Browsing Category

ମନୋରଞ୍ଜନ

୩ କୋଟି ମୂଲ୍ୟର ମାସ୍କ ପିନ୍ଧି ପ୍ରଶଂସକଙ୍କ ହୋସ ଉଡ଼ାଇଲେ ଏହି ଅଭିନେତ୍ରୀ

ନିକଟରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌଟେଲା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ହୀରାର ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି। ବର୍ତ୍ତମାନ ଏହି ମାସ୍କର ମୂଲ୍ୟ ଜଣା ପଡିଛି ଯାହା ମୂଲ୍ୟ କୋଟିରେ ରହିଛି । ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌଟେଲା ତାଙ୍କ ଲୁକ ପାଇଁ…

BAFTA ରେ ଋଷି କପୁର ଏବଂ ଇରଫାନ ଖାନଙ୍କୁ ଦିଆଗଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଗତ ବର୍ଷ ଏପ୍ରିଲ୍ ନିଶ୍ଚିତ ଭାବରେ ବଲିଉଡରେ ଏକ ଦୁଃଖଭରା ମାସ ଥିଲା | ଗତ ବର୍ଷ ଏପ୍ରିଲରେ ଆମେ ଜଣେ ନୁହେଁ ବରଂ ଆମର ଦୁଇଜଣ ମହାନ କଳାକାର - ଇରଫାନ୍ ଖାନ୍ ଏବଂ ଋଷି କପୁରଙ୍କୁ ହରାଇଦେଇଛୁ ଯାହାକି ବଲିଉଡ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ଛାଡ଼ିଯାଇଛି । ନିକଟରେ ୭୪ତମ ବ୍ରିଟିଶ ଏକାଡେମୀ…

୨୦୨୧ ବୋର୍ଡ ପରୀକ୍ଷା ବାତିଲ ସପକ୍ଷରେ ବାହାରିଲେ ସୋନୁ ସୁଦ

ବଲିଉଡ ଅଭିନେତା ସୋନୁ ସୁଦ ନିକଟରେ ଛାତ୍ରମାନଙ୍କ ସମର୍ଥନରେ ବାହାରିଛନ୍ତି । ଏକ ଭିଡିଓ ସେୟାର କରି ୨୦୨୧ ଅଫଲାଇନ୍ ବୋର୍ଡ ପରୀକ୍ଷା ବାତିଲ କରିବାକୁ ସେ ଦାବି କରିଛନ୍ତି । ଏଥିପାଇଁ ସେ ଅନେକ ଉଦାହରଣ ମଧ୍ୟ ଦେଇଛନ୍ତି । କରୋନା ଭାଇରସ୍ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସୋନୁ…

ଚତୁର୍ଥ ଶ୍ରେଣୀ ସିଲାବସରେ ସ୍ଥାନ ପାଇଲା କମେଡି କିଙ୍ଗ କପିଲ ଶର୍ମାଙ୍କ କାହାଣୀ

କମେଡି କିଙ୍ଗ କପିଲ ଶର୍ମାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତେ ତାଙ୍କ କମେଡିର ଦିୱାନା । ତେବେ ଏପର୍ଯ୍ୟନ୍ତ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ଅନେକ ଉତ୍ଥାନ-ପତନ ପରେ କପିଲ ତାଙ୍କ ନାମ ଅର୍ଜନ କରିଛନ୍ତି । ଏଥି ସହିତ କପିଲ…

ଜିଓ ପାଳନ କରୁଛି ୨୦୨୧ କ୍ରିକେଟ ସିଜନ

ଭୁବନେଶ୍ୱର / ମୁମ୍ବାଇ: ବର୍ଷର ପୁଣି ସେହି ସମୟ ଉପନୀତ ହୋଇଛି । ବିଶ୍ୱର ସବୁଠାରୁ ଲୋକପ୍ରିୟ ଟ୍ୱେଣ୍ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ରେ ସେମାନଙ୍କର ପ୍ରିୟ ଦଳ ଓ ଖେଳାଳି ଆକ୍ସନକୁ ଓହ୍ଲାଇବା ପରେ ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକମାନେ ଗଗନ ପବନରେ ଏକ ରୋମାଂଚ ଅନୁଭବ କରିବେ ।…

୨୫ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକା ଦେବା ପାଇଁ ସରକାରଙ୍କୁ ଅନୁରୋଧ କଲେ ସୋନୁସୁଦ

ଦେଶରେ କରୋନା ସ୍ଥିତି ଭୟାବହ ହୋଇଛି। ଅନେକ ରାଜ୍ୟର ସ୍ଥିତି ଗମ୍ଭୀର ରହିଛି। ମୁମ୍ବାଇ ଓ ଦିଲ୍ଲୀରେ କରୋନା ବେକାବୁ ହୋଇଛି। ଲଗାତାର କରୋନା ମାମଲା ବୃଦ୍ଧି ପାଉଥିବା ଦେଖି ରାଜ୍ୟ ସରକାର କରୋନା ନିୟମ କଡାକଡି କରିବା ଆରମ୍ଭ କରିଛନ୍ତି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ଦେଶରେ…

ଧୋନୀଙ୍କ ନୂଆ ପାଳିର ଆରମ୍ଭ , ‘କ୍ୟାପଟେନ ୭’ ହୋଇ କରିବେ ଗୁଇନ୍ଦାଗିରି

ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ନୂଆ ପାଳି ଆରମ୍ଭ କରିବା ପାଇଁ ସଂପୂ୍‌ର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଧୋନୀ ବଡ ପରଦାରେ ଧମାଲ ମଚେଇବାର ନଜର ଦେଖିବାକୁ ମିଳିବ । କଥାଟି ଏହା ଯେ, ଧୋନୀ ଏକ ଗୁପ୍ତଚର ଏନିମେଟେଡ ସିରିଜ ନିର୍ମାଣ କରିବାକୁ…

ଗର୍ଭବତୀର ଘୋଷଣା ପରେ ପ୍ରଥମ ଥର ପାଇଁ ମିଡିଆ ସାମନାକୁ ଆସିଲେ ଦିୟା, ଦେଖନ୍ତୁ ଭିଡିଓ

ନିକଟରେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ନିଜ ପ୍ରଶଂସକଙ୍କୁ ଖୁବ ଭଲ ଖବର ଜଣାଇଥିଲେ । ଦିୟା ବେବି ବମ୍ପ ସହିତ ନିଜର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରି ସେ ଗର୍ଭବତୀ ଥିବା ସଂପର୍କରେ ସୂଚନା ଦେଇଥିଲେ । ବିବାହର ପାଖାପାଖି ଦୁଇ ମାସ ପରେ ହନିମୁନ ଭ୍ୟାକେସନ ସମୟରେ ଦିୟା ନିଜେ…

‘ରାମ ସେତୁ’ ଚଳଚ୍ଚିତ୍ରର ୪୫ କଳାକାର କରୋନା ପଜିଟିଭ, ଅଧାରୁ ବନ୍ଦ ହେଲା ଶୁଟିଂ

ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ରାମ ସେତୁ’ର ୪୫ କଳାକାର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟ କଳାକାରଙ୍କ ପରୀକ୍ଷା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଫଳରେ ତୁରନ୍ତ ସଂକ୍ରମିତମାନଙ୍କୁ କ୍ୱାରେଣ୍ଟାଇନରେ…

୪୭ ବର୍ଷରେ ପଦାର୍ପଣ କଲେ ପ୍ରଭୁଦେବା

୪୭ ବର୍ଷରେ ପାଦ ଥାପିଲେ ଡ୍ୟାନ୍ସ ମହାଗୁରୁ ପ୍ରଭୁଦେବା । ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ, ଡ୍ୟାନ୍ସର ଓ ପ୍ରଯୋଜକ ମଧ୍ୟ । ଗତ ୩୨ ବର୍ଷ ଧରି ବଲିଉଡ ଓ ଟଲିଉଡରେ ରାଜ୍ କରୁଛନ୍ତି ଏହି ଭର୍ସାଟାଇଲ୍ ପର୍ସନ । ୧୯୭୩ ଆଜିର ଦିନରେ କର୍ଣ୍ଣାଟକର ମହୀଶୂରରେ ଜନ୍ମଗ୍ରହଣ କରିଥିଲେ । ଦୁଇ…