ଭୁଲରେ ମଧ୍ୟ ଘରେ ଶୁଖିଲା ଫୁଲ ରଖନ୍ତୁ ନାହିଁ, ନଚେତ ଘଟିଥାଏ ଏହିସବୁ କ୍ଷତି
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ଘରର ସଦସ୍ୟଙ୍କ ଉପରେ ସକରାତ୍ମକ ବା ନକାରାତ୍ମକ ପ୍ରଭାବ ପକାଇଥାଏ। ସତେଜ ଫୁଲ ଘରେ ସକାରାତ୍ମକତା ଆଣିଥାଏ | ସକରାତ୍ମକ ଶକ୍ତି ପାଇଁ ଲୋକମାନେ କେବଳ ନିଜ ଘରେ ନୁହେଁ ଅଫିସରେ ମଧ୍ୟ ଉଦ୍ଭିଦ କିମ୍ବା ଫୁଲ ଲଗାନ୍ତି | ଶୁଖିଲା ଫୁଲକୁ…