । ଯଦି ଆପଣ ଏଥିପାଇଁ କାର୍ଡ ସ୍କାର୍ଚ କରୁଛନ୍ତି ତେବେ ଏହା ପୂର୍ବରୁ ସାବଧାନ ହୋଇଯାନ୍ତୁ କାରଣ ଏହା ଦ୍ୱାରା ଆପଣଙ୍କ କ୍ୟାନସର ହେବାର ଅନେକ ସମ୍ଭାବନା ରହିଛି । କିଛି ଦିନ ତଳେ କରାଯାଇଥିବା ଏକ ଅଧ୍ୟୟନରୁ…

ଉତ୍ତର କୋରିଆର କିଛି ଏପରି ଅଜବ ନିୟମ ଯାହା ପୁରା ଦୁନିଆକୁ ବିସ୍ମିତ କରିଥାଏ

ଉତ୍ତରକୋରିଆ ଏମିତିରେ ନିଜର ପରମାଣୁ ପରୀକ୍ଷଣ ଏବଂ ଆମେରିକା ସହିତ ଥିବା ତିକ୍ତ ସମ୍ପର୍କ ପାଇଁ ସାରା ଦୁନିଆରେ ବେଶ୍ ଜଣାଶୁଣା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ କିଛି ଏପରି ନିୟମ ରହିଛି ଯାହା ବିସ୍ମୟକର । ତେବେ ଆସନ୍ତୁ ସେହିଭଳି କିଛି ନିୟମ ବିଷୟରେ ଜାଣିବା । ପୁରା…

ପାଠପଢାରୁ ବଞ୍ଚିତ ହେବାରୁ ଆତ୍ମହତ୍ୟା କଲେ ନାବାଳିକା

ଉତ୍ତରପ୍ରଦେଶ କାନପୁର ଜିଲ୍ଲାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଶନିବାର ଦିନ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି । ଛାତ୍ରୀ ଜଣଙ୍କର ନାମ ମହିମା ଥିବାବେଳେ ଏହି ସଂପର୍କରେ ଝିଅର ମା’ କହିଛନ୍ତି ଯେ, “ଝିଅ ୧୦ମ ପରେ ପାଠ ପଢିବାକୁ ଚାହୁଁଥିଲା ।…

ଜେଏନୟୁରେ ରକ୍ତାକ୍ତ ସଂଘର୍ଷ, ଟ୍ୱିଟ କରି ନିନ୍ଦା ପ୍ରକାଶ କଲେ ଟ୍ୱିଙ୍କିଲ

ରବିବାର ସନ୍ଧ୍ୟାରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଶତାଧିକ ଅଜ୍ଞାତ ମୁଖାପିନ୍ଧା ଅଣଛାତ୍ର କ୍ୟାମ୍ପସ ପରିସରକୁ ପ୍ରବେଶ କରି ଛାତ୍ର ଓ ଶିକ୍ଷକମାନଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଛନ୍ତି । ଏଥିରେ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତିଙ୍କ ସମେତ ଅନେକ ଛାତ୍ର, ଅଧ୍ୟାପକ…

ଭାରତରେ ଲଂଚ୍ ହେଲା ଭିଭୋ ଏସ୍୧ ପ୍ରୋ’

ଭିଭୋ ଏସ୍୧ ପ୍ରୋ ସ୍ମାର୍ଟଫୋନକୁ ଭାରତରେ ଲଂଚ୍ କରାଯାଇଛି । ଭିଭୋର ଏହି ନୂତନ ସ୍ମାର୍ଟଫୋନର ପଛରେ ଡାଇମଣ୍ଡ ସେପ୍ର ରିୟର କ୍ୟାମେରା ସେଟଅପ୍ ରହିଛି । ଏହି ଫୋନ୍ କମ୍ପାନୀର ଏସ୍ ସିରିଜର ଅଂଶ ହୋଇଥିବା ବେଳେ ଏହା ଭିଭୋ ଇଣ୍ଡିଆ ଅନଲାଇନ୍ ଷ୍ଟୋର୍, ଆମାଜନ୍ ଓ ଫ୍ଲିପ୍କାର୍ଟ ସମେତ ଉଭୟ…

ପୋଲିସ ହାତରେ ଲାଗିଲା ଚାଞ୍ଚଲ୍ୟକର ତଥ୍ୟ, ୩୦ ଜଣ ପୋଲିସ କର୍ମଚାରୀଙ୍କୁ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ କରିଥିଲେ…

ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧରେ ଆନ୍ଦୋଳନ ବେଳେ ଯେଉଁ ଦଙ୍ଗା ହୋଇଥିଲା, ତା’ସଂପର୍କରେ ପୋଲିସ ହାତରେ କେତେକ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି । ଦଙ୍ଗାବେଳେ ଦଙ୍ଗାକାରୀମାନେ ୩୦ ଜଣ ପୋଲିସ କର୍ମଚାରୀମାନଙ୍କୁ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ କରିଥିଲେ । ସିସିଟିଭି ଫୁଟେଜରୁ ଏହିଭଳି…