Browsing Category
ମନୋରଞ୍ଜନ
ରଣବୀରଙ୍କ ପ୍ରତି ଥିବା ଭଲ ପାଇବାକୁ ପରୋକ୍ଷ ଭାବେ ସ୍ୱୀକାର କଲେ ଆଲିଆ
ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସଂପର୍କକୁ ନେଇ କୌଣସି ଏକ ନୂଆ ଖବର ସାମନାକୁ ଆସିବା, ତାହା ଏକ ସାଧାରଣ ଘଟଣା ହୋଇଗଲାଣି । ଉଭୟଙ୍କୁ ସମସ୍ତ ଇଭେଣ୍ଟ ଏବଂ ପାର୍ଟିରେ ଏକାଠି ଦେଖିବାକୁ ମିଳୁଥିବାବେଳେ କିଛି ଦିନ ତଳେ ତାଙ୍କ ବିବାହର ଖବରକୁ ନେଇ ଅନେକ ଚର୍ଚ୍ଚା ଖୁବ ଜୋରସେ ହେବାରେ ଲାଗିଥିଲା…
ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ମଲ୍ଲାଇକା ଏବଂ ଅର୍ଜୁନ
ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲ୍ଲାଇକା ଏବଂ ଅର୍ଜୁନ ନିଜ ସମ୍ପର୍କକୁ ଆଗାମୀ ସ୍ତରରେ ପଦାର୍ପଣ କରିବା ପାଇଁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିଶେଷ ସୂତ୍ର ଅନୁଯାୟୀ ଅର୍ଜୁନ କପୁର ଏବଂ ମଲ୍ଲାଇକା ଅରୋରା ଏପ୍ରିଲ ୧୯ରେ ବିବାହ କରିବାକୁ ଯାଉଛନ୍ତି । ନିଜ…
ଶ୍ରଦ୍ଧାଙ୍କ ବିବାହକୁ ନେଇ ଉଠୁଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଲେ ବାପା
ଗତ କିଛି ଦିନ ହେବ ଶ୍ରଦ୍ଧାଙ୍କ ବିବାହକୁ ନେଇ ନାନାଦି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଶୁଣିବାକୁ ଏହା ମଧ୍ୟ ମିଳିଥିଲା ଯେ, ସେ ଖୁବ ଶୀଘ୍ର ତାଙ୍କ ପ୍ରେମିକ ରୋହନ ଶ୍ରେଷ୍ଠାଙ୍କୁ ବିବାହ କରିପାରନ୍ତି ବୋଲି । ଏହି ଖବରକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରଦ୍ଧା କୌଣସି…
ଅସହାୟ କୁକୁରକୁ ପୋଷ୍ୟ ରୂପେ ଗ୍ରହଣ କଲେ ମାଧୁରୀ
ବଲିଉଡର ଲୋକପ୍ରିୟ ନାୟିକା ମାଧୁରୀ ଏବଂ ତାଙ୍କ ସ୍ୱାମୀ ଶ୍ରୀରାମ ନେନେ ‘ପିପୁଲ ଫର ଏଥିକଲ ଟ୍ରିଟମେଣ୍ଟ ଅଫ ଇଣ୍ଡିଆ’ ଦ୍ୱାରା ଉଦ୍ଧାର କରାଯାଇଥିବା ଏକ କୁକୁର ଛୁଆକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି । ଏହି କୁକୁର ଛୁଆଟିକୁ ଅସହାୟ ଋପେ ଛାଡି ଦିଆଯାଇଥିଲା । କିନ୍ତୁ ମାଧୁରୀ ତାଙ୍କ ପୁଅଙ୍କର…
ରଣବୀରଙ୍କୁ ଛାଡି ଏବେ ସଲମାନଙ୍କ ପ୍ରେମିକା ହେବେ ଆଲିଆ
ବିଶିଷ୍ଟ ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ବଂସାଲିଙ୍କ ଆଗାମୀ ଫିଲ୍ମ ‘ଇନସାଆଲ୍ଲା’ରେ ସଲମାନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଆଲିଆ । ଜୋଆ ଅଖତରଙ୍କ ଫିଲ୍ମ ‘ଗଲି ବୟ’ ବକ୍ସ ଅଫିସରେ ସୁପର ହିଟ ହେବା ପରେ ବର୍ତ୍ତମାନ ସେ ଏହି ଫିଲ୍ମର ଏକ ସିକ୍ୱେଲ ନିର୍ମାଣ କରିବା ପାଇଁ ଯୋଜନା…
ପି.ଏମ ମୋଦିର ପୋଷ୍ଟର ହେଲା ରିଲିଜ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ପି ଏମ ମୋଦିର ପ୍ରସ୍ତୁତକର୍ତ୍ତାଙ୍କ ପକ୍ଷରୁ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ବିବେକ ଓବରଏଙ୍କୁ ବିଭିନ୍ନ ଲୁକରେ ଦେଖିବାକୁ ମିଳୁଛି । ଏହି ଫିଲ୍ମର ପ୍ରଥମ ପୋଷ୍ଟର ସୋମବାର ଦିନ ଫିଲ୍ମ ଟ୍ରେଣ୍ଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଦ୍ୱାରା ଟ୍ୱିଟରରେ…
‘ବିଜୁ ବାବୁ’ର ଟ୍ରେଲର ଏବଂ ମ୍ୟୁଜିକ୍ ରିଲିଜ, ଦେଖନ୍ତୁ ଭିଡିଓ
ବହୁପ୍ରତିକ୍ଷୀତ, ଫିଚର ଚଳଚ୍ଚିତ୍ର, ‘ବିଜୁ ବାବୁ’ର ଟ୍ରେଲର ଏବଂ ମ୍ୟୁଜିକ୍ ୧୮ ମାର୍ଚ୍ଚରେ ମହାରାଜା ଥିଏଟରରେ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଦିପନାର ସହିତ ରିଲିଜ୍ କରାଯାଇଛି । ଏହି ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ହେଉଛି ଡ଼ଃ. ନିଳମାଧବ ପଣ୍ଡାଙ୍କର (ପଦ୍ମଶ୍ରୀ) ପ୍ରଥମ ଓଡ଼ିଆ ଫିଚର ଚଳଚ୍ଚିତ୍ର ।…
ନିଜ ପ୍ରେମିକାଙ୍କ ସହ ଜନ୍ମ ଦିନ ପାଳନ କଲେ ଆଲିଆ
ଆଲିଆ ଭଟ୍ଟ ମାର୍ଚ୍ଚ ୧୫ରେ ନିଜର ଅନ୍ତରଙ୍ଗ ବନ୍ଧୁ ଏବଂ ପରିଜନଙ୍କ ସହିତ ଜନ୍ମ ଦିନ ପାଳନ କରିଛନ୍ତି । ସେ ତାଙ୍କ ବୟଫ୍ରେଣ୍ଡ ରଣବୀରଙ୍କ ସହିତ ମଧ୍ୟ ନିଜର ଜନ୍ମ ଦିନ ପାଳନ କରୁଥିବାର ନଜର ଆସିଥିଲେ । ର୍ୟୁମର ଏହା ମଧ୍ୟ ଆସିଥିଲା ଯେ, ରଣବୀର ତାଙ୍କ ଲେଡିଲଭଙ୍କ ପାଇଁ କିଛି ସ୍ୱତନ୍ତ୍ର…
ରାକେଶ ଶର୍ମାଙ୍କ ବାୟୋପିକରୁ ଆଉଟ ହେଲେ ଶାହାରୁଖ
ଶାହାରୁଖଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ଜିରୋର ବିଫଳତା ପରେ ଶାହାରୁଖ ଖାନ ରାକେଶ ଶର୍ମାଙ୍କ ବାୟୋପିକ ‘ସାରେ ଜାହାଁ ସେ ଅଚ୍ଛା’ରୁ କ୍ୱିଟ କରିଛନ୍ତି । ମହାକାଶ ଚାରୀ ରାକେଶ ଶର୍ମାଙ୍କ ବାୟୋପିକକୁ କ୍ୱିଟ କରିବାର କାରଣ ଡନ-୩ ହୋଇପାର ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଜିରୋ ଫିଲ୍ମରେ ସ୍ପେସରେ…
ଖୁବ ଶୀଘ୍ର ରିଲିଜ ହେବ ଆଲିଆ ଏବଂ ରଣବୀରଙ୍କ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ର
ବଲିଉଡରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପ୍ରେମ କାହାଣୀ ଖୁବ ଚର୍ଚ୍ଚାରେ ରହିଛି । ଏହି ସମୟରେ ନିର୍ଦ୍ଦେଶକ ଆୟାନ ମୁଖାର୍ଜିଙ୍କ ଫିଲ୍ମ ବ୍ରାହ୍ମାସ୍ତ୍ର ତାଙ୍କର ପ୍ରେମ କାହାଣୀରେ ଆଉ ଏକ ସଫଳ ଗିଅର ରୂପେ କାମ କରିବ । ଆଲିଆ ଏବଂ ରଣବୀରଙ୍କ ଫିଲ୍ମ ଚଳିତ ଖ୍ରୀଷ୍ଟମାସରେ ରିଲିଜ ହେବାକୁ…