ସତରେ କଣ ଏସିରୁ କରୋନା ସଂକ୍ରମଣ ବଢ଼ିଥାଏ ?
ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ଯେତିକି ବାସ୍ତବିକ କଥା ନାହିଁ ତାଠାରୁ ଅଧିକ ଗୁଜବ ରହିଛି । ଏମିତିରେ ଗୋଟିଏ ଗୁଜବ ଏବେ ସୋସିଆଲ ମିଡିଆରେ ପ୍ରଚାର ହେଉଥିବାର ଦେଖାଯାଉଛି ଯେ ଏୟାର କଂଡିସନ(ଏସି) ବ୍ୟବହାର କରିବା ଦ୍ୱାରା କରୋନା ସଂକ୍ରମଣ ହୋଇପାରେ । ଏହା ମଧ୍ୟ କୁହାଯାଉଛି ଯେ ଏସି…