ଦେଶରେ ହ୍ରାସ ପାଉଛି କରୋନାର ଦୈନିକ ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ୨୪୦୧୦ ନୂତନ ପଜିଟିଭ ଚିହ୍ନଟ
ବୁଧବାର ତୁଳନାରେ ଗୁରୁବାର ଦିନ ଦେଶରେ କରୋନାର ଦୈନିର ସଂକ୍ରମଣରେ ହ୍ରାସ ଘଟିଛି। ବୁଧବାର ଦିନ ୨୬,୩୮୨ ଟି ନୂଆ ମାମଲା ଚିହ୍ନଚ କରାଯାଇଥିଲା। ଅନ୍ୟପକ୍ଷରେ ଆଜି ୨୪,୦୧୦ ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମଣ ମାମଲା ୯୯.୫୬ ଲକ୍ଷ ଅତିକ୍ରମ କରିଛି, ସେଥିମଧ୍ୟରୁ ୯୪.୮୯ ଲକ୍ଷରୁ ଅଧିକ ଲୋକ…