Browsing Category

ମନୋରଞ୍ଜନ

ରାଜ କପୁରଙ୍କ ୯୪ତମ ଜନ୍ମ ବାର୍ଷିକରେ, ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି

ରାଜ କପୁରଙ୍କ ବିନା ହିନ୍ଦି ଫିଲ୍ମ ଜଗତ ଅଧୁରା । ୧୯୨୪ ମସିହାରେ କପୁର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ରାଜ କପୁର । ରାଜ କପୁର ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରି ତଥା ଭାରତୀୟ ଥିଏଟରର ଜନ୍ମଦାତା ପୃଥ୍ୱୀରାଜ କପୁରଙ୍କ ୬ଟି ସନ୍ତାନ ମଧ୍ୟରୁ ଜଣେ । ପିତାଙ୍କ ପଥ ଅନୁସରଣ କରି ରାଜ କପୁର ମଧ୍ୟ…

ଜରିନଙ୍କ କାର ଧକ୍କାରେ ବାଇକ ଆରୋହୀ ମୃତ

ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣାଟି ଗୋଆରେ ଘଟିଛି । ବାଇକ ଆରୋହୀ ଜଣକ ଜରିନଙ୍କର କାରରେ ଧକ୍କା ଦେବା ପରେ ତାଙ୍କ ମୁଣ୍ଡ ସିଧା ଯାଇ ରାସ୍ତାର ଡିଭାଇଡରରେ ମାଡ ହୋଇଥିଲା । ଯାହା ଫଳରେ ତାଙ୍କ…

ଜିରୋର ଫିଲ୍ମର ‘ହୁସନ୍ ପରଚମ’ ଗୀତରେ ଦର୍ଶକଙ୍କୁ ମତୁଆଲା କରିବେ କ୍ୟାଟ୍ରିନା

ଶାହାରୁଖ ଖୁବ ଶୀଘ୍ର ତାଙ୍କର ଆଗାମୀ ଫିଲ୍ମ ‘ଜିରୋ’କୁ ନେଇ ପରଦାକୁ ଆସୁଛନ୍ତି । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଥିବାବେଳେ ବର୍ତ୍ତମାନ ଏହାର ସଙ୍ଗୀତ ସବୁ ରିଲିଜ ହେଉଛି । ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବର୍ତ୍ତମାନ ଏହାର ପ୍ରମୋସନ କାର୍ଯ୍ୟ ମଧ୍ୟ ଆରମ୍ଭ…

ଶାହାରୁଖ ନିଜ ପତ୍ନୀଙ୍କ ଠାରୁ ଅଧିକ ସମୟ ଏହି ମହିଳାଙ୍କ ସହ ବିତାଇଥାନ୍ତି, କିଏ ସେ ଜାଣନ୍ତୁ

ଯେଉଁଭଳି ଭାବରେ ବଲିଉଡର କିଙ୍ଗ ଖାନ ସମସ୍ତଙ୍କ ପାଇଁ ଖାସ ଅଟନ୍ତି ଠିକ ସେହିଭଳି କିଙ୍ଗ ଖାନଙ୍କ ସହ ଯୋଡି ହୋଇ ରହିଥିବା ଲୋକମାନେ ମଧ୍ୟ ସେତିକି ଖାସ ଅଟନ୍ତି । ସେଥିପାଇଁ ଶାହାରୁଖଙ୍କ ପ୍ରସଂଶକମାନେ ତାଙ୍କ ସହ ଯୋଡି ହୋଇରହିଥିବା ସମସ୍ତ କଥା ଜାଣିବା ପାଇଁ ଚାହିିଁଥାନ୍ତି, ଯାହା ଶାହାରୁଖ…

ପୁଣି ଥରେ ପୋଲିସ ଭୂମିକାରେ ନଜର ଆସିବେ ରାଣୀ

ରାଣୀ ମୁଖାର୍ଜି ୨୦୧୪ର ସୁପର ହିଟ ଫିଲ୍ମ ମରଦାନୀର ସିକ୍ୱେଲ ‘ମରଦାନୀ-୨’ ପାଇଁ ଜୋରଦାର ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି । ସେ ପୁର୍ନବାର କ୍ରାଇମ ବ୍ରାଞ୍ଚ ବରିଷ୍ଠ ଇନସ୍ପେକ୍ଟର ଶିବାନୀ ଶିବାଜୀ ରାୟର ଭୂମିକାରେ ନଜର ଆସିବେ । ମରଦାନୀର କାହାଣୀ ଚାଇଲ୍ଡ ଟ୍ରାଫିକିଙ୍ଗ ସମ୍ପର୍କରେ ହୋଇଥିବା…

‘ବେଶ୍ୟା’ କହି ଜରିନଙ୍କୁ ଗାଳିଦେଲେ ତାଙ୍କ ମ୍ୟାନେଜର, ମାମଲା ରୁଜୁ

ବଲିଉଡ ଅଭିନେତ୍ରୀ ଜରିନ ଖାନ ନିଜର ଷ୍ଟାଇଲ ଏବଂ ବୋଲ୍ଡ ଅନ୍ଦାଜକୁ ନେଇ ଖୁବ ଚର୍ଚ୍ଚାରେ ରହିଥିବାବେଳେ ବର୍ତ୍ତମାନ ଏକ ବିବାଦକୁ ଟାଣି ହୋଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅଭିନେତ୍ରୀ ଜିରନ ନିଜର ପୂର୍ବତ୍ତନ ମ୍ୟାନେଜର ଅଞ୍ଜଳୀ ଆସ୍ଥାଙ୍କ ଉପରେ ଏକ ମାମଲା ରୁଜୁ କରିଛନ୍ତି ।…

ବିବାହକୁ ନେଇ ନିଜ ମନ ଭିତରର ଦୁଃଖ ବଖାଣିଲେ କ୍ୟାଟ୍ରିନା

ବଲିଉଡରେ ବର୍ତ୍ତମାନ ବିବାହ ଋତୁ ଚାଲିଛି । ଅନୁଷ୍କା, ସୋନମ, ଦୀପିକା ଏବଂ ପ୍ରିୟଙ୍କା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିବାବେଳେ ସେପଟେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିଜ ସଂପର୍କରେ ଖୋଲା ଖୋଲି କଥା କହିଛନ୍ତି । ସାମ୍ବାଦିକ ମାନଙ୍କ ଦ୍ୱାରା ପଚରାଯାଉଥିବା ଏକ ପ୍ରଶ୍ନରେ ଅଭିନେତ୍ରୀ…

ନୂଆ ବର୍ଷରେ ଆଲିଆ-ରଣବୀରଙ୍କ ନୂଆ ଯୋଜନା

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଖୁବ ଜୋରସେ ଚାଲିଛି । ଉଭୟଙ୍କ ମଧ୍ୟରେ ଗଢିଉଠିଥିବା ସଂପର୍କକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ଏହି ଦୁହେଁ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଙ୍ଗରେ ବ୍ୟସ୍ତ ଥିବାବେଳେ ତାଙ୍କୁ ନେଇ…

ଦୀର୍ଘ ଦିନ ପରେ ଭିନ୍ନ ଏକ ଲୁକରେ ନଜର ଆସିଲେ ‘ହନି ସିଙ୍ଗ’

ବଲିଉଡର ଲୋକପ୍ରିୟ ଗାୟକ ତଥା ର‌୍ୟାପର ‘ହନି ସିଙ୍ଗ’ ଦୀର୍ଘ ସମୟ ଧରି ସ୍କ୍ରିନରୁ ଦୂରେଇ ରହିଥିଲେ । କେବଳ ଏତିକି ନୁହେଁ ହନି ବହୁ ଦିନ ଧରି ସଙ୍ଗୀତରୁ ଦୂରେଇ ରହିବା ସହ ସିଲଭର ସ୍କ୍ରିନରୁ ମଧ୍ୟ ଦୂରେଇ ରହିଥିଲେ, ଯେଉଁଥିପାଇଁ ହନିଙ୍କ ପ୍ରଶଂସକମାନେ ତାଙ୍କ ଗୀତ ଏବଂ ତାଙ୍କୁ ବହୁତ ମିସ…

ଦୀର୍ଘ ଦିନର ଚିକିତ୍ସା ପରେ ଏବେ ଘରକୁ ଫେରିଲେ ସୋନାଲି

ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନ୍ୟୁୟର୍କରେ ଦୀର୍ଘ ୫ ମାସ ରହିବା ପରେ ଏବେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଆଜି ଭୋରୁ ଭୋରୁ ଆସି ମୁମ୍ବାଇରେ ପହଞ୍ôଚଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ଜୁଲାଇ ପହିଲାରୁ ସେ ନିଜ ‘ହାଇଗ୍ରେଟ କ୍ୟାନସର’ ଚିକିତ୍ସା ପାଇଁ ନ୍ୟୁୟର୍କ ପ୍ରସ୍ଥାନ…