Browsing Category
Uncategorized
ଆଇସିଏଲ ଫିନକର୍ପ ୧୦ ଟି ନୂତନ ଶାଖା ସହିତ ଓଡିଶାରେ ପଦାର୍ପଣ କରୁଛି
ଭୁବନେଶ୍ୱର : ଦକ୍ଷିଣ ଭାରତର ପ୍ରମୁଖ ଏନବିଏଫସି, ଆଇସିଏଲ ଫିନକର୍ପ ଓଡିଶାର ପ୍ରମୁଖ ସହରମାନଙ୍କରେ ୧୦ ଟି ନୂତନ ଶାଖା ଖୋଲିବା ସହ ଉତ୍ତର ଭାରତରେ ବଜାରରେ ପ୍ରବେଶ କରିଛି । ଓଡିଶାରେ ଆଇସିଏଲ ଫିନକର୍ପର ଶୁଭାରମ୍ଭ ସର୍ବଭାରତୀୟ ଉପସ୍ଥିତି ଏବଂ ସମଗ୍ର ଭାରତରେ ଲୋକଙ୍କ ପାଇଁ ଏହାର ସେବାକୁ…
ଡିହାଇଡ୍ରେସନରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ
ଗ୍ରୀଷ୍ମ ଋତୁ ବର୍ତ୍ତମାନ ଆରମ୍ଭ ହୋଇଗଲାଣି । ଏହି ସମୟରେ ସମସ୍ତେ ନିଜନିଜ ଖାଦ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । ବାସ୍ତବରେ, ଏହି ସମୟରେ ଶକ୍ତିଶାଳୀ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା କାରଣରୁ ଝାଳ ବାହାରିବା ସମସ୍ୟା ଦେଖାଯାଇଥାଏ । ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇବା କାରଣରୁ…
ଏହି ବାସ୍ତୁ ଟିପ୍ସ ଉପରେ ଧ୍ୟାନ ଦେଲେ ଘରକୁ ଆସିବ ଅଜସ୍ର ସମୃଦ୍ଧି
ବାସ୍ତୁ ଅନୁଯାୟୀ ବ୍ୟକ୍ତି ଜୀବନର ସମୃଦ୍ଧିରେ ଘର ଏବଂ ଏହା ପାରିପାର୍ଶ୍ଵ ଜିନିଷ ସଠିକ ଅବସ୍ତାପନର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସାଜସଜାର ଏକ ବୃହତ ପ୍ରଭାବ ଜୀବନରେ ପଡିଥାଏ । ବାସ୍ତୁ ମୁତାବକ ଘରର ଜିନିଷପତ୍ର ଗୁଡିକୁ ଠିକ୍ ସ୍ଥାନରେ ରହିବା ଆବଶ୍ୟକ…
ଖାତିନାମା ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର - ଓଡ଼ିଆ ସିନେ ଜଗତର ଖ୍ୟାତିନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ତିଆରି ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।…
‘ଥଲାଇବି’ ପାଇଁ ୨୦କିଲୋ ଓଜନ ବଢ଼ାଇଥିଲେ କଙ୍ଗନା : ଏବେ ଏପରି କରୁଛନ୍ତି କମ୍
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ନିଜ ନୂଆ ଫିଲ୍ମ ‘ଥଲାଇବି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ସେ ଦିବଂଗତ ରାଜନୈତିକ ନେତ୍ରୀ ଜୟଲଲିତାଙ୍କ ଭୂମିକାରେ ନଜର ଆସିବେ। ଥଲାଇବି ଚରିତ୍ରରେ ଫିଟ୍ ହେବା ପାଇଁ କଙ୍ଗନା ନିଜର ଓଜନ ବଢ଼ାଇଥିଲେ । କିନ୍ତୁ ଏବେ ସେ ନିଜର ଓଜନ କମ୍ କରିବା…
ଘର କରିବା ପାଇଁ ଜମି କିଣିବା ପୂର୍ବରୁ ଜାଣନ୍ତୁ ବାସ୍ତୁର କିଛି ନିୟମ
ଯଦି ଆପଣ ଘର ତିଆରି କରିବା ପାଇଁ ଭଲ ତଥା ଶୁଭ ଜମି ଦେଖୁଛନ୍ତି ତେବେ ଭାରତୀୟ ବାସ୍ତୁଶାସ୍ତ୍ରର କିଛି ନିୟମ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ ।
. ଭାରତୀୟ ବାସ୍ତୁଶାସ୍ତ୍ର ମୁତାବକ, ଜମିର ଚାରି କୋଣ ୯୦ ଡିଗ୍ରୀ ବା ସମକୋଣରେ ରହିବା ଉଚିତ; ତେବେ ଯାଇ ସେହି ଜମି ଘର ନିର୍ମାଣ ପାଇଁ ଶୁଭ…
୨୦୨୦ରେ କିଭଳି ରହିବ ଆପଣଙ୍କ ସ୍ୱାସ୍ଥ୍ୟ, ଜାଣନ୍ତୁ ଆପଣଙ୍କ ରାଶିର ସ୍ଥିତି
ନୂତନ ବର୍ଷରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କି ନାହିଁ, ନାଁ ଏଥିପାଇଁ ଆପଣଙ୍କୁ କିଛି ସାବଧାନତା ଆପଣାଇବାକୁ ହେବ? ନୂତନ ବର୍ଷରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମସ୍ତ ୧୨ଟି ରାଶି ପାଇଁ କିଭଳି ରହିବ ସେ ସମ୍ପର୍କରେ ପଣ୍ଡିତ ଶୈଳେନ୍ଦ୍ର ପାଣ୍ଡେୟଙ୍କ ଠାରୁ ଆସନ୍ତୁ କିଛି ଜାଣିବା ।
ମେଷ: ଚଳିତ…
ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଟୁର୍ ଆୟୋଜିତ
ଦେଶକୁ ଏହାର ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟରେ ସହଯୋଗ କରିବା ପ୍ରତିଶ୍ରୁତିର ଅଂଶ ସ୍ୱରୁପ ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ଆଜି ଭୁବନେଶ୍ୱରରେ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଟୁର୍ ଆୟୋଜିତ ହୋଇଯାଇଛି । ଏହି ଦିନିକିଆ ସମ୍ମଳିନୀ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଜାତୀୟ କାର୍ଯ୍ୟକ୍ରମର…
ନେହେରୁଙ୍କ ପ୍ରତି ବିବାଦୀୟ ବୟାନ ଦେଲେ ଗିରିଫ ହେଲେ ବଲିଉଡ ଅଭିନେତ୍ରୀ
ନିଜର ବିବାଦୀୟ ବୟାନ ପାଇଁ ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଆଜି ରାଜସ୍ଥାନ ପୋଲିସ ଗିରଫ କରିଛି । ଆଜି ସକାଳେ ରାଜସ୍ଥାନ ପୋଲିସ ତାଙ୍କୁ ଅହମ୍ମଦାବାଦରୁ ଗିରଫ କରିଛି । ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ତାଙ୍କ ବାପା ମୋତିଲାଲ ନେହେରୁଙ୍କୁ ବିରୋଧରେ ବିବାଦୀୟ…
ଅନ୍ୟଙ୍କୁ ଭୁଲରେ ମଧ୍ୟ ଜଣାନ୍ତୁ ନାହିଁ ନିଜ ଜୀବନର ଏହି ପାଞ୍ଚୋଟି କଥା
ଜଣଙ୍କ ଜୀବନରେ କିଛି ଏପରି ରହସ୍ୟ ରହିଥାଏ ଯାହାକୁ ଆମେ କାହାକୁ ମଧ୍ୟ କହିବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଆମର ନିଜର କ୍ଷତି ହୋଇଥାଏ । ଏହା ବ୍ୟତୀତ ଆମ ଚରିତ୍ର ଉପରେ ମଧ୍ୟ ପ୍ରଶ୍ନ ଉଠିଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି କଥା କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ଭିତରେ ହିଁ ସିମୀତ…