ତୃତୀୟ ପର୍ଯ୍ୟାୟରେ ପହଂଚିଥିବା କୌଣସି କରୋନା ଟିକା ୫୦% ମଧ୍ୟ ପ୍ରଭାବଶାଳୀ ନୁହେଁ – ଡବ୍ଲୁଏଚଓ
କରୋନା ଭାଇରସର ଟିକା ବାହାର କରିବା ନେଇ ସମଗ୍ର ବିଶ୍ୱରେ ପ୍ରତିଯୋଗିତା ଲାଗିରହିଛି | ଏପରିକି ରୁଷ କରୋନାର ପ୍ରଥମ ଟିକା ଦେବାକୁ ଦାବି କରିଛି, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଟିକା ବିଷୟରେ କଡ଼ା ଚେତାବନୀ ଦେଇଛି। ସଂଗଠନ କହିଛି ଯେ ଆମର ମାନଦଣ୍ଡ ଅନୁଯାୟୀ କ୍ଲିନିକାଲ ପରୀକ୍ଷଣର…