Browsing Tag

khabar-latest

ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଉପରେ ବିବାଦୀୟ ବୟାନ ଦେଇ ଗିରଫ ହେଲେ ବରିଷ୍ଠ କଂଗ୍ରେସ ନେତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବିବାଦୀୟ ବାୟନ ଦେଇ କଂଗ୍ରେସର ବରିଷ୍ଠ ନେତା ‘ନିଲାଇ କାନନ’ଙ୍କୁ ପୋଲିସ ଚେନ୍ନାଇରୁ ଗିରଫ କରିଛି । ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଉପରେ ବିବାଦୀୟ ବୟାନ ଦେବା ପରେ ନିଲାଇଙ୍କ ବିରୋଧରେ…

କେନ୍ଦ୍ରର ମୋଦି ସରକାରଙ୍କୁ ପୁଣିଥରେ ସମାଲୋଚନା କଲେ ‘ଜାବେଦ ଅକତର’

ବିଶିଷ୍ଟ ଲେଖକ ଏବଂ ଗାୟକ ‘ଜାବେଦ ଅକତର’ ସର୍ବଦା ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଆସୁଥିବାବେଳେ ନିକଟ କିଛି ଦିନ ତଳେ ସେ ନାଗରିକତା ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ । ତେବେ ଏହି ମଧ୍ୟରେ ସେ ପୁଣିଥରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି…

୨୦୨୦ରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୫,୦୦୦ ଟଙ୍କା ହେବ!

ନୂଆ ବର୍ଷରେ ସୁନା ଆହୁରି ମହଙ୍ଗା ହେବାକୁ ଯାଉଛି । ବଜାର ବିଶେଷଜ୍ଞଙ୍କ ମତରେ, ସୁନା ଦର ନୂଆ ବର୍ଷ ଅର୍ଥାତ୍ ୨୦୨୦ରେ ୪୫,୦୦୦ ଟଙ୍କା ପ୍ରତି ୧୦ ଗ୍ରାମକୁ ବୃଦ୍ଧି ପାଇପାରେ । ଚୀନ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ, ଆମେରିକା-କୋରିଆ ସମ୍ବନ୍ଧ, ଆର୍ଥିକ ମାନ୍ଦାବସ୍ଥା, ଡଲାରର ମୂଲ୍ୟ ଓ…

ରାତି ୧ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବାର ନିଷ୍ପତିକୁ ମୋନାର ବିରୋଧ

ଭୁବନେଶ୍ୱର : ଜିରୋ ନାଇଟ ସେଲିବ୍ରେସନ ଅବସରରେ କଟକ, ଭୁବନେଶ୍ୱର ଏବଂ ପୁରୀରେ ରାତି ୧ଟା ପର୍ଯ୍ୟନ୍ତ ବାର ଏବଂ ଠିପିି ଖୋଲା ମଦ ଦୋକାନ ଖୋଲା ରହିବା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ନିର୍ଦ୍ଦେଶନାମା ଜାରି କରାଯିବା ପରେ ଏହା ବିରୋଧ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ…

ଆରପାରିରେ ନବୀନଙ୍କ ଭିଣୋଇ ‘ସୋନି ମେହେଟ୍ଟା’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କ ପରଲୋକ ହୋଇଯାଇଛି। ଗୀତା ମେହେଟ୍ଟା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ। ଭିଣୋଇଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି।…

ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପଡିଲେ ଆଇଏଏସ ଅଧିକାରୀ ବିଜୟ କେତନ

ଭିଜିଲାନ୍ସ ଜାଲରେ ଫସିଲେ ଆଇଏଏସ୍‌ ଅଧିକାରୀ। ସୋମବାର ରାଜ୍ୟ ସରକାରଙ୍କ ଉଦ୍ୟାନ ବିିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀ ଏଭଳି ଭାବେ ଧରାପଡ଼ିବା ଘଟଣା ସରକାରୀ ଅଧିକାରୀ ମହଲରେ…

ଉଦ୍ଧବ ସରକାରରେ ଉପମୁଖ୍ୟମନ୍ତ୍ରୀ ଋପେ ଶପଥ ନେଇପାରନ୍ତି ଅଜିତ

ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱରରେ ଗଠନ ହୋଇଥିବା ମେଣ୍ଟ ସରକାର ଗଠନ ହେବାର ଏକ ମାସ ପରେ ଆଜି ପ୍ରଥମ ଥର ପାଇଁ କ୍ୟାବିନେଟ ବିସ୍ତାର ହେବାକୁ ଯାଉଛି । ତେବେ ମିଳିଥିବା ସୂଚନା ମୁତାବକ ରାଷ୍ଟ୍ରବାଦି କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ…

‘ଟେକ ଅଫ’ ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ , ୧୪ ଯାତ୍ରୀ ମୃତ

କାଜକିସ୍ଥାନ ଅଲମାଟି ଏୟାରଲାଇନ୍ସର ୧୦୦ ଯାତ୍ରୀ ବିଶିଷ୍ଟ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଥିବାର ସୂଚନା ମିଳିଛି । ଅଲମାଟି ବିମାନ ବନ୍ଦରରୁ ‘ଟେକ ଅଫ’ ନେଉଥିବା ସମୟରେ ବିମାନଟି ନିଜ ନିୟନ୍ତ୍ରଣ ହରାଇ ଏକ ଦୁଇ ମହଲା ବିଶିଷ୍ଟ କୋଠଘରେ ମାଡ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା…

ସୂର୍ଯ୍ୟ ପରାଗର ଦୃଶ୍ୟ ଦେଖି ଟ୍ୱିଟରେ ଫଟୋ ସେୟାର କଲେ ପ୍ରଧାନମନ୍ତ୍ରୀ

୨୦୧୯ର ସବୁଠାରୁ ବଡ ଏବଂ ଶେଷ ସୂର୍ଯ୍ୟ ପରାଗ ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ୬ ଜାନୁଆରୀ ଏବଂ ୨ ଜୁଲାଇରେ ଆଶିଂକ ସୂର୍ଯ୍ୟ ପରାଗ ଲାଗିଥିଲା । ଏହି ସୂର୍ଯ୍ୟ ପରାଗକୁ ଦେଶର ଦକ୍ଷିଣ ଭାଗ କର୍ଣ୍ଣାଟକ, କେରଳ ଏବଂ ତାମିଲ ନାଡୁରେ ଅଧିକ ମାତ୍ରାରେ ଦେଖିଯିବାକୁ ଥିବାବେଳେ ଦେଶର ଅନ୍ୟାନ୍ୟ…

ଆଦିତ୍ୟ ଓ ଆନ୍ନାଙ୍କ କଡା ସୁରକ୍ଷା ପ୍ରଦାନ କରି ସଚିନ ଏବଂ ଗାଭାଷ୍କରଙ୍କ ସୁରକ୍ଷାକୁ ହ୍ରାସ କଲେ ମହାରାଷ୍ଟ୍ର ସରକାର

କ୍ରିକେଟ ଆଇକନ୍‌ ସଚିତ ତେନ୍ଦୁଲକରଙ୍କ ସୁରକ୍ଷା ହ୍ରାସ କରିଛନ୍ତି ମହାରାଷ୍ଟ୍ର ସରକାର। ସଚିନଙ୍କୁ ଏକ୍ସ କାଟାଗୋରି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଉଥିଲାବେଳେ ତାହାକୁ ସରକାର ହ୍ରାସ କରିଦେଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ବିଧାୟକ ଆଦିତ୍ୟ ଠାକରେଙ୍କ…