ବାୟୁସେନା ପରେ ବର୍ତ୍ତମାନ ନୌସେନାକୁ ମିଳିବ ଦେଶର ପ୍ରଥମ ମହିଳା ପାଇଲଟ
ଭାରତୀୟ ବାୟୁସେନା ପରେ ବର୍ତ୍ତମାନ ଭାରତୀୟ ନୌସେନା କ୍ଷେତ୍ରରେ ମଧ୍ୟ ଦେଶକୁ ପ୍ରଥମ ମହିଳା ପାଇଲଟ ମିଳିବାକୁ ଯାଉଛି । ବିହାରର ମୂଳ ନିବାସୀ ଶିବାଙ୍ଗୀ ସ୍ୱରୁପଙ୍କୁ ଏଥିପାଇଁ ଚୟନ କରାଯାଇଛି । ଶିବାଙ୍ଗୀ ବର୍ତ୍ତମାନ କୋଚୀରେ ଜରୁରୀ ପ୍ରଶିକ୍ଷଣ ଲାଭ କରୁଛନ୍ତି ।
ମିଳିଥିବା ସୂଚନା…