ଏସିଆର ପରିଷ୍କାର ଗ୍ରାମ ମେଘାଳୟର ମାଓଲଙ୍ଗ
ଯୁବ ସମୟ - ଉତ୍ତର ଭାରତରେ ବହୁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ରହିଛି । ଏହା ମଧ୍ୟରୁ ମେଘାଳୟ ସିଲଙ୍ଗର ମାଓଲଙ୍ଗ ଅନ୍ୟତମ । ଉତ୍ତର ଭାରତରେ ଏକ ଏପରି ସ୍ଥାନ ରହିଛି ଯେଉଁଠାକୁ ପ୍ରତ୍ୟେକ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ସେଠାକାର ସବୁଜ ବନାନି, ପାହାଡ, ଝରଣା ଏବଂ ସ୍ୱଚ୍ଛ…