ଗ୍ରାହକମାନଙ୍କ ପାଇଁ କେଏଫ୍ସି ଆଣୁଛି ସ୍ୱାଦିଷ୍ଟ କ୍ରଞ୍ôଚ ବର୍ଗର


ବିଶ୍ୱର ଅଗ୍ରଣୀ ରେଷ୍ଟୁରାଣ୍ଟ ବ୍ରାଣ୍ଡ କେଏଫ୍ସି ଗ୍ରାହକମାନଙ୍କ ପାଇଁ ସ୍ୱାଦିଷ୍ଟ କ୍ରଞ୍ôଚ ବର୍ଗର ଆଣିଦେଉଛି । ଏହି ବର୍ଗରରେ ରହିଛି କ୍ରିମ୍ ସହିତ ସୁସ୍ୱାଦୁ ସସ୍ ଓ ଏହାର ଉପର ସ୍ତରରେ ରହିଛି କ୍ରଞ୍ଚ, ଯାହା ଗ୍ରାହକମାନଙ୍କୁ ଅପୂର୍ବ ସ୍ୱାଦ ପ୍ରଦାନ କରି କ୍ରଞ୍ôଚ ବର୍ଗରର ଭରପୁର ମଜା ଉଠାଇବାରେ ସାହାଯ୍ୟ କରିଥାଏ ।
ଏହି ବର୍ଗର ମୂଲ୍ୟ ରହିଛି ୧୪୫ ଟଙ୍କା ଓ ଏହା ଭାରତର ସମସ୍ତ କେଏଫ୍ସି ଷ୍ଟୋରମାନଙ୍କରେ ଉପଲବ୍ଧ । ଗ୍ରାହକମାନେ ଘରେ ବସି ମଧ୍ୟ ଏହି କ୍ରଞ୍ôଚ ବର୍ଗରର ଆନନ୍ଦ ନେଇପାରିବେ ଓ ଏଥିସହ କେଏଫ୍ସି ୫-ଏନ୍-୧ କ୍ରଞ୍ôଚ ବକ୍ସ କିମ୍ବା କ୍ରଞ୍ôଚ ରୋଲର ମିଶ୍ରଣ ମଧ୍ୟ କରିପାରିବେ । ଏହି କ୍ରଞ୍ôଚ ବର୍ଗରକୁ ଅନ୍ ଲାଇନ୍ରେ ଅଡର କରିବା ପାଇଁ ଗ୍ରାହକମାନେ online.kfc.co.in କୁ ଯାଇପାରିବେ କିମ୍ବା ୩୩୯୯୪୪୪୪ ନମ୍ବରକୁ କଲ୍ କରି ମଧ୍ୟ ଅଡର୍ କରିପାରିବେ ।


Share It

Comments are closed.