ମହିନ୍ଦ୍ରାର ସମ୍ପୂର୍ଣ୍ଣ ନୂଅା ଟିୟୁଭି ୩୦୦ ପ୍ଲସ୍


 

୨୦.୭ ବିଲିଅନ୍ ଡଲାର ମହିନ୍ଦ୍ରା ଗ୍ରୁପ୍ର ଏକ ଅଂଶ ମହିନ୍ଦ୍ରା ଅାଣ୍ଡ ମହିନ୍ଦ୍ରା ଲିମିଟେଡ୍ (ଏମ୍ଅାଣ୍ଡ୍ଏମ୍) ପକ୍ଷରୁ ଅାଜି ଟିୟୁଭି୩୦୦ ପ୍ଲସ୍ ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି ଅଧିକ ସ୍ଥାନ ଥିବା ଇଂଟେରିୟର ଓ ଅାରାମଦାୟକ ଗାଡ଼ିଚାଳନା ଅନୁଭୂତି ସହିତ ଏକ ପ୍ରିମିୟମ୍ ଓ ଶକ୍ତ ସମ୍ପୂର୍ଣ୍ଣ ବିଶ୍ୱାସୀ ଏସ୍ୟୁଭି ଜରିଅାରେ ନିଜ ଜୀବନଶୈଳୀରେ ଉନ୍ନତି ଅାଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଏହାକୁ ଉନ୍ମୋଚନ କରାଯାଇଛି  ।
୯.୪୭ ଲକ୍ଷ ଟଙ୍କା (ଏକ୍ସ ସୋରୁମ୍, ମୁମ୍ବାଇ) ସହିତ ଟିୟୁଭି୩୦୦ ପ୍ଲସ୍ ଭାରତୀୟ ଅଟୋ ଶିଳ୍ପରେ ୧୦ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟରେ ଏକ ସମସାମୟିକ, ଶକ୍ତିଶାଳୀ ଓ ନମନୀୟ ୯-ସିଟର ବାସ୍ତବ-ଅତି ବିଶ୍ୱାସୀର ଅଭାବକୁ ପୂରଣ କରିବ ଟିୟୁଭି୩୦୦ ପ୍ଲସ୍ରେ ରହିଛି ପ୍ରମାଣିତ ହୋଇଥିବା ୨.୨ ଲିଟର ଏମ୍ହକ୍ ଇଂଜିନ ଯାହା ୮୮ କେଡବ୍ଲୁ୍ୟ (୧୨୦ ବିଏଚ୍ପି) ଶକ୍ତି ପ୍ରଦାନ କରିବ ଏହା ୬-ସ୍ପିଡ୍ ମାନୁଅାଲ୍ ଟ୍ରାନ୍ସମିସନ୍ ସହିତ ଅାସୁଛି ଯାହା ରାଜପଥରେ ଗାଡ଼ିଚାଳନାରେ ଅନୁଭୂତିରେ ଉନ୍ନତି ଅାଣିବ ଏହା ଷ୍ଟାଇଲିସ୍ ଓ ଶକ୍ତିଶାଳୀ ବିନ୍ୟାସ ସହିତ ଶକ୍ତ ଡିଜାଇନ୍ ଓ ସମ୍ପୂର୍ଣ୍ଣ ବିଶ୍ୱାସୀ ଏସ୍ୟୁଭିର ସ୍ବରୂପ ପ୍ରଦାନ କରିବ ଏହାର ଇଂଟେରିୟରକୁ ଇଟାଲିଅାନ୍ ଡିଜାଇନ୍ ହାଉସ୍, ପିନିଫାରିନା ଦ୍ୱାରା ଡିଜାଇନ୍ କରାଯାଇଛି ଓ ଫକ୍ସ ଚମଡ଼ା ସିଟ୍ ଟିୟୁଭି ୩୦୦ ପ୍ଲସ୍କୁ ଏକ ପ୍ରିମିୟମ୍ ଅନୁଭୂତି ପ୍ରଦାନ କରିବ ଏହା ୧୭.୮ ସେମି ଟଚସ୍କ୍ରିନ୍ ଇନ୍ଫୋଟେନ୍ମେଂଟ୍ ସହିତ ଜିପିଏସ୍ ନାଭିଗେସନ୍, ଇକୋ ମୋଡ୍, ହାଇବ୍ରିଡ୍ ପ୍ରଯୁକ୍ତି ଭଳି ଅନେକ ହାଇ-ଟେକ୍ ବୈଶିଷ୍ଟ୍ୟ ପ୍ରଦାନ କରୁଛି ।

ବିଜୟ ରାମ ନାକରା, ମୁଖ୍ୟ-ବିକ୍ରି ଓ ମାର୍କେଟିଂ-ଅଟୋମୋଟିଭ୍ ସେକଟର, ମହିନ୍ଦ୍ରା ଅାଣ୍ଡ ମହିନ୍ଦ୍ରା ଲିମିଟେଡ୍ କହିଛ‘ି ଯେ, ୨୦୧୫ ସେପ୍ଟମ୍ବେରରେ ଉନ୍ମୋଚନ ହେବା ପରଠାରୁ, ରାସ୍ତାରେ ୮୦,୦୦୦ରୁ ଅଧିକ ଗାଡ଼ି ସହିତ ଟିୟୁଭି୩୦୦ ସଫଳତାର ସହିତ ଅାଗକୁ ବଢ଼ିଚାଲିଛି ଅଧିକ ସ୍ଥାନ ଓ ଅଧିକ ଶକ୍ତି ସହିତ ଅତି ବିଶ୍ୱାସୀ ଏସ୍ୟୁଭି ଚାହୁଁଥିବା ଗ୍ରାହକଙ୍କ ପାଇଁ ଅାମେ ଟିୟୁଭି୩୦୦ ପ୍ଲସ୍କୁ ଖୁସିର ସହିତ ଉପସ୍ଥାପନ କରୁଛୁ ନିଜର ଜୀବନଶୈଳୀ ଓ ଅାକାଂକ୍ଷାକୁ ପୂରଣ କରୁଥିବା ଏସ୍ୟୁଭି ଚାହୁଁଥିବା ଗ୍ରାହକଙ୍କୁ ଟିୟୁଭି୩୦୦

 

ପ୍ଲସ ଅାକର୍ଷିତ କରିବ ।

ଟିୟୁଭି ପ୍ଲସ୍ ବିଷରେ:
ପ୍ଲସ୍ ଅନ୍ ପାଓ୍ୱାର
ଟିୟୁଭି ୩୦୦ରେ ରହିଛି ପ୍ରମାଣିତ ଓ ଭରସାଯୋଗ୍ୟ ଏମ୍ହକ୍ ଇଂଜିନ୍ ଯାହା ଉଭୟ ସହରର ଭିଡ଼ ଟ୍ରାଫିକ୍ ଓ ରାଜପଥରେ ୮୮ କେଡବ୍ଲୁ୍ୟ (୧୨୦ ବିଏଚ୍ପି) ଶକ୍ତି ଓ ୨୮୦ ଏନ୍ଏମ୍ ଟର୍କ ସହିତ ୬-ସ୍ପିଡ୍ ମାନୁଅାଲ୍ ଟ୍ରାନ୍ସମିସନରେ ସୁପରିୟର ଗାଡ଼ିଚାଳନା ପ୍ରଦାନ କରୁଛି ।
ପ୍ଲସ୍ ଅନ୍ ସ୍ପେସ୍
ଟିୟୁଭି ୩୦୦ ପ୍ଲସ୍ ହେଉଛି ଏକ ଫାଙ୍କା ସ୍ଥାନ ଓ ଅାରାମଦାୟକ ଏସ୍ୟୁଭି ଯାହା ୯ ଜଣ ଲୋକ ବସିବା ପାଇଁ ବିଳାସପୂର୍ଣ୍ଣ ସ୍ଥାନ ପ୍ରଦାନ କରିବା ସହିତ ପଛ ସିଟ୍କୁ ଫୋଲ୍ଡ କରିବା ଓ ଏକ ବଡ଼ ଷ୍ଟୋରେଜ୍ ସ୍ଥାନ ସୃଷ୍ଟି କରିବାର ନମନିୟତା ପ୍ରଦାନ କରୁଛି
ପ୍ଲସ୍ ଅନ୍ ଏସ୍ୟୁଭି ସ୍ବରୂପ
ଟିୟୁଭି ୩୦୦ ପ୍ଲସ୍ ଏହାର ପ୍ରଭାବୀ ବିନ୍ୟାସ ବଡ଼ ଫୁଟପ୍ରିଂଟ୍ (୪୪୦ଏମ୍ଏମ୍ ଲମ୍ବା, ୧୮୩୫ ଏମ୍ଏମ୍ ଚଉଡ଼ା ଓ ୧୮୧୨ ଏମ୍ଏମ୍ ଉଚ୍ଚତା) ସହିତ ଷ୍ଟାଇଲିସ୍ ଓ ଶକ୍ତିଶାଳୀ ସ୍ବରୂପ ପ୍ରଦାନ କରୁଛି ଓ ଅାକର୍ଷଣୀୟ ସାମ୍ନା ଗ୍ରିଲ୍, ବଡ଼ ଅାଲଏ ହ୍ବିଲ୍ (୨୧୫/୭୦ ଅାର୍୧୬) ଓ ବଡ଼ ହ୍ବିଲ୍ ଡ୍ରାଇଭ୍ ସହିତ ବାସ୍ତବ ଏସ୍ୟୁଭି ଚରିତ୍ର ପ୍ରଦାନ କରୁଛି ।
ପ୍ଲସ୍ ଅନ୍ ଅାରାମ ଓ ପ୍ରିମିୟମ୍ନେସ୍
କୁସନ୍ ସସ୍ପେନ୍ସନ୍ ପ୍ରଯୁକ୍ତି ସହିତ ଟିୟୁଭି ୩୦୦ ପ୍ଲସ୍ ସବୁ ପ୍ରକାର ରାସ୍ତାରେ ସୁପରିୟର ଗାଡ଼ିଚାଳନା ପ୍ରଦାନ କରୁଛି ଏହାର ଇଂଟେରିୟରକୁ କିମ୍ବଦନ୍ତି ଇଟାଲିଅାନ୍ ଡିଜା

ଇନ୍ ହାଉସ୍ ପିନିଫାରିନା ଦ୍ୱାରା ପ୍ରସ୍ତୁତ କରାଯାଇଛି ଓ ଫକ୍ସ ଚମଡ଼ା ସିଟ୍ ଟିୟୁଭି ୩୦୦ ପ୍ଲସ୍କୁ ପ୍ରିମିୟମ୍ ଅନୁଭୂତି ପ୍ରଦାନ କରୁଛି ଏହା ଷ୍ଟିୟରିଂ ମାଉଂଟେଡ୍ ଅଡିଓ ଓ ଫୋନ୍ ନିୟନ୍ତ୍ରଣ ସୁବିଧା, ଏକ ପଛ ଡିଫଗର୍ ସହିତ ଓ୍ୱାସ୍ ଓ ଓ୍ୱାଇପ୍ , ଡ୍ରାଇଭର୍ ସିଟ୍ ହାଇଟ୍ ଅାଡଜଷ୍ଟର୍, ସାମ୍ନା ଧାଡ଼ି ପାଇଁ ଅାର୍ମରେଷ୍ଟ୍, ଡ୍ରାଇଭର୍ ସିଟ୍ ତଳେ ଏକ ସହଜ ଷ୍ଟୋରେଜ୍ ଟ୍ରେ ଓ ଲିଡ୍ ମି ଟୁ ଭେହିକିଲ୍ ଓ ଫଲୋ-ମି-ହୋମ୍ ହେଡ୍ଲ୍ୟାମ୍ପ ସହିତ ଅାସୁଛି ।

ଫ୍ଲସ୍ ଅନ୍ ପ୍ରଯୁକ୍ତି
ଟିୟୁଭି ୩୦୦ ପ୍ଲସ୍ରେ ଅନେକ ହାଇ-ଟେକ୍ ବୈଶିଷ୍ଟ୍ୟ ରହିଛି ଯଥା ୧୭.୮ ସେମି ଟଚ୍ସ୍କ୍ରିନ୍ ଇନଫୋଟେନ୍ମେଂଟ୍ ସିଷ୍ଟମ୍ ସହିତ ଜିପିଏସ୍ ନାଭିଗେସନ୍, ଚାରିଟି ସ୍ପିକର୍+ ୨ ଟ୍ବିଟର୍, ବ୍ଲୁସେନ୍ସ ଅାପ୍, ଇକୋ ମୋଡ୍, ମାଇକ୍ରୋ ହାଇବ୍ରିଡ୍ ପ୍ରଯୁକ୍ତି, ବ୍ରେକ୍ ଏନର୍ଜି ରିଜେନେରେସନ୍ ପ୍ରଯୁକ୍ତି, ଇଂଟେଲିପାର୍କ ରିଭର୍ସ ଅାସିଷ୍ଟ୍, ଏସି ଇକୋ ମୋଡ୍ ଓ ଡ୍ରାଇଭର୍ ଇନ୍ଫୋଟେନ୍ମେଂଟ୍ ବ୍ୟବସ୍ଥା
ପ୍ଲସ୍ ଅନ୍ ନିରାପତା
ଟିୟୁଭି ୩୦୦ ପ୍ଲସ୍ରେ ରହିଛି ଏକ ଶକ୍ତ ଇସ୍ପାତ

ବଡି ସହିତ ଚେଚିସ୍ ଯାହା ସ୍କର୍ପିଓରୁ ଅଣାଯାଇଛି ଏଥିରେ ଡୁଅାଲ୍-ଏୟାରବ୍ୟାଗ୍ ଓ ଏବିଏସ୍ ସହିତ ଇଲେକ୍ଟ୍ରୋନିକ୍ ବ୍ରେକ୍-ଫୋର୍ସ ଡିଷ୍ଟ୍ରିବୁ୍ୟସନ୍ ରହିଛି ପୁନଶ୍ଚ, ଭୟରେ ବ୍ରେକ୍ ମାରିବା ବେଳେ ଏହାର ହାଜାର୍ଡ ଲାଇଟ୍ ଅନ୍ ହୋଇଯିବ ।

ଅାକର୍ଷଣୀୟ ଫାଇନାନ୍ସ ବିକଳ୍ପ
ଟିୟୁଭି ୩୦୦ ପ୍ଲସ୍ ବ୍ୟକ୍ତିଗତ ସୁହାଇବା ଭଳି ଫାଇନାନ୍ସ ବିକଳ୍ପ ଓ କମ୍ ଡାଉନ୍ ପେମେଂଟ୍ ଓ ଅାକର୍ଷଣୀୟ ୧୧,୯୯୯ ଟଙ୍କା କମ୍ ଇଏମ୍ଅାଇରେ ଉପଲବ୍ଧ

ହେଉଛି ।
ଅାକର୍ଷଣୀୟ ସର୍ଭିସ୍ ପ୍ଲାନ୍
ଟିୟୁଭି ୩୦୦ ପ୍ଲସ୍ ବ୍ୟକ୍ତିଗତ ସୁହାଇବା ଭଳି ଏଏମ୍ସି ବିକଳ୍ପ ଯାହା .୩୧/କିମି ଓ ବର୍ଦ୍ଧିତ ସିଲ୍ଡ ଓ୍ୱାରେଟିଂ (୫ ବର୍ଷ ପର୍ଯ୍ୟ‘) ଅାସୁଛି ଯାହା ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରିବ ।
ଶୀଘ୍ର ସର୍ଭିସ୍ ଓ ଟର୍ଣ୍ଣ ଅାରାଉଣ୍ଡ୍ ଟାଇମ୍
ଗ୍ରାହକଙ୍କ ସୁବିଧାଠାରୁ ଅଧିକ କିଛି ବଡ଼ ନାହିଁ ଅାମର ପ୍ରଭାବଶାଳୀ ସର୍ଭିସ୍ ଟିମ୍ ଶୀଘ୍ର ଟର୍ଣ୍ଣ ଅାରାଉଣ୍ଡ୍ ଟାଇମ୍ ଓ ଚି‘ାମୁକ୍ତ ସେବା ଅନୁଭୂତି ପ୍ରଦାନ କରୁଛନ୍ତି  ।
ଗ୍ରାହକମାନେ ପାଂଚଟି ଅାକର୍ଷଣୀୟ ରଙ୍ଗ ଯଥା ମାଜେଷ୍ଟିକ୍ ସିଲଭର, ଗ୍ଲାସିୟର ହ୍ବାଇଟ୍, ବୋଲ୍ଡ ବ୍ଲାକ୍, ଡାଇନାମୋ ରେଡ୍ ଓ ମୋଲ୍ଟେନ୍ ଅରେଂଜ୍ ଓ ତିନିଟି ଭାରିଅାଂଟ୍-ପି୪, ପି୬ ଓ ପି୮ରୁ ଚୟନ କରିବାର ସୁବିଧା ପାଇବେ ।


Share It

Comments are closed.