ଗତ ୨୪ ଘଂଟା ମଧ୍ୟରେ ଦେଶରେ ପୁଣି ୬୯,୮୭୭ଟି ନୂଆ କରୋନା ପଜିଟିଭ ଚିହ୍ନଟ, ୯୪୫ ଜଣଙ୍କ ମୃତ୍ୟୁ
ଦେଶରେ କରୋନା ସଂକ୍ରମଣ ମାମଲାରେ ଲଗାତର ତୃତୀୟ ଦିନ ମଧ୍ୟ ବୃଦ୍ଧି ଦେଖାଯାଇଛି । ଶନିବାର ଦିନ ଦେଶରେ ୬୯,୮୭୭ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସଂକ୍ରମିତ ସଂଖ୍ୟା ମଧ୍ୟରେ ସର୍ବାଧିକ ଅଟେ । ଅନ୍ୟପଟେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…