ଘନାଉଛି ରୋହିତ ଏବଂ ବିରାଟଙ୍କ ମଧ୍ୟରେ ତିକ୍ତତା
ଏହା ଲାଗୁଛି ଯେ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ୱାନ-ଡେ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ କିଛି ଠିକ ଚାଲୁ ନାହିଁ । ବୁଧବାର ରୋହିତ ଶର୍ମା ଅଧିନାୟକ ବିରାଟ କୋହଲିଙ୍କୁ ଟ୍ୱିଟର ଏବଂ ଇଷ୍ଟାଗ୍ରାମରେ ଅନଫଲୋ କରିଦେଇଥିବା ଦେଖି ସମସ୍ତ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ।…