Browsing Tag

khabar-latest

ଆଶା କରିଥିଲେ ମୁଖ୍ୟମନ୍ତ୍ରୀ ପାଇଁ କିନ୍ତୁ ହେଲେ ବିରୋଧୀ ଦଳ ନେତା

ଭାରତୀୟ ଜନତା ପାର୍ଟି ତଥା ମହାରାଷ୍ଟ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାୱିସଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ରୂପେ ଚୟନ କରାଯାଇଛି । ଦଳ ପକ୍ଷରୁ ରବିବାର ଦିନ ଔପଚାରିକ ରୂପେ ଏହି ସଂପର୍କରେ ଘୋଷଣା କରାଯାଇଥିବାବେଳେ ଏହା ପୂର୍ବରୁ ବିଧାନସଭା ଅଧ୍ୟକ୍ଷ ରୂପେ କଂଗ୍ରେସ ନେତା…

ବିଶ୍ୱ ଏଡସ ଦିବସ ଅବସରରେ ଜିକିତ୍ସା ହେଲଥକେୟାର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବିଶ୍ୱ ଏଡ୍ସ ଦିବସ ଅବସରରେ ରାଜ୍ୟରେ ୧୦୮ ଏବଂ ୧୦୨ ସେବାକୁ ପରିଚାଳିତ କରୁଥିବା ସଂସ୍ଥା ଜିକିତ୍ସା ହେଲଥକେୟାର ଲିମିଟେଡ, ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ପରିସରରେ ଏକ ଦସ୍ତଖତ ସଚେତନତା ଅଭିଯାନର ଶୁଭାରମ୍ଭ କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କ୍ୟାପିଟାଲ ହସ୍ପିଟାଲ…

ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣା, ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଜଣେ ସରକାରୀ ମହିଳା ଡାକ୍ତରଙ୍କୁ ଗଣଦର୍ଷଣ କରି ତାଙ୍କୁ ଜିଅନ୍ତା ଜାଳି ହତ୍ୟା କରାଯିବାର ଏକ ଜଘନ୍ନ କାଣ୍ଡର ବର୍ତ୍ତମାନ ପରଦାଫାଶ ହୋଇଛି । ଏହି ଜଘନ୍ନ କାଣ୍ଡ ଘଟାଇଥିବା ଅଭିଯୁକ୍ତ ମହମ୍ମଦ ଆରିଫ ମଣିଷତ୍ୱର ସମସ୍ତ ସୀମା ଅତିକ୍ରମ କରିଦେଇଥିବାବେଳେ…

ରାଜଦ୍ରୋହ ମାମଲାରେ ଛନ୍ଦି ହେଲେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏବଂ ସିଦ୍ଧରମାୟା

ବେଙ୍ଗାଲୁରୁରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏବଂ ସିଦ୍ଧରମାୟା, ପୂର୍ବତ୍ତନ ମନ୍ତ୍ରୀ ଜି ପରମେଶ୍ୱର, ଡିକେ ଶିବକୁମାର ଓ ବାଙ୍ଗାଲୋରର ପୂର୍ବତ୍ତନ ପୋଲିସ କମିଶନର ସୁନିଲ କୁମାରଙ୍କ ବିରୋଧରେ ଆଇପିସି ଧାରା ୨୦ ଅଧିନରେ ରାଜଦ୍ରୋହ ମାମଲା ଦାୟର କରାଯାଇଛି । ପୂର୍ବତ୍ତନ…

ସମସ୍ୟା ଘେରରେ ଫଡନାୱିସ, ତଥ୍ୟ ଲୁଚାଇବା ଆଧାରରେ ସମନ ଜାରି କଲା କୋର୍ଟ

ମହାରାଷ୍ଟ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାୱିସ ବର୍ତ୍ତମାନ ସମସ୍ୟା ଘେରରେ ଛନ୍ଦି ହୋଇଯାଉଛନ୍ତି । ପଦବୀକୁ ହଟିବା ପରେ ତାଙ୍କୁ କୋର୍ଟରୁ ଏକ ସମନ ଜାରି କରାଯାଇଛି । ଏହି ଘଟଣା ସଂପର୍କରେ ସୂଚନା ନାଗପୁର ସଦର ପୋଲିସ ନୀରିକ୍ଷକ ମହେଶ ବସୋନ୍ଦେ ଦେଇଥିବାବେଳେ କୋର୍ଟ ପକ୍ଷରୁ…

ବକ୍ସର ‘ରକି ବାଲବୋଆ’ଙ୍କ ଛବିରେ ନିଜ ଚେହେରା ଲଗାଇ ସମାଲୋଚିତ ହେଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜ ଟ୍ୱିଟକୁ ନେଇ ସମାଲୋଚିତ ହୋଇଛନ୍ତି । କାରଣ ଟ୍ରମ୍ପ ନିଜର ଔପଚାରିକ ଟ୍ୱିଟର ହାଣ୍ଡେଲ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଟ୍ରମ୍ପ, ବକ୍ସର ରକି ବାଲବୋଆଙ୍କ ଛବିରେ ନିଜ ଚେହେରା ଲଗାଇଥିବାର ଏକ ଫଟୋ ଦେଖିବାକୁ ମିଳିଥିଲା ।…

‘ନାଥୁରାମ ଗୋଡସେ’ଙ୍କୁ ଦେଶଭକ୍ତ କହି ଦଣ୍ଡିତ ହେଲେ ପ୍ରଜ୍ଞା ଠାକୁର

ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦଳ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଳାୟର ଉପଦେଷ୍ଟ କମିଟିରୁ ବହିଷ୍କାର କରାଇ ଦିଆଯାଇଛି । ଏହାର ସୂଚନା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନାଡ୍ଡା ଦେଇଥିବାବେଳେ ଏହା ସହ…

ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ରୂପେ ଆଜି ଶପଥ ନେବେ ଉଦ୍ଧବ

ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଗୁରୁବାର ତଥା ଆଜି ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ । ସେ ମନୋହର ଯୋଶୀ ଏବଂ ନାରାୟଣ ରାଣାଙ୍କ ପରେ ଶିବସେନାର ହେଉଛନ୍ତି ତୃତୀୟ ନେତା ଯିଏକି ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ମହାରାଷ୍ଟ୍ର ବିଧାନସଭା…

ଚାରି ଦିନ ଯାଏଁ ଚାଲିଲା ଲୁଚାଲୁଚି ଖେଳ, ୧ ଘଣ୍ଟା ଭିତରେ ଇସ୍ତଫା ଦେଲେ ଫଡନାୱିସ ଏବଂ ଅଜିତ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଏନସିପି ବିଧାୟକ ଦଳ ନେତାଭାବେ ଅଜିତ ପାଓ୍ଵାର ସମସ୍ତ ଏନସିପି ବିଧାୟକଙ୍କ ସମର୍ଥନ ଆମକୁ ଦେଇଥିଲେ । ତାଙ୍କ…

ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ ପାଇଁ ଆଦେଶ ଦେଲେ ସୁପ୍ରିମ କୋର୍ଟ

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା-ଏନସିପି-କଂଗ୍ରେସ ମହାମେଣ୍ଟ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି ପ୍ଲୋର ଟେଷ୍ଟର ଆଦେଶ ମହାମହିମ ସୁପ୍ରିମ କୋର୍ଟ ଦେଇଥିବାବେଳେ ଅନ୍ୟପଟେ ମହାମେଣ୍ଟ, ବିଜେପି ନେତା ଦେବେନ୍ଦ୍ର ଫଡନାୱିସଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରାଇଥିବା…