ଟି-୨୦ ବିଶ୍ୱକପରେ ବଡ ପରିବର୍ତ୍ତନ କରିପାରେ ଆଇସିସି, ୧୬ରୁ ୨୦କୁ ବଢିପାରେ ଦଳମାନଙ୍କ ସଂଖ୍ୟା
ଆଗାମୀ ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ହେବାକୁ ଥିବାବେଳେ ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଚଳିତ ବର୍ଷ ହେବାକୁ ଥିବା କ୍ରିକେଟର ଏହି ମହାକୁମ୍ଭ ୧୮ ଅକ୍ଟୋବରରୁ ୧୫ ନଭେମ୍ବର ମଧ୍ୟରେ ଖେଳାଯିବ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟି-୨୦ ବିଶ୍ୱକପରେ ୧୬ଟି ଟିମ ଅଂଶ…