ମୁମ୍ବାଇ ପାଇଁ ଏକ ନୂଆ ଇତିହାସ ରଚିଲେ ରୋହିତ
ଗତ କାଲି ଆଇପିଏଲର ୧୨ତମ ସଂସ୍କରଣରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଥିଲା । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମ ଟସ ଜିତି ବ୍ୟାଟିଙ୍ଗ କରିବା ପାଇଁ ପଡିଆକୁ ଓହ୍ଲାଇଥିବାବେଳେ ସଫଳ ଓପନର ଯୋଡି ହିସାବରେ ରୋହିତ ଏବଂ କ୍ୱିଣ୍ଟନ ଡିକକ୍…