ଫେସବୁକରେ ସବୁବେଳେ ବ୍ୟସ୍ତ ରହୁଥିବା ହେତୁ ତଣ୍ଟି ଚିପି ପତ୍ନୀର ହତ୍ୟା କଲେ ସ୍ୱାମୀ
ରାଜସ୍ଥାନର ଜୟପୁରରେ ଜଣେ ମହିଳା ସବୁବେଳେ ଫୋନରେ ବ୍ୟସ୍ତ ରହୁଥିବା ହେତୁ ତାଙ୍କ ସ୍ୱାମୀ ଉତକ୍ଷୀପ୍ତ ହୋଇ ହତ୍ୟା କରିଥିବାର ଏକ ଘଟଣା ବର୍ତ୍ତମାନ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଅୟାଜ ଅହମ୍ମଦ ଅନସାରୀ (୨୬) ତାଙ୍କ ପତ୍ନୀ ରେଶମା (୨୨)ଙ୍କୁ…