Browsing Tag

latest

ତୈମୁରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ନୋରା ଫତେହି : କରୀନା କପୁର ଦେଲେ ଏଭଳି ପ୍ରତିକ୍ରିୟା

ଅଭିନେତ୍ରୀ କରୀନା କପୁର ଖାନ ଗର୍ଭାବସ୍ଥାରେ ମଧ୍ୟ ତାଙ୍କ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତି | ସେ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ଏହାପୂର୍ବରୁ ତାଙ୍କର ଏକ ପୁଅ ଅଛି, ଯାହାର ନାମ ତୈମୁର | ସମସ୍ତେ ତୈମୁରଙ୍କର ଲୋକପ୍ରିୟତା ସହିତ ପରିଚିତ | ତୈମୁରଙ୍କର ଗୋଟିଏ ଝଲକ…

ଆଜି ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକାର ଡ୍ରାଏ ରନ୍

ଦେଶବ୍ୟାପୀ ଟିକାକରଣ ଆଗରୁ ଶୁକ୍ରବାର ସାରା ଦେଶରେ ପୁଣିଥରେ କରୋନା ଟିକାର ଡ଼୍ରାଏ ରନ୍ ହେବ। ଏଥିଲାଗି ଦିନ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ, ଦୁଇ ଘଣ୍ଟା ସ୍ଥିର କରାଯାଇଛି । ୩୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଡ଼୍ରାଏ ରନ୍ ହେବ । ଉତ୍ତରପ୍ରଦେଶ ଏବଂ ହରିୟାଣାରେ ଦ୍ବିତୀୟ ଡ୍ରାଏ…

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଏଲୋନ୍ ମସ୍କ, ଜେଫ୍ ବେଜୋସଙ୍କୁ ପକାଇଲେ ପଛରେ

ଟେସଲା ସିଇଓ ଏଲୋନ୍ ମସ୍କ ଆମାଜନର ଜେଫ୍ ବେଜୋସଙ୍କୁ ପଛରେ ଛାଡି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଏଲୋନ୍ ମସ୍କଙ୍କର ବାର୍ଷିକ ଆୟ ୧୮୮ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଛି, ଯାହା ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ ୧୮୭ ବିଲିୟନ ଆମେରିକୀୟ ଡଲାର ମୂଲ୍ୟଠାରୁ ଏକ ବିଲିୟନ…

ସଂନ୍ଧ୍ୟା ସମୟରେ ଭୁଲରେ ଦାନ କରନ୍ତୁ ନାହିଁ ଏହି ଜିନିଷ, ନଚେତ ହୋଇଯିବ ଅନର୍ଥ

କଥାରେ ଅଛି ଦାନ କଲେ ପୁନ୍ୟ ଅର୍ଜନ ହୋଇଥାଏ । କୌଣସି ଗରିବ ଲୋକଙ୍କୁ ଦାନ କରିବା ଏକ ମହତ୍ବପୂର୍ଣ୍ଣ କାମ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ ଦାନର ମହତ୍ବ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା କୁହାଯାଇଛି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ସନ୍ଧ୍ୟା ସମୟରେ ଦାନ କରିବାକୁ କାହିଁକି…

ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଏମସି: ପ୍ରତିରକ୍ଷା ପାଇଁ ହାଇକୋର୍ଟ ଯିବେ ଅଭିନେତା, ଜାଣନ୍ତୁ ପୁରା ଘଟଣା

ମୁମ୍ବାଇର ଜୁହୁ ପୋଲିସ ଷ୍ଟେସନରେ ବିଏମସି ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଆଣିଛି। ବିଏମସି ଅଭିଯୋଗ କରିଛି ଯେ ସୋନୁ ସୁଦ ୬ ମହଲା ବିଶିଷ୍ଟ ଆବାସିକ କୋଠାକୁ ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି। ଏହି ପ୍ରସଙ୍ଗରେ ଏକ ଅଭିଯୋଗ ଦାଖଲ କରାଯାଇଛି। ବିଏମସି ସୋନୁଙ୍କ…

କ୍ୟାଲୋରୀର ଚିନ୍ତା ବିନା ଖାଇପାରିବେ ମିଠା: ଚିନି ବଦଳରେ ବ୍ୟବହାର କରିପାରିବେ ଏହି ୫ଟି ଜିନିଷ

ଆପଣ ବି ମିଠା ଖାଇବାକୁ ପସନ୍ଦ କରନ୍ତି କି ? କିନ୍ତୁ ଏପଟେ ଅଧିକ ମିଠା ଖାଇବାକୁ ନେଇ ମନରେ ଭୟ ମଧ୍ୟ ରହିଛି । ମିଠା ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି। ତେବେ ମିଠା ଖାଇବା ଯୋଗୁଁ ଆପଣ ଶରୀରକୁ କେତେ କ୍ୟାଲୋରୀ ଯାଉଛି ଜାଣିଛନ୍ତି କି ? ଚିନି ଖାଇବାର ଅନେକ ପ୍ରଭାବ ରହିଛି। ଚିନି…

ଦେଶରେ ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି, ଗତ ୨୪ଘଂଟାରେ ୨୦୩୪୬ କରୋନା ସଂକ୍ରମିତ ଚିହ୍ନଟ

ଭାରତରେ କରୋନା ସଂକ୍ରମଣ ସଂଖ୍ୟା କମିବା ପରେ ଏବେ ପୁଣି ଥରେ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୦,୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୯,୫୮୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରୁ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ପାର୍‌…

ଯଦି ଆପଣଙ୍କ ଘରେ ଅଛି ଏହି ୫ଟି ଜିନିଷ ତେବେ ତୁରନ୍ତ ବାହାର କରନ୍ତୁ, ନଚେତ ଭୋଗିବାକୁ ପଡ଼ିବ ସମସ୍ୟା

ବାସ୍ତୁ ଶାସ୍ତ୍ର ହେଉଛି ଗୃହ, କୋଠା କିମ୍ବା ମନ୍ଦିର ନିର୍ମାଣର ପ୍ରାଚୀନ ଭାରତୀୟ ବିଜ୍ଞାନ | ବାସ୍ତବରେ, ବସ୍ତୁ ଶବ୍ଦ ଦ୍ୱାରା ବାସ୍ତୁର ନିର୍ମାଣ ହୋଇଛି | ଆମର ଦୈନନ୍ଦିନ ଜୀବନରେ ଆମେ ବ୍ୟବହାର କରୁଥିବା ଜିନିଷଗୁଡ଼ିକୁ କିପରି ଏବଂ କେଉଁଠାରେ ରଖାଯିବ ତାହା ବାସ୍ତୁ ଶାସ୍ତ୍ରରେ ବିଚାର…

ପେଟିଏମ ଲଂଚ କଲା ନୂଆ ପର୍ସନାଲ ଲୋନ ସର୍ଭିସ :ବର୍ଷର ଯେକୌଣସି ସମୟରେ ମାତ୍ର ୨ ମିନିଟରେ ମିଳିବ ଋଣ

ଦେଶର ଅଗ୍ରଣୀ ଡିଜିଟାଲ୍ ପେମେଣ୍ଟ ସେବା ପ୍ଲାଟଫର୍ମ ପେଟିଏମ୍ (Paytm) ଇନଷ୍ଟାଣ୍ଟ ପର୍ଶନାଲ୍ ଲୋନ ସେବା ଆରମ୍ଭ କରିଛି। ପେଟିଏମ୍ ର କ୍ରେଡିଟ୍ ସେବାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଏହା ଆରମ୍ଭ ହୋଇଛି | ପେଟିଏମର ଏହି ସେବାର ଲାଭ ବର୍ଷର ଯେକୌଣସି ସମୟରେ ମିଳିପାରିବ,…

WhatsAppର ନୂଆ ପଲିସି ଗ୍ରହଣ କରନ୍ତୁ, ନଚେତ କରିବାକୁ ପଡ଼ିବ ନିଜ ଆକାଉଂଟ ଡିଲିଟ

ଫେସବୁକ୍ ମାଲିକାନାଭୁକ୍ତ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଏହାର ସର୍ତ୍ତାବଳୀ ଏବଂ ପ୍ରାଇଭେସି ପଲିସି ଅପଡେଟ କରିଛି ଏବଂ ମଙ୍ଗଳବାର ସନ୍ଧ୍ୟା ଠାରୁ ଭାରତର ଉପଭୋକ୍ତାମାନଙ୍କୁ ଏହାର ବିଜ୍ଞପ୍ତି ଧୀରେ ଧୀରେ ଦିଆଯାଉଛି। ନୂତନ ପଲିସି ଗ୍ରହଣ କରିବାକୁ ହ୍ବାଟସ୍ ଆପ୍ ଉପଭୋକ୍ତାମାନଙ୍କୁ…