ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନମାନଙ୍କୁ ଛୁଟି ଘୋଷଣା
କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ବିରୋଧରେ ୧୦ରୁ ଉର୍ଦ୍ଧ୍ୱ କେନ୍ଦ୍ରିୟ ଟ୍ରେଡ ୟୁନିୟନ ସଂଗଠନ ପକ୍ଷରୁ ୮ ଜାନୁଆରୀରେ ହେବାକୁ ଥିବା ଦେଶବ୍ୟାପୀ ହରତାଳରେ ପାଖାପାଖି ୨୫ କୋଟି ବିକ୍ଷୋଭକାରୀ ସାମିଲ ରହିବେ । ଏହି ଟ୍ରେଡ ୟୁନିୟନ ସହିତ ବିଭିନ୍ନ ବ୍ୟାଙ୍କିଙ୍ଗ ସଂଗଠନ ଏବଂ ବିଭିନ୍ନ…