Browsing Tag

krida- latest

ବାରବାଟୀ ବିଜୟ ପାଇଁ କେଉଁମାନେ ଧରିଥିଲେ ଭାରତ ମଙ୍ଗ, ଜାଣନ୍ତୁ

ଗତ କାଲି ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦିନିକି ସିରିଜର ନିର୍ଣ୍ଣାୟକ ମ୍ୟାଚ ତଥା ଶେଷ ଦିନିକିଆ ମ୍ୟାଚରେ ଭାରତ ୪ଟି ୱିକେଟରେ ବିଜୟ ହାସଲ କରିଥିବାବେଳେ ଅନ୍ୟପଟେ ଦଳ ଏହି ସିରିଜକୁ ୨-୧ରେ କବଜା କରିନେଇଛି । ପୂର୍ବରୁ ସିରିଜ ୧-୧ରେ ବରାବର ଥିବାବେଳେ ଏହି ମ୍ୟାଚଟି ଉଭୟ ଦଳ…

ଓଡିଶାକୁ ଗର୍ବିତ କଲେ ଶ୍ୱେତପର୍ଣ୍ଣା

ଆଜି ପୂର୍ବତନ ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ୟୋନେକ୍ସ-ସନରାଇଜ୍ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ମୋଟ ୧୦ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ ତାମିଲନାଡୁ, ରାଜସ୍ଥାନ ଓ ହରିଆନାର ଉଦୀୟମାନ ସଟଲର ୬ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି କର୍ଣ୍ଣାଟକ, ଆସାମ…

ପ୍ରଥମ ଜାତୀୟ ପଦକର ନିକଟତର ଓଡ଼ିଶାର ଶ୍ୱେତପର୍ଣ୍ଣା

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୧୯: ଆଜି ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମଠାରେ ଚାଲିଥିବା ୩୩ତମ ୟୋନେକ୍ସ-ସନ୍ରାଇଜ୍ ଜାତୀୟ ଉପକନିଷ୍ଠ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ୧୫ ବର୍ଷରୁ କମ୍ ମିକ୍ସଡଡବଲସ ଇଭେଣ୍ଟର ଫାଇନାଲଷର ପ୍ରବେଶକରି ଓଡିଶାର ତାରକା ସଟଲର ଶ୍ୱେତପର୍ଣ୍ଣା ପଣ୍ଡା ଉକ୍ତ…

ଗୋଟିଏ ଦିନ ପରେ ବାରବାଟୀ ଲଢେଇ ଏବଂ କ’ଣ ରହିଛି ଷ୍ଟାଡିୟମର ଇତିହାସ, ଜାଣନ୍ତୁ

ଆଉ ଗୋଟିଏ ଦିନ ପରେ ବାରବାଟୀରେ ଖେଳାଯିବ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟ ହାଇଭୋଲଟେଜ ମ୍ୟାଚ । ଏଥିପାଇଁ ଚୂଡାନ୍ତ ପ୍ରସ୍ତୁତି ସରିଯାଇଥିବାବେଳେ ଅନ୍ୟପଟେ ଏହା ଭାରତ ପାଇଁ ଲକି ଷ୍ଟାଡିୟମ ବୋଲି ସମସ୍ତଙ୍କୁ ଜଣା । ଏଠାରେ ଭାରତ ୧୮ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଛି । ସେଥିମଧ୍ୟରୁ ୧୨ଟିରେ ଦଳ…

ନମ୍ବର ୱାନ ସିଡେଡ୍ ତାରା ଶାହଙ୍କର ଜବରଦସ୍ତ ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ

ଏସିଆ ଜୁନିୟର ୧୫ ବର୍ଷରୁ କମ୍ ବାଳିବା ରନରଅପ୍ ତାରା ଶାହ ସ୍ଥାନୀୟ ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଠାରେ ଚାଲିଥିବା ୟୋନେକ୍ସ-ସନ୍ରାଇଜ୍ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ୨୦୧୯ର ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଖେଳାଳୀ ହୋଇଛନ୍ତି । ଆଜିର ପ୍ରଥମ ୧୫…

ଜଣେ ଗୁପଚୁପ ବିକାଳିରୁ କ୍ରିକେଟର ପର୍ଯ୍ୟନ୍ତ କିପରି ଥିଲା ଜୟସ୍ୱାଲଙ୍କ ଯାତ୍ରା, ଜାଣନ୍ତୁ

ମୁମ୍ବାଇର ଯୁବ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କୁ ରାଜସ୍ଥାନ ୨.୪୦ କୋଟିରେ କିଣିଛି । ତାଙ୍କର ବେସ ପ୍ରାଇସ ୮୦ ଲକ୍ଷ ଥିବାବେଳେ କିଙ୍ଗସ ଇଲେଭନ ପଞ୍ଜାବ ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ ୮୦ ଟଙ୍କା ଏବଂ କୋଲକତା ନାଇଟ ରାଇଡର୍ସ ୧.୯ କୋଟି ଟଙ୍କାର ନିଲାମ ଡାକିଥିଲା । ତେବେ ଯେତେବେଳେ ରାଜସ୍ଥାନ…

ତୃତୀୟ ସିଡ୍ ମାନ୍ୟା ଅଭଲାନୀଙ୍କୁ ହରାଇଲେ ଅଶିତା

ଭୁବନେଶ୍ୱର: କର୍ଣ୍ଣାଟକ ଝିଅ ଅଶିତା ସିଂ ଆଜି ଭୁବନେଶ୍ୱର ଶହିଦନଗର ଇଣ୍ଡୋର ହଲଠାରେ ଚାଲିଥିବା ୟୋନେକ୍ସ-ସନ୍ରାଇଜ ୩୩ତମ ଜାତୀୟ ଉପ କନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ୨୦୧୯ର ମୁକାବିଲାରେ ବଡ଼ ସଫଳତା ହାସଲ କରିଛନ୍ତି । ସେ ନିଜର ୧୫ ବର୍ଷରୁ କମ୍ ସିଙ୍ଗଲ୍ସରେ ମହାରାଷ୍ଟ୍ରର ତୃତୀୟ ସିଡ୍…

୧୦.୭୫ କୋଟିରେ ମ୍ୟାକ୍ସୱେଲଙ୍କୁ କିଣିଲା ପଞ୍ଜାବ ଏକାଦଶ

ଇଣ୍ଡିଆନ ପ୍ରମିୟର ଲିଗ (ଆଇପିଏଲ)ର ୧୩ତମ ସଂସ୍କରଣ ପାଇଁ ଆଜି କୋଲକତାରେ ୩୩୮ ଖେଳାଳୀଙ୍କ ନିଲାମି ପ୍ରକ୍ରିୟା ଚାଲିଛି । ଆଠଟି ଫ୍ରାଞ୍ଚଇଜ ଟିମ ନିଜ ବିଜେଟ ଅନୁଯାୟୀ ଆଜିର ନିଲାମି ପ୍ରକ୍ରିୟାରେ ଖେଳାଳୀଙ୍କୁ କ୍ରୟ କରିବେ । ପ୍ରଥମେ ୩୩୨ ଜଣ ଖେଳାଳୀଙ୍କ ପାଇଁ ନିଲାମୀ ପ୍ରକ୍ରିୟା ଥିବାବେଳେ…

ବ୍ୟାଡ଼ମିଣ୍ଟନ ମହଲରେ ବିଜୟ ସହ ଉତ୍ସାହ ଭରିଲେ ଓଡ଼ିଶାର ବ୍ୟାଡ଼ମିଣ୍ଟନ୍ ଖେଳାଳୀ

ଭୁବନେଶ୍ୱର: ଉଦଘାଟନ ଦିନର କିଛି ଅସଫଳତା ପରେ ଆୟୋଜକ ଓଡ଼ିଶା ବିଜୟର ସ୍ୱାଦ ପାଇପାରିଛି । ୧୭ ବର୍ଷରୁ କମ ସିଙ୍ଗଲସରେ ଆୟୁଷ ପଟ୍ଟନାୟକ ଏବଂ ଆୟୁଷ ଦାଶଙ୍କର ଖୁବ୍ ପ୍ରଭାବକାରୀ ପ୍ରଦର୍ଶନ ରହିଛି । ୭ତମ ସିଡ୍ ଆୟୁଷ ପଟ୍ଟନାୟକ ୨୧-୧୨, ୧୨-୨୧, ୨୩-୨୧ରେ ହିମାଂଶୁ ଖତାନା(ରାଜସ୍ଥାନ)ଙ୍କ ଉପରେ…

ବ୍ୟାଡ଼ମିଣ୍ଟନ ଖେଳି ଜାତୀୟ ଉପକନିଷ୍ଟ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପର ଶୁଭାରମ୍ଭ କଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ୩୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ୫୦୦ରୁ ଅଧିକ ଉଦୀୟମାନ ସଟଲର ପୂର୍ଣ୍ଣ ଉତ୍ସାହ ସହ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ଯାହାକି ଆଜିଠାରୁ ସମକାଳିନ ଭାବେ ସ୍ଥାନୀୟ ପୂର୍ବତଟ ରେଳବାଇ ଇଣ୍ଡୋର…