Browsing Category

ମନୋରଞ୍ଜନ

ରିଲିଜ ହେଲା “ବଧାଇ ହୋ”ର ପ୍ରଥମ ଟ୍ରେଲର

ରିଲିଜ ହୋଇଛି ଆୟୁଷ୍ମାନ ଖୁରାନାଙ୍କର ଆଗାମୀ ଫିଲ୍ମ “ବଧାଇ ହୋ”ର ପ୍ରଥମ ଟ୍ରେଲର । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ଏବଂ ସନ୍ୟା ମଲହୋତ୍ରାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏକ ଫନ କମେଡି ଫିଲ୍ମକୁ ନେଇ ଏହା ପର୍ଯ୍ୟବେଷିତ । ଚଳଚିତ୍ରର କାହାଣୀ ଏକ କମେଡି ଜୋନକୁ ନେଇ ଗତିଶୀଳ…

ପ୍ରିୟଙ୍କା “ଭାରତ” ଫିଲ୍ମ ଛାଡିବାକୁ ନେଇ ସଲମାନ କ୍ଷୁବ୍ଧ

ପ୍ରିୟଙ୍କା ଚୋପ୍ରା, ସଲମାନ ଖାନଙ୍କ ଆଗମୀ ଫିଲ୍ମ “ଭାରତ”କୁ କ’ଣ ବା ଛାଡିଲେ ସାରା ବଲିଉଡରେ ବର୍ତ୍ତମାନ ହଇଚଇ ଖେଳିଯାଇଛି । ପ୍ରିୟଙ୍କାଙ୍କୁ ଏହି ଫିଲ୍ମ ଛାଡିବାର ପ୍ରାୟ ୧ ମାସ ବିତିଗଲାଣି ତଥାପି ଏହି ଘଟଣାର ଚର୍ଚ୍ଚା ଥମିବାର ନାଁ ନେଉଁ ନାହିଁ । ଏହି ଘଟଣାକୁ ନେଇ ସଲମାନ ବହୁତ ଦିନ…

ହ୍ରିତିକଙ୍କ ଆଗାମୀ ଫିଲ୍ମ “ସୁପର ୩୦”ର ପୋଷ୍ଟର ରିଲିଜ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ “ସୁପର ୩୦” ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହି ଆସୁଛି । ଏହି ଫିଲ୍ମକୁ ନେଇ ହ୍ରିତିକ ରୋଶନ ଅନେକ ଆଶା କରୁଥିବାବେଳେ ତାଙ୍କ ପ୍ରଶଂସକମାନ ଏହାକୁ ଦେଖିବା ପାଇଁ ବ୍ୟାକୁଳ ମଧ୍ୟ ହୋଇଗଲେଣି । କିଛି ମାସ ପୂର୍ବରୁ ଏହି ଫିଲ୍ମରେ ହ୍ରିତିକ…

ଇଣ୍ଡିଆନ ଆଇଡଲ ଟପ ୧୦ରେ ଓଡିଆ ପୁଅ ବିଶ୍ୱଜିତ

ପୂର୍ବରୁ ଅନେକ ଜାତୀୟସ୍ତରର ସଙ୍ଗୀତ ପ୍ରତିଯୋଗୀତାରେ ଅନେକ ଓଡିଆ ପୁଅ ନିଜ କଣ୍ଠର ଯାଦୁ ଦେଖାଇ ସାରିଥିବାବେଳେ ଏବେ ପୁଣି ଥରେ ଇଣ୍ଡିଆନ ଆଇଡଲ ୧୦ମ ସଂସ୍କରଣରେ ଆଉ ଜଣେ ଓଡିଆ ପୁଅ ବିଶ୍ୱଜିତ ମହାପାତ୍ର ତାଙ୍କର ଯାଦୁ ଦେଖାଇବାକୁ ଯାଉଛନ୍ତି । ଇଣ୍ଡିଆନ ଆଇଡଲ ଟପ ୧୪ରେ ସ୍ଥାନ ପକ୍କା କରିଥିବା…

ମହାଭାରତ ଫିଲ୍ମରେ ଏକାଠି ହେବେ ଅନେକ ମେଗାଷ୍ଟାର

କିଛି ଦିନ ତଳେ ଆମିର ନିଜର ବହୁ ଚର୍ଚ୍ଚିତ ଆଗାମୀ ଫିଲ୍ମ “ଠଗ୍ସ ଅଫ ହିନ୍ଦୁସ୍ଥାନ”ର ସୁଟିଂ ଶେଷ କରିଛନ୍ତି । ବର୍ତ୍ତମାନ ଏହି ଫିଲ୍ମର ପୋଷ୍ଟ ପ୍ରଡକ୍ସନର କାମ ଚାଲୁଥିବାବେଳେ ଏହା ଦୀପାବଳୀରେ ରିଲିଜ ହେବ ବୋଲି ସୂଚନା ମିଳିଛି । ସବୁ କାମ ସରିବା ପରେ ଆମୀର ତାଙ୍କର ଡ୍ରିମ ପ୍ରୋଜେକ୍ଟ…

ବଲିଉଡର କେତେକ ପ୍ରସିଦ୍ଧ କଳାକାର ଯେଉଁମାନେ ବିବାହ ପୂର୍ବରୁ ଗର୍ଭଧାରଣ କରିଥିଲେ

ନେହା ଧୁପିଆ -୨୦୧୮ ମେ ୧୦ରେ ନେହା ଧୁପିଆ ଓ ଅଙ୍ଗଦ ବେଦୀ ପରସ୍ପରକୁ ହଠାତ ବିବାହ କରିଥିଲେ, ଯାହାକୁ ଦେଖି ସମସ୍ତ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ତାଙ୍କର ଏହି ହଠାତ ବିବାହ କରିବା ପଛର କାରଣ କେହି ଜାଣିପାରୁନଥିବାବେଳେ ଏବେ ନେହା ଧୁପିଆ ଗର୍ଭବତୀ ଥିବାର ଜଣାପଡିଛି । ଯାହାକି ନେହା ଖୋଦ…

ଶିକ୍ଷାରେ ଚିଟିଙ୍ଗକୁ ନେଇ ଇମ୍ରାନ ହାସମିଙ୍କ ଆଗାମୀ ଫିଲ୍ମ ‘ଚିଟ ଇଣ୍ଡିଆ’

ବଲିଉଡରେ ସିରିଏଲ କିସର ନାମରେ ଲୋକପ୍ରିୟ ଥିବା ଅଭିନେତା ଇମ୍ରାନ ହାସମି ଏବେ ତାଙ୍କର ଆଗାମୀ ଫିଲ୍ମ ‘ଚିଟ ଇଣ୍ଡିଆ’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଫିଲ୍ମଟିର ସୁଟିଙ୍ଗ ବର୍ତ୍ତମାନ ଲକ୍ଷେ୍ନø ଚାଲିଛି । ଇମ୍ରାନ ନିଜ ଟ୍ୱିଟରେ ଏହି ଫଟୋକୁ ସେୟାର କରିବା ସହ କ୍ୟାପସନରେ “ନକଲ ମେଁ ହି ଅକଲ…

ଖୁବ ଶୀଘ୍ର ଆଲିଆଙ୍କ ହାତ ଧରିବେ ରଣବୀର

ବିଗତ କିଛି ଦିନ ହେବ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ “ବ୍ରହ୍ମାସ୍ତ୍ରର” ସୁଟିଙ୍ଗ ସମୟରୁ ଉଭୟ ପରସ୍ପରକୁ ଡେଟ କରୁଥିବାବେଳେ ସେମାନଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ କେହି କେବେ ମୁହଁ ଖୋଲି ନାହାନ୍ତି । ବର୍ତ୍ତମାନ ଏହା…

ହିନ୍ଦି ମିଡିୟମ ଫିଲ୍ମର ସିକ୍ୱେଲରେ ନଜର ଆସିବେ ଇରଫାନ ଖାନ

ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର କ୍ୟାନସରରେ ପିଡୀତ ହୋଇ ଲଣ୍ଡନରେ ଚିକିତ୍ସା ହେଉଥିବା ଅଭିନେତା ଇରଫାନ ଖାନ ହିନ୍ଦି ମିଡିୟମ ଫିଲ୍ମର ସିକ୍ୱେଲରେ ଅଭିନୟ କରିବେ ବୋଲି ସ୍ୱିକୃତି ପ୍ରଦାନ କରିଛନ୍ତି । ୨୦୧୭ରେ ରିଲିଜ ହୋଇଥିବା ହିନ୍ଦି ମିଡିୟମ ବଲିଉଡରେ ସୁପର ହିଟ ହୋଇଥିଲା । ତେଣୁ ଏହାର…

ନିର୍ବନ୍ଧ କଲେ ପିସି ଏବଂ ନିକ୍, ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ

ବଲିଉଡ ତଥା ହଲିଉଡର ବହୁ ଚର୍ଚ୍ଚିତ ଯୋଡି ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କର ରୋକା ସେରିମନି ଚାଲିଛି । ଏହି ସେରିମୋନିିରେ ସେମାନଙ୍କର ନିର୍ବନ୍ଧ ମଧ୍ୟ ହେବ । ଆଜି ସକାଳୁ ପ୍ରିୟଙ୍କାଙ୍କ ଜୁହୁ ସ୍ଥିତ ବାସଭବନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସକାଳୁ ତାଙ୍କ ଘର ଭିତରକୁ ଏକ…