Browsing Category
ମନୋରଞ୍ଜନ
ବଲିଉଡକୁ ନେଇ ଏକ ବଡ ଖୁଲାସା କଲେ ନେହା, କହିଲେ ଗୀତ ଗାଇବା ପାଇଁ ତାଙ୍କୁ ମିଳେ ନାହିଁ ଟଙ୍କା
‘ଆଙ୍ଖ ମାରେ’, ‘ହୋ ସାକି’ , ‘ଦିଲବର’ ଏବଂ ‘କାଲା ଚଷାମ’ ଭଳି ଅନେକ ହିଟ ସଙ୍ଗୀତ ବଲିଉଡକୁ ଭେଟି ଦେଇଥିବା ନେହା କକ୍ଡ ବଲିଉଡ ଜଗତକୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି ଯେ, ଫିଲ୍ମ ଜଗତରେ ଗାୟିକଙ୍କୁ ଗୀତ ପାଇଁ କ୍ୱିଚିତ ଦରମା ମିଳେ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଆମକୁ…
ଗୌରୀଙ୍କୁ ପାଇବା ପାଇଁ ୫ ବର୍ଷ ହିନ୍ଦୁ ହୋଇ ରହିଥିଲେ ଶାହାରୁଖ
ଯଦି କୌଣସି ଜିନିଷକୁ ତୁମେ ପୂରା ନିଷ୍ଠାର ସହ ଚାହୁଁଛ, ତେବେ ସାରା ଦୁନିଆ ତୁମକୁ ତାହା ସହ ମିଶାଇବା ପାଇଁ ଲାଗି ପଡିଥାଏ ।’ ଶାହାରୁଖ ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ର ଏହି ଡାଇଲଗ ତାଙ୍କ ଜୀବନରେ ସତ ପ୍ରମାଣିତ ହୋଇଛି । ସେ ଯାହା ଚାହିଁଥିଲେ ତାହା ହାସଲ କରିଛନ୍ତି । ତାହା ତାଙ୍କର…
ଦୂରଦର୍ଶନରେ ପୁଣିଥରେ ପ୍ରସାରିତ ହେବ ‘ଦ ଜଙ୍ଗଲ୍ ବୁକ୍’
ନୂଆଦିଲ୍ଲୀ,୮ ଏପ୍ରିଲ ୨୦୨୦: କରୋନା ଭାଇରସ୍ର ସଂକ୍ରମଣକୁ ରୋକିବା ପାଇଁ ଏବେ ଦେଶବ୍ୟାପୀ ୨୧ ଦିନର ଲକ୍ଡାଉନ୍ ଜାରି ରହିଛି । ସମସ୍ତ ଫିଲ୍ମ ଓ ଟିଭି ଶୋଗୁଡିକର ସୁଟିଙ୍ଗ୍ ମଧ୍ୟ ବନ୍ଦ ରହିଛି । ତେଣୁ ଟିଭି ଚ୍ୟାନେଲଗୁଡିକ ଭିନ୍ନ ଭିନ୍ନ ଶୋ’ର ରିପିଟ୍ ଟେଲିକାଷ୍ଟ କରିବା ସହ କିଛି ପୁରୁଣା…
ଅନ୍ଲାଇନରେ ରିଲିଜ ହେଲା ଇଫ୍ରାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅଙ୍ଗ୍ରେଜି ମିଡିୟମ’
ଅଭିନେତା ଇଫ୍ରାନ ଖାନଙ୍କ ଫିଲ୍ମ ‘ଅଙ୍ଗ୍ରେଜି ମିଡିୟମ’ ନିକଟ କିଛି ଦିନ ତଳେ ରିଲିଜ ହୋଇଥିବାବେଳେ କରୋନାକୁ ନେଇ ଉପୁଜିଥିବା ଲକଡାଉନ କାରଣ ପାଇଁ ଏହି ଫିଲ୍ମ ଅଧିକ ଦିନ ଯାଏଁ ସିନେମା ହଲମାନଙ୍କରେ ଚାଲି ପାରି ନଥିଲା । ସେପଟେ ବକ୍ସ ଅଫିସ କଲେକସନରେ ମଧ୍ୟ ଏହି ଫିଲ୍ମ ଫଛରେ ପଡିଯାଇଥିବା…
ଟିଆରପି ମାମଲାରେ ସମସ୍ତଙ୍କୁ ପଛରେ ପକାଇଲା ‘ରାମାୟଣ’
ଦେଶରେ କରୋନା ଭାଇରସକୁ ନେଇ ନିକଟରେ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ଲୋକମାନେ ଘରୁ ନବାହାରିବା ପାଇଁ ମନା କରିଦେଇଥିଲେ। ଏହା ଭିତରେ ସରକାର ଦୂରଦର୍ଶନରେ ପ୍ରଚଳିତ ସିରିୟଲ ରାମାୟଣକୁ ଦ୍ବିତୀୟ ଥର ପ୍ରସାରଣ କରିବାକୁ ଗୋଷଣା କରିଥିଲେ। ଯାହାଫଳରେ ଲୋକମାନେ ଘର…
ଲକ୍ଡାଉନ ଅବମାନନାକାରୀଙ୍କୁ ଉଚିତ୍ ଜବାବ ଦେଲେ ରାଜ କୁମାର, ଭିଡିଓ ସେୟାର କଲେ ଅଜୟ ଦେବଗନ
କରୋନା ଭାଇରସ କାରଣରୁ ଦେଶରେ ଲକଡାଉନ ପରିସ୍ଥିତି ଉପୁଜିଥିବାବେଳେ ସରକାର ଲୋକଙ୍କୁ ଏହି ସମୟରେ ଘରେ ରହିବା ପାଇଁ ଉପଦେଶ ଦେଇଛନ୍ତି । କିନ୍ତୁ ଅତି ଆବଶ୍ୟକତା ନହେଲେ କେହି ଘରୁ ବାହାରୁ ନାହାନ୍ତି । ଏହି ମଧ୍ୟରେ ବଲିଉଡ ଅଭିନେତା ସମସ୍ତଙ୍କୁ ଏହି ଜଟିଳ ସମୟରେ ଘରୁ ନବାହାରିବା ପାଇଁ ନିବେଦନ…
ଗ୍ଳୋବାଲ ସଂସ୍ଥାରେ ଦାନ କରି ଟ୍ରୋଲର ଶିକାର ହେଲେ କରୀନା ଓ ସୈଫ’-ଇନଷ୍ଟାଗ୍ରାମରେ ଆକ୍ରୋଶ ଦେଖାଇଲେ ୟୁଜର
ପୁରା ଦୁନିଆ ଏବେ କରୋନାର ଚକ୍ରବ୍ୟୁହରେ ଫସି ରହିଛି । ବଡ଼ ବଡ଼ ଦେଶ ମଧ୍ୟ ଏହି ଭୟଙ୍କର ଭାଇରସକୁ ଅଟକାଇପାରୁ ନାହାନ୍ତି । ଭାରତରେ ମଧ୍ୟ ଏହି ଭାଇରସର କାୟା ବିସ୍ତାର ଚାଲଛି । ଏମିତିରେ ପୁରା ଦେଶରେ ଲୋକଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ପ୍ରଶାସନ ଠୁ ଆରମ୍ଭ କରି ବହୁ ସେଲିବ୍ରିଟି ଏବଂ…
ଦୀର୍ଘ ଦିନର ବିଚ୍ଛେଦ ପରେ ଏବେ ଏକାଠି ହେଲେ ହ୍ରିତିକ ଏବଂ ସୁସେନ
ବିବାହ ବିଚ୍ଛେଦ ପରେ ପୁଣି ଏକାଠି ହେଲେ ହ୍ରିତିକ ରୋଶନ ଓ ସୁସେନ ଖାନ୍। ସେ ଲକ୍ ଡାଉନ୍ ଯୋଗୁଁ କିଛି ଦିନ ଏକାଠି ରହିବା ପାଇଁ ଆସିଥିବା କହିଛନ୍ତି । ନିଜ ଇନଷ୍ଟାଗ୍ରାମରେ ଏ ବିଷୟରେ ହ୍ରିତିକ୍ ରୋଶନ ସୂଚନା ଦେଇଛନ୍ତି। ସୁସେନ ହେଉଛନ୍ତି ହ୍ରିତିକ୍ଙ୍କ ପୂର୍ବତନ ପତ୍ନୀ । ତାଙ୍କର ଦୁଇଟି…
ନଦୀରେ କୁମ୍ଭୀର ଥିବାର କଥା ଶୁଣି ଡରିଗଲେ ରଜନୀକାନ୍ତ, ପୁଣି ବିୟରଙ୍କ ହାତ ଧରି ପାର ହେଲେ ନଦୀ
ସାଉଥ ସୁପରଷ୍ଟାର ରଜନୀକାନ୍ତ ନିକଟ କିଛି ଦିନ ତଳେ ବୟର ଗ୍ରିଲ୍ସଙ୍କ ସହ ଲୋକପ୍ରିୟ ସୋ’ ମ୍ୟାନ ଭର୍ସସେ ୱାଇଲ୍ଡରେ ଆସିଥିବାବେଳେ ଏହି ସୋ’ରେ ଏକ ମଜାଦାର ଘଟଣା ସେତେବେଳେ ଘଟିଲା ଯେତେବେଳେ ଆକ୍ସନ ହିରୋ ରଜନୀକାନ୍ତ କୁମ୍ଭୀର ନାମ ଶୁଣି ଡରିଯାଇଥିଲେ ।
ବିୟର ଗ୍ରିଲ୍ସ ସୋ’ ମାଧ୍ୟମରେ ନଦୀ…
ଆଇସୋଲେସନରେ ରହି ମଧ୍ୟ ଝରକା ବାଟେ ଟେନିସ ଖେଳିଲେ ଦୁଇ ଯୁବକ, ଭିଡିଓ ଭାଇରାଲ
ସାରା ବିଶ୍ୱରେ କରୋନା ଭାଇରସ ଭୟରେ ଲୋକେ ଆତଙ୍କିତ ହୋଇ କେହିବି ଘରୁ ପାଦ କାଢୁ ନଥିବାବେଳେ ଏହାକୁ ନେଇ ଅନେକଙ୍କୁ ବିରକ୍ତିକର ସମ୍ମୁଖୀନ ହେବାକୁ ମଧ୍ୟ ପଡୁଛି । ଏହି ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି, ଯାହାକି ଲୋକଙ୍କୁ ବରକ୍ତିକର…