କଣ ଓଜନ ହ୍ରାସ ପାଇଁ ରାତ୍ରି ଭୋଜନ ସ୍କିପ କରିବା ଦ୍ୱାରା ମିଳିଥାଏ ସୁଫଳ?
ଅଧିକାଂଶ ଲୋକେ ନିଜ ବୃଦ୍ଧି ପାଉଥିବା ଓଜନକୁ ନେଇ ଖୁବ୍ ଚିନ୍ତିତ। ଏଥିପାଇଁ ସେମାନେ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ଓଜନ ହ୍ରାସ ପାଇଁ ଖାଦ୍ୟରେ ନିୟନ୍ତ୍ରଣ, କିଛି ସ୍ୱତନ୍ତ୍ର ଡାଏଟିଙ୍ଗ୍ ଆପଣାଇ ଥାଆନ୍ତି। ମାତ୍ର ଅନେକ ସମୟରେ ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ।…