Browsing Category
ବାଣିଜ୍ୟ
ଖୁଚୁରା ବ୍ୟବସାୟୀଙ୍କ ପାଇଁ ବି ଟୁ ବି ଇକମର୍ସ ପ୍ଲାଟ୍ଫର୍ମ ଉଡାନ
ଭୁବନେଶ୍ୱର: ଉଡାନ ହେଉଛି ଭାରତର ଖୁଚୁରା ବ୍ୟବସାୟୀ, ହୋଲ୍ସେଲର୍, ବ୍ରାଣ୍ଡ ଓ ନିର୍ମାତାମାନଙ୍କର ସର୍ବବୃହତ୍ ବିତରଣ ନେଟ୍ୱର୍କ । ଏହାର ଲାଇଫ୍ଷ୍ଟାଇଲ, ଇଲେକ୍ଟ୍ରୋନିକ୍ସ, ହୋମ୍ ଆଣ୍ଡ କିଚେନ, ଷ୍ଟାପଲ୍ସ, ଫଳ ଓ ପନିପରିବା, ଏଫ୍ଏମ୍ସିଜି, ଖେଳନା ଆଦି ବିଭିନ୍ନ ବର୍ଗରେ ପରିଚାଳନା…
ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ପକ୍ଷରୁ ଗୁଗଲ୍ ଆସିଷ୍ଟାଂଟ୍ରେ ଏଆଇ-ପରିଚାଳିତ ଭଏସ୍ ଚାଟ୍ବଟ୍ ଉନ୍ମୋଚିତ
ଭୁବନେଶ୍ୱର : ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଗୁଗଲ ଆସିଷ୍ଟାଂଟ୍ରେ ଏହାର ନୂତନ ଗ୍ରାହକ ସେବା ଚାଟ୍ବଟ୍ ‘ଲିଗୋ’ର ଶୁଭାରମ୍ଭ କରାଯାଇଛି । ଏହା କମ୍ପାନୀର ବୀମାଧାରକମାନଙ୍କୁ “ ଓକେ ଗୁଗଲ୍, ଆଇ ୱାଂଟ୍ ଟୁ ସ୍ପିକ୍ ଟୁ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଲିଗୋ”…
ପେପ୍ସିକୋ ଇଣ୍ଡିଆ ଓ ଏୟାରଟେଲର ସ୍ୱତନ୍ତ୍ର ପାର୍ବଣ ଅଫର
ଭୁବନେଶ୍ୱର: ପେପ୍ସିକୋ ଇଣ୍ଡିଆ ଏହାର ସମସ୍ତ ସ୍ନାକ୍ସ ବ୍ରାଣ୍ଡଗୁଡ଼ିକରେ ଏକ ପ୍ରମୋ ଅଫରର ଶୁଭାରମ୍ଭ କରିବା ପାଇଁ ଏୟାରଟେଲ ସହିତ ହାତ ମିଳାଇଛି, ଯାହାକି ସମସ୍ତ ଏୟାରଟେଲ ପ୍ରିପେଡ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ ଅଭିଜ୍ଞତା ନେଇଆସିଛି । ବର୍ତମାନ ସମୟରେ ଡାଟାର ବଢ଼ୁଥିବା…
ଫ୍ୟୁଚର ଗ୍ରୁପ୍ର ଖୁଚୁରା ଓ ପାଇକାରୀ ବ୍ୟବସାୟ ଏବଂ ଲଜିଷ୍ଟିକ୍ସ ଓ ୱେୟାରହାଉସିଂ ବ୍ୟବସାୟକୁ ଅଧିଗ୍ରହଣ କରିବ…
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ) ଫ୍ୟୁଚର ଗ୍ରୁପ୍ର ଖୁଚୁରା ଓ ପାଇକାରୀ (ହୋଲ୍ସେଲ୍) ବ୍ୟବସାୟ ଏବଂ ଲଜିଷ୍ଟିକ୍ସ ଓ ୱେୟାରହାଉସିଂ ବ୍ୟବସାୟକୁ ଗ୍ରୁପ୍ର ସମସ୍ତ ବ୍ୟବସାୟିକ ସଂସ୍ଥା ବିକ୍ରି ଭିତ୍ତିରେ …
ବର୍ତମାନ ସମୟରେ ଫୋନପେକୁ ନେଇ ଏହାର ନ୍ୟାସନାଲ ସେଲ୍ସ ନିର୍ଦ୍ଦେଶକ ଶ୍ରୀ ବିକାଶ ପୁନିଆଙ୍କ ମତାମତ
ଭୁବନେଶ୍ୱର: ଫୋନପେ ଭାରତର ଏକ ଅଗ୍ରଣୀ ଡିଜିଟାଲ ପେମେଂଟ ପ୍ଲାଟଫର୍ମଗୁଡ଼ିକ ମଧ୍ୟରୁ ଅନ୍ୟତମ । ଯେହେତୁ ବର୍ତମାନ ମହାମାରୀ ଯୋଗୁଁ ଅନେକ କ୍ଷେତ୍ର ବିଶେଷ ରୂପେ ପ୍ରଭାବିତ ମଧ୍ୟ ହୋଇଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ଫୋନପେର ନ୍ୟାସନାଲ ସେଲ୍ସ ଡାଇରେକ୍ଟର ଶ୍ରୀ ବିକାଶ ପୁନିଆଙ୍କୁ ଫୋନପେର…
ଭାରତରେ ଶିଳ୍ପ ୪.୦ କ୍ଷେତ୍ରରେ ଇଣ୍ଡଷ୍ଟ୍ରି ୫ଜି ଉପରେ ଆଲୋକପାତ କରିବା ପାଇଁ ଏକ ସ୍ୱତନ୍ତ୍ର ୱେବିନାର୍
ଭୁବନେଶ୍ୱର: ୫ଜି ଟେକ୍ନୋଲୋଜିଗୁଡିକ ଆମ ଜୀବନରେ ବିପ୍ଳବ ଆଣିବା ସହିତ ଏହା ଶିଳ୍ପଗୁଡିକ ପାଇଁ ମଧ୍ୟ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି, କାରଣ ଶିଳ୍ପ ଅଟୋମେସନର ଲକ୍ଷ୍ୟ ହାସଲ କ୍ଷେତ୍ରରେ ୫ଜି ଏକ ପ୍ରମୁଖ ଭୁମିକା ଗ୍ରହଣ କରିପାରେ । ଆଗକୁ ଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ସିଓଏଆଇ,…
ଗ୍ୟାଲାକ୍ସି ନୋଟ୍୨୦ରେ ଆକର୍ଷଣୀୟ ଅଫର୍ ଆଣିବା ଲାଗି ସାମ୍ସଙ୍ଗ ଇଣ୍ଡିଆ ଓ ମାଇକ୍ରୋସଫ୍ଟ ସହବନ୍ଧିତ
ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱାସନୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍ସଙ୍ଗ, ଏହାର ଫ୍ଲାଗ୍ସିପ୍ ଗ୍ୟାଲାକ୍ସି ନୋଟ୍୨୦ ଅଲ୍ଟ୍ରା ୫ଜି ଓ ଗ୍ୟାଲାକ୍ସି ନୋଟ୍୨୦ର ଉପଭୋକ୍ତାମାନଙ୍କ ପାଇଁ ଆକର୍ଷଣୀୟ ଅଫର୍ ଆଣିବା ଲାଗି ମାଇକ୍ରୋସଫ୍ଟ ଇଣ୍ଡିଆ ସହିତ ସହବନ୍ଧିତ ହୋଇଛି । ଏହି ସହବନ୍ଧନ…
ତମ୍ବାଖୁ ଉତ୍ପାଦଗୁଡ଼ିକ ଉପରେ କ୍ଷତିପୁରଣ ସେସ୍ ୪୯,୭୪୦ କୋଟି ରାଜସ୍ୱ ସୃଷ୍ଟି କରିପାରିବ:ବିଶେଷଜ୍ଞଙ୍କ ମତ
ଭୁବନେଶ୍ୱର: ଡାକ୍ତର ଓ ଅର୍ଥଶାସ୍ତ୍ରବିତଙ୍କ ସମେତ ଜନସ୍ୱାସ୍ଥ୍ୟ ସମୂହଗୁଡ଼ିକ ଜିଏସଟି ପରିଷଦଙ୍କୁ ସମସ୍ତ ତମ୍ବାଖୁ ଜାତୀୟ ଉତ୍ପାଦଗୁଡ଼ିକ ଉପରେ (କନମ୍ପନସେସନ ସେସ୍) କ୍ଷତିପୂରଣ ଉପକରକୁ ବଢ଼ାଇବାକୁ ଅନୁରୋଧ କରିଛନ୍ତି, ଯାହାକି ୪୯, ୭୪୦ କୋଟି ଟଙ୍କାର ଅତିରିକ୍ତ କର ରାଜସ୍ୱ ଯୋଗାଇପାରିବ ।…
ସୁନା-ଋପା ମୂଲ୍ୟରେ ଘଟିଲା ହ୍ରାସ
ଅନ୍ତରାଷ୍ଟ୍ରୀୟ ସ୍ତରରେ ଦର ହ୍ରାସ ହେବାରୁ ଘରୋଇ ବଜାରରେ ମଧ୍ୟ ସୁନାର ଦାମ ଖସିଛି। ମଙ୍ଗଳବାର ଦିଲ୍ଲୀର ସରାଫା ବଜାରରେ ସୁନା ୧୦ ଗ୍ରାମ ପିଛା ୫୦୦ ଟଙ୍କା ଶସ୍ତା ହୋଇଛି। ଅନ୍ୟପଟେ ରୂପାର ଦାମ ମଧ୍ୟ ଏକ କିଲୋଗ୍ରାମ ପ୍ରତି ୧୬୦୬ ଟଙ୍କା କମ ହୋଇଛି।
ବିଶେଷଜ୍ଞଙ୍କ ଅନୁଯାୟୀ କରୋନା ଭାଇରସ…
ଜେଏସଡବ୍ଲୁ ଗ୍ରୁପ୍ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟର ଆବଣ୍ଟନ ଓ ଯୋଗାଣ ଶୃଙ୍ଖଳର ମିଶ୍ରଣ ଘଟାଇ କଲା ଜେଏସଡବ୍ଲୁ ୱାନ୍
ଭୁବନେଶ୍ୱର : ୧୨ ବିଲିଅନ ଆମେରିକୀୟ ଡଲାରର ଭାରତୀୟ ଉଦ୍ୟୋଗସଂଗୋଷ୍ଠୀ ଜେଏସଡବ୍ଲୁ ଗ୍ରୁପ୍ ଏକ ସମନ୍ୱିତ ଜେଏସଡବ୍ଲୁ ୱାନ ପ୍ରୟାସ ଅଧୀନରେ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟରେ ଏହାର ଆବଣ୍ଟନ ଏବଂ ଯୋଗାଣ ଶୃଙ୍ଖଳ ଅଭିଜ୍ଞତାର ସମ୍ମିଶ୍ରଣ ଘଟାଉଛି । ଜେଏସଡବ୍ଲୁ ଗ୍ରୁପ୍ର ଭାରତରେ ଇସ୍ପାତ,…