Browsing Category
ବାଣିଜ୍ୟ
ମ୍ୟାକେନରୋ ପକ୍ଷରୁ ସିକ୍ରେଟ ଟେମ୍ପଟେସନର ଶୁଭାରମ୍ଭ
ଅଗ୍ରଣୀ ମହିଳା ସୁଗନ୍ଧ ବ୍ରାଣ୍ଡ ମ୍ୟାକେନରୋ ପକ୍ଷରୁ ଭୁବନେଶ୍ୱରରେ ସିକ୍ରେଟ ଟେମ୍ପଟେସନ ନିଜର ନୂତନ ବ୍ରାଣ୍ଡର ଶୁଭାରମ୍ଭ କରିଛି । ଓନ ୟୋର ଟେମ୍ପଟେସନ ଜରିଆରେ ମହିଳାଙ୍କୁ ଆତ୍ମବିଶ୍ୱାସର ସହିତ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ପ୍ରୋତ୍ସାହିତ କରୁଛି । ଏହି ଅବସରରେ ମ୍ୟାକେନରୋର…
ଅନର୍ ୯ଏନ୍ ସ୍ମାର୍ଟଫୋନ୍ କେବଳ ଫ୍ଲିପକାର୍ଟରେ ଉପଲବ୍ଧ
ହୁୱାଇର ସବ୍-ବ୍ରାଣ୍ଡ ଅନର୍ ତାହାର ପରବର୍ତ୍ତୀ ସ୍ମାର୍ଟଫୋନ୍- ଅନର୍ ୯ଏନର ଘୋଷଣା କରିଛି, ଯାହାକି କେବଳ ସ୍ୱତନ୍ତ୍ରଭାବେ ଫ୍ଲିପକାର୍ଟରେ ଉପଲବ୍ଧ ହେବାକୁ ଯାଉଛି । ‘ନୋ ଅର୍ଡିନାରୀ ବିୟୁଟି’ ସ୍ଲୋଗାନକୁ ସାମିଲ କରି ଅନର୍ ୯ଏନର ଶୁଭାରମ୍ଭ ଭାରତରେ ୨୪ ଜୁଲାଇ ୨୦୧୮ରେ ହେବାକୁ ଯାଉଛି । ଉକ୍ତ…
ଗ୍ରାହକମାନଙ୍କ ପାଇଁ କେଏଫ୍ସି ଆଣୁଛି ସ୍ୱାଦିଷ୍ଟ କ୍ରଞ୍ôଚ ବର୍ଗର
ବିଶ୍ୱର ଅଗ୍ରଣୀ ରେଷ୍ଟୁରାଣ୍ଟ ବ୍ରାଣ୍ଡ କେଏଫ୍ସି ଗ୍ରାହକମାନଙ୍କ ପାଇଁ ସ୍ୱାଦିଷ୍ଟ କ୍ରଞ୍ôଚ ବର୍ଗର ଆଣିଦେଉଛି । ଏହି ବର୍ଗରରେ ରହିଛି କ୍ରିମ୍ ସହିତ ସୁସ୍ୱାଦୁ ସସ୍ ଓ ଏହାର ଉପର ସ୍ତରରେ ରହିଛି କ୍ରଞ୍ଚ, ଯାହା ଗ୍ରାହକମାନଙ୍କୁ ଅପୂର୍ବ ସ୍ୱାଦ ପ୍ରଦାନ କରି କ୍ରଞ୍ôଚ ବର୍ଗରର ଭରପୁର ମଜା…
ଓଡ଼ିଶାରେ ନିଜର ନେଟୱାର୍କ ସଂପ୍ରସାରଣ କରିବ ଏୟାରଟେଲ
ଭାରତର ବୃହତ ଦୂରସଂଚାର ସେବା ପ୍ରଦାନକାରୀ ସଂସ୍ଥା, ଭାରତୀ ଏୟାରଟେଲ୍ ଆଜି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଯୋଜନା କରାଯାଇଥିବା ଏହାର ବିଶାଳ ନେଟୱାର୍କ ଯୋଜନା ବିଷୟରେ ଘୋଷଣା କରିଛି । ଯେଉଁଥିରେ ସେ ତାହାର ଦୃତ ମୋବାଇଲ ଡାଟାକୁ ଓଡ଼ିଶାରେ ଆହୁରି ସଂପ୍ରସାରଣ କରିବା ପାଇଁ ଯୋଜନା କରିଛି ।…
ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଜେଡବ୍ଲାକ ଲକଜୁରୀର ଶୁଭାରମ୍ଭ
ଇନ୍ଦୋର(ଏମ୍ପି) ସ୍ଥିତ ମହିଶୂର ଡିପ ଫର୍ଫମ୍ୟୁରୀ ହାଉସ (ଏମଡିପିଏଚ) ପକ୍ଷରୁ ଓଡିଶାରେ ସୁଗନ୍ଧଯୁକ୍ତ ଅଗ୍ରଣୀ ଧୂପକାଠି ଜେଡବ୍ଲାକ ଲକ୍ଜୁରୀର ଶୁଭାରମ୍ଭ କରାଯାଇଛି । ଓଡ଼ିଶାରେ ଜେଡବ୍ଲାକ ଏରିଜର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଥିବା ଓଡିଆ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀ ଜାତୀୟ…
ପୁଞ୍ଜିନିବେଶ କରିବା ପାଇଁ ବର୍ତ୍ତମାନ ଏସବିଆଇ ଦେଉଛି ପରାମର୍ଶ
ଆପଣ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି କି? କିମ୍ବା ପୁଞ୍ଜିନିବେଶ କଲେ ଆପଣଙ୍କ ମନରେ କ୍ଷତି ହୋଇଯିବାର ଭୟ ଅଛି କି ? ତେବେ ଏସବୁ ସମସ୍ୟାର ସମାଧନ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆ) ଆପଣଙ୍କ ପାଇଁ ଆଣିଛି “ନିବେଶ କେ ନୁସକେ” । ଭାରତର ଅଗ୍ରଣୀ ମ୍ୟୁଚୁଆଲ ଫଣ୍ଡ, ଏସବିଆଇ ମ୍ୟୁଚୁଆଲ…
ମହିନ୍ଦ୍ରାର ସମ୍ପୂର୍ଣ୍ଣ ନୂଅା ଟିୟୁଭି ୩୦୦ ପ୍ଲସ୍
୨୦.୭ ବିଲିଅନ୍ ଡଲାର ମହିନ୍ଦ୍ରା ଗ୍ରୁପ୍ର ଏକ ଅଂଶ ମହିନ୍ଦ୍ରା ଅାଣ୍ଡ ମହିନ୍ଦ୍ରା ଲିମିଟେଡ୍ (ଏମ୍ଅାଣ୍ଡ୍ଏମ୍) ପକ୍ଷରୁ ଅାଜି ଟିୟୁଭି୩୦୦ ପ୍ଲସ୍ ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି ଅଧିକ ସ୍ଥାନ ଥିବା ଇଂଟେରିୟର ଓ ଅାରାମଦାୟକ ଗାଡ଼ିଚାଳନା ଅନୁଭୂତି ସହିତ ଏକ ପ୍ରିମିୟମ୍ ଓ ଶକ୍ତ…
ଅାମାଜନ୍ ଡଟ୍ ଇନର ସ୍କୁଲ ବୁକ୍ ଷ୍ଟୋର
ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଅାମାଜନ୍ ଡଟ୍ ଇନ୍ ପକ୍ଷରୁ ଅାଜି ଏହାର ନୂତନ ସ୍କୁଲ୍ ବୁକ୍ ଷ୍ଟୋରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି ଏହି ଷ୍ଟୋରରେ ଶିକ୍ଷାର୍ଥୀଙ୍କ ଉପଯୋଗୀ ସ୍କୁଲ ବୁକ୍, ଏକାଡେମିକ୍ ବୁକ୍ ଏବଂ ବିଭିନ୍ନ ପ୍ରକାର ଅାବଶ୍ୟକୀୟ ସାମଗ୍ରୀ ରହିଛି ଅଭିଭାବକମାନେ ଗୋଟିଏ…
ଜିପ୍ କମ୍ପାସର ‘ବେଡରକ‘ ଲିମିଟେଡ୍ ଏଡିସନ୍
ଏଫସିଏ ଇଣ୍ଡିଅା ପକ୍ଷରୁ ଜିପ୍ କମ୍ପାସର ‘ବେଡରକ‘ ଲିମିଟେଡ୍ ଏଡିସନକୁ ଉନ୍ମୋଚନ କରାଯାଇଛି ।
ଜିପ୍ କମ୍ପାସ୍ ହେଉଛି ଅାଜି ଦିନରେ ସଡ଼କରେ ଥିବା ସବୁଠୁ ସୁରକ୍ଷିତ ଏସ୍ୟୁଭି, ଯାହା ୨୦୧୭ ଜୁଲାଇ ୩୧ରେ ଉନ୍ମୋଚିତ ହୋଇଥିଲା ଓ ସେହିଦିନଠାରୁ ଏହା ଭାରତୀୟ ଏସୟୁଭି ବଜାରରେ ପ୍ରତିଦ୍ୱନ୍ଦିତାକୁ…
ଜାଗୁଅାର ଏଫ୍-ଟାଇପ୍ ଏସ୍ଭିଅାର୍ ବୁକିଂ ଅାରମ୍ଭ
ଜାଗୁଅାର ଲ୍ୟାଣ୍ଡ ରୋଭର ଇଣ୍ଡିଅା ପକ୍ଷରୁ ଭାରତରେ ଜାଗୁଅାର ଏଫ୍-ଟାଇପ୍ ଏସ୍ଭିଅାର୍ର ବୁକିଂ ଅାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି ଏହାକୁ ଏରୋଡାଇନାମିକ୍ସ ଇିନିୟରଙ୍କ ଦ୍ୱାରା ନିର୍ମାଣ କରାଯାଇଛି
ଏଥିରେ ୫.୦ଲି ସୁପର ଚାର୍ଜଡ୍ ଭି-୮ ଇିନ୍, ୪୨୩ କିଲୋଓ୍ୱାଟ ୍ ପାଓ୍ୱାର ଅାଉଟପୁଟ ଏବଂ…