Browsing Tag

krida- latest

ୱିକେଟ କିପର ରୂପେ ନୂଆ ଇତିହାସ ରଚିଲେ ଧୋନି

ଗତ କାଲିର ମ୍ୟାଚରେ ଆଫ୍ରିକା ଠାରୁ ବିଜୟ ସହ ଭାରତ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଭାରତ ଏହି ମ୍ୟାଚରେ ଆଫ୍ରିକାକୁ ୬ଟି ୱିକେଟରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ଭାରତ ବୋଲରଙ୍କ ଶାଣିତ ବୋଲିଂରେ ଦକ୍ଷିଣ ଆଫ୍ରିକା ଖେଳାଳୀ ୨୨୭ ରନ କରିବାକୁ ସକ୍ଷମ ହୋଇଥିବାବେଳେ ୨୨୭ ରନର ଏହି…

‘ହୋ..ହା’ରେ ପୁଣି ଦୁଲକିବ ବାରବାଟୀ ଷ୍ଟାଡିୟମ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ), ୱାର୍ଲକପରେ ଭାରତୀୟ କ୍ରିକେଟ ଟିମ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ରଖିଛି । ସେପ୍ଟେମ୍ବର ୨୦୧୯ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ପାଞ୍ଚଟି ଟିମ ଭାରତ ଗସ୍ତରେ ଆସିବେ । ଏହି ଟିମ ଗୁଡିକ ହେଲେ ଦକ୍ଷିଣ ଆଫ୍ରିକା, ବାଙ୍ଗଳାଦେଶ,…

ଦୀର୍ଘ ଦିନ ପରେ ଧୋନି ପୁଣି ଖେଳିଲେ ଶତକୀୟ ପାଳି

ଭାରତୀୟ ଦଳର ଷ୍ଟାର ଖେଳାଳୀ ମହେନ୍ଦ୍ର ସିଂହ ଧୋନି ବାଙ୍ଗଳାଦେଶ ବିପକ୍ଷରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ ପର ଠାରୁ ଖୁବ ଚର୍ଚ୍ଚାରେ ରହିଛନ୍ତି । କାରଣ ଧୋନି ଦୀର୍ଘ ଦିନ ପରେ ପୁଣିଥରେ ଏକ ଶତକୀୟ ପାଳି ଖେଳିଛନ୍ତି । ଧୋନି ୭୮ଟି ବଲରେ ୧୧୩ରନର ଏକ ଆକର୍ଷଣୀୟ ପାଳି ଖେଳିଥିଲେ । କେବଳ ଏତିକି…

ପୁଣି ଥରେ ଗମ୍ଭୀରଙ୍କୁ ସମାଲୋଚନା କଲେ ଆଫ୍ରିଦି

ପାକିସ୍ତାନ କ୍ରିକେଟ ଟିମର ପୂର୍ବତ୍ତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସବୁଥର ଭଳି ପୁଣି ଥରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ଖେଳୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପଡିଆରେ ଯୁକ୍ତିତର୍କ ଚାଲୁଥିବାବେଳେ ବର୍ତ୍ତମାନ ଖେଳରୁ ସନ୍ୟାସ ନେବା ପରେ…

ବିଶ୍ୱକପ ପାଇଁ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ

କ୍ରିକେଟର ମହାକୁମ୍ଭ ବିଶ୍ୱକପ ୨୦୧୯ ପାଇଁ ଭାରତୀୟ କ୍ରିକେଟ ଦଳ ଗତ କାଲି ଇଂଲଣ୍ଡ ଗସ୍ତରେ ବାହାରି ଯାଇଛନ୍ତି । ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋମ ବୋର୍ଡ (ବିସିସିଆଇ) ପକ୍ଷରୁ ଗସ୍ତ ସମୟରେ ଦଳର କେତେକ ପ୍ରମୁଖ ଖେଳାଳୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଫଟୋରେ…

ରିଲିଜ ହେଲା ବିଶ୍ୱକପ ୨୦୧୯ର ଅଫିସିଆଲ ସଙ୍ଗ, ଦେଖନ୍ତୁ ଭିଡିଓ

ଚଳିତ ବର୍ଷ ମଇ ୩୦ରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ । କ୍ରିକେଟର ଏହି ମହାକୁମ୍ଭରେ ବିଶ୍ୱର ଶ୍ରେଷ୍ଠ ୧୦ଟି ଟିମ ପରସ୍ପର ସହ ମୁହାଁମୁହିଁ ହେବ । ତେବେ ଏହି ବିଶ୍ୱକପକୁ ଆଉ ଅଳ୍ପ କିଛି ଦିନ ବାକି ରହିଯାଇଥିବାବେଳେ ଏହିସବୁ ଭିତରେ କ୍ରିକେଟ ବିଶ୍ୱକପର ଥିମ ସଙ୍ଗ ବର୍ତ୍ତମାନ ରିଲିଜ ହୋଇଛି…

ହିଟ ୱିକେଟ ହୋଇ ସୋସିଆଲ ମିଡିଆରେ ସମାଲୋଚନାରେ ଶୀକାର ହେଲେ ସୋଏବ, ଦେଖନ୍ତୁ ଭିଡିଓ

ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ୫ଟି ଦିନିକିଆ ବିଶିଷ୍ଟ ଦିନିକିଆ ସିରିଜରେ ଇଂଲଣ୍ଡ ଚତୁର୍ଥ ଦିନିକିଆରେ ଖୁବ ସହଜରେ ବିଜୟ ହାସଲ କରିନେଇଛି । ସିରିଜର ଏହି ଚତୁର୍ଥ ଦିନିକିଆକୁ ଇଂଲଣ୍ଡ ତିନୋଟି ୱିକେଟରେ ବିଜୟ ହାସଲ କରି ନେଇଛି । ଏହି ବିଜୟରେ ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନେ…

ପ୍ରଥମଥର ପାଇଁ ବିଶ୍ୱକପ ବିଜେତା ଟିମ ଉପରେ ହେବ ଧନ ବର୍ଷା, ଜାଣନ୍ତୁ କେମିତି

୩୦ ମଇରୁ ଇଂଲଣ୍ଡରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆଇସିସି ପକ୍ଷରୁ ୨୦୧୯ କ୍ରିକେଟ ବିଶ୍ୱକପ ବିଜେତା ଟିମକୁ ୨୮ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଟୁର୍ଣ୍ଣାମେଣ୍ଟ ବିଜେତା ଟିମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଉଥିବା ପୁରଷ୍କାର ରାଶି…

୨୦୧୯ ଆଇପିଏଲ ଟାଇଟେଲ ହାସଲ ପରେ ଏବେ ପରିବାର ଛୁଟି କଟାଉଛନ୍ତି ରୋହିତ

ଭାରତୀୟ କ୍ରିକେଟ ଟିମର ଦିନିକିଆ ଏବଂ ଟି-୨୦ର ଉପ-ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ଆଇପିଏଲ ଟାଇଟେଲ ହାସଲ କରିବା ପରେ ଫ୍ୟାମିଲି ଭ୍ୟାକେସନରେ ଅଛନ୍ତି । ରୋହିତ ବର୍ତ୍ତମାନ ନିଜ ପରିବାର ସହ ମାଳଦୀପରେ ଛୁଟି କାଟୁଛନ୍ତି । ପ୍ରକାଶ ଥାଉକି, ଗତ ରବିବାର ଦିନ ଖେଳାଯାଇଥିବା ଆଇପିଏଲ…

ଫାଇନାଲରେ ୱାଟସନଙ୍କ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଲେ ହରଭଜନ

ଚେନ୍ନାଇ ସୁପରକିଙ୍ଗସର ଅନୁଭବି ଅଫ ସ୍ପିନର ହରଭଜନ ସିଂହ ପ୍ରଥମ ଥର ପାଇଁ ଫାଇନାଲରେ ‘ସେନ ୱାଟସନ’ଙ୍କ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଛନ୍ତି । ହରଭଜନ କହିଛନ୍ତି ଯେ, “ଗତ ରବିବାର ଦିନ ମୁମ୍ବାଇ ବିରୋଧରେ ଖେଳାଯାଇଥିବା ଆଇପିଏଲ ଫାଇନାଲ ମ୍ୟାଚରେ ୱାଟସନଙ୍କ ବାମ ପାଶ୍ୱର୍ ଗୋଡରୁ ଗଭୀର ଭାବରେ…