Browsing Tag

jiban-latest

ଖରାଦିନେ ତରଭୁଜ ଖାଇ ନିଜକୁ ସୁସ୍ଥ ରଖିପାରିବେ, କାହିଁକି ଜାଣନ୍ତୁ

ଖରାଦିନେ ସାଧାରଣତଃ ତରଭୁଜ ସହଜରେ ଉପଲବ୍ଧ ହେଉଥିବା ବେଳେ ବହୁ ଲୋକେ ଏହାକୁ ଖଇବାକୁ ପସନ୍ଦ କରନ୍ତି । ପ୍ରାୟତଃ ଏହାର ମିଠାଳିଆ ସ୍ୱାଦ ସମସ୍ତଙ୍କୁ ଆକ୍ରୃଷ୍ଟ କରିଥାଏ ବୋଲି ଖାଇଥାନ୍ତି । ଏହାର ସ୍ୱାସ୍ଥ୍ୟଜନିତ ଉପକାରିତା ସମ୍ପର୍କରେ ଖୁବ କମ ଲୋକେ ଅବଗତ ନଥାଆନ୍ତି । ଅନ୍ୟ ଋତୁ ତୁଳନାରେ…

କୁଣ୍ଡଳୀରୁ ଜାଣିହେବ ମୋଟାପାର କାରଣ ଏବଂ ଉପଚାର

ବର୍ତ୍ତମାନ ସମୟରେ ମେଦବହୁଳତା ଏକ ମୁଖ୍ୟସମସ୍ୟା ପାଲଟିଛି । ମେଦ ବହୁଳତା ରୋଗରୁ ରକ୍ଷା ପାଇବା ପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି ତାର ଠିକଣା ନାହିଁ । ହେଲେ ଆପଣ ଜାଣନ୍ତି କି ଏହି ମେଦବହୁଳତା ପାଇଁ କେଉଁ ଗ୍ରହ ଦାୟୀ ? ଜ୍ୟୋତିଷଶାସ୍ତ୍ର ମତରେ ଏହି ରୋଗ କାହିଁକି ହୁଏ ଏବଂ…

ଏହି ୪ଟି ଥେରାପୀ ଦ୍ବାରା ଭଲ ହେବ ସମସ୍ତ ରୋଗ

ପ୍ରାକୃତିକ ଉପାୟରେ ବିଭିନ୍ନ ପ୍ରକାରର ରୋଗର ଚକିତ୍ସାକୁ ଥେରାପୀ କୁହଯାଏ । ଏହା ମାଧ୍ୟମରେ ଏବେ ଶରୀରର ସମସ୍ତ ପ୍ରକାରର ଚିକିତ୍ସା କରାଯାଇପାରୁଛି । ଏମିତିକି ମାନସିକ ରୋଗରେ ମଧ୍ୟ ନିରାକରଣ ହେଉଛି ଏହି ଥେରାପୀ ଦ୍ୱାରା । ଲୋକେ ବିଭିନ୍ନ ପ୍ରକାରର ଥେରାପୀ ଆପଣେବାକୁ ପସନ୍ଦ କରୁଛନ୍ତି ।…

କଣ ୮ ଘଂଟା ଶୋଇବା ପରେ ମଧ୍ୟ ଲାଗୁଛି ନିଦ? ଏହା ହୋଇପାରେ ହାଇପରସୋମ୍ନିୟା ! ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ପର୍ଯ୍ୟାପ୍ତ ନିଦ ପାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ | ସେଥିପାଇଁ କୁହାଯାଏ ଯେ ଆଠ ଘଣ୍ଟା ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆପଣ ଜାଣନ୍ତି କି ଶୋଇବା ସହ ଜଡିତ ଅନେକ ରୋଗ ଅଛି, ଯେଉଁଥିପାଇଁ ସାରା ବିଶ୍ୱରେ ଅନେକ ଲୋକ ଯନ୍ତ୍ରଣା ଭୋଗୁଛନ୍ତି |…

ଖରଦିନେ ଘରେ ତିଆରି କରନ୍ତୁ ସହଜ ସ୍ୱାଦିଷ୍ଠ ପାନୀୟ

ତାତିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ପାନୀୟ ଉପଲବ୍ଧ ହେଉଥିବାବେଳେ ଘରେ ତିଆରି ପାନୀୟର କଥାହିଁ କିଛି ନିଆରା । ଘରକୁ କୌଣସି ଅତିଥି ଆସିଲେ ସତ୍କାର କରିବା ପାଇଁ ଆବଶ୍ୟକହୁଏ କିଛି ପାନୀୟ । ଏଥି ପାଇଁ ମୃଦୁ ପାନୀୟର ଚାହିଦା ଅଧିକ ରହିଥିବାବେଳେ କିନ୍ତୁ…

ତମ୍ବା ପାତ୍ରରେ ପାଣି ପିଇବା କାହିଁକି ହୋଇଥାଏ ସୁସ୍ଥକର ? ଜାଣନ୍ତୁ ଆପଣଙ୍କ ପାଇଁ କେତେ ଲାଭକାରୀ ହୋଇଥାଏ ଏହା

ପୁରାତନ ଯୁଗରେ ଲୋକେ ମାଟି ପାତ୍ର ବ୍ୟବହାର କରୁଥିଲେ। ମାଟି ପାତ୍ରରେ ରୋଷେଇ କରିବା ଓ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳୁଥିଲା। ଏହାପରେ ତମ୍ବା ପାତ୍ର ବ୍ୟବହାର ହେଲା। ତମ୍ବା ପାତ୍ରରେ ଖାଇବା ଓ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏବେ ବି ଅଧିକାଂଶ ଲୋକ ତମ୍ବା ପାତ୍ରରେ…

ନିମ୍ବର କିଛି ଆଶ୍ଚର୍ଯଜନକ ଲାଭକାରୀତା ସଂପର୍କରେ ଜାଣନ୍ତି କି?

ବହୁ ପୁରାତନ କାଳରୁ ଲିମ୍ବ ବହୁ ପ୍ରକାରର କାର୍ଯ୍ୟରେ ବ୍ୟବହାର କରାଯାଇ ଆସୁଛି । ଏହା ଓøଷଧ ପ୍ରସ୍ତୁତିରେ, ପୂଜାପାଠରେ, ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାର ବହୁ ପ୍ରକାରର ଉପକାରିତା ରହିଛି ଯାହା ସ୍ୱାସ୍ଥ୍ୟ, କେଶ ଏବଂ ତ୍ୱଚା ପାଇଁ ଉପଯୁକ୍ତ । ଲିମ୍ବ ଭାରତରେ ମିଳୁଥିବା ସାଧାରଣ ଗଛ ।…

ଖାଦ୍ୟ ସହିତ ଦହି ଖାଇଲେ ମିଳେ ଅନେକ ଫାଇଦା, କିନ୍ତୁ ଏହି ସମୟରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ

ଅଧିକାଂଶ ଲୋକଙ୍କ ଡାଏଟର ଦହି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଦହିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । ପ୍ରତିଦିନ ଦହି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିବା ସହିତ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଅନେକାଂଶରେ ଅଷ୍ଟିଓପୋରୋସିସ୍, ରକ୍ତଚାପ, କେଶ ଏବଂ ହାଡ ପାଇଁ ମଧ୍ୟ ଦହି ଲାଭଦାୟକ…

ମହୌଷଧି ତୁଳସୀ ପତ୍ରର ୧୦ଟି ଉପକାରିତା

ସ୍ୱାସ୍ଥ୍ୟ ପାଇଁ ତୁଳସୀ ଖୁବ ଉପକାରୀ । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ତୁଳସୀର ସେବନ ଦ୍ୱାରା ବହୁ ରୋଗରୁ ମୁକ୍ତି ପାଇପାରିବେ । ଏହା ଖୁବ ସହଜରେ ଉପଲବ୍ଧ ହୋଇଥାଏ ଏବଂ ଏହାର ବ୍ୟବହାର ମଧ୍ୟ ଖୁବ ସହଜ । ନିମ୍ନରେ ଏହାର କିଛି ଉପକାରିତା ସମ୍ପର୍କରେ ରହିିଛି । ୧. ପ୍ରତିଦିନ…