Browsing Category
ବାଣିଜ୍ୟ
ରିଲାଏନ୍ସ ରିଟେଲ ଭେଂଚର୍ସ ଲିମିଟେଡ୍ ପକ୍ଷରୁ କଂପାନିର ୧୦.୦୯% ଅଂଶଧନ ଜରିଆରେ ୪୭,୨୬୫ କୋଟି ଟଙ୍କା ପୁଞ୍ଜି ହାସଲ…
ମୂମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍ଆର୍ଭିଏଲ୍) ପକ୍ଷରୁ ଆରଆର୍ଭିଏଲ୍ରେ ସହଯୋଗୀ ସାମିଲ କରିବା ଏବଂ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟାର ବର୍ତ୍ତମାନର ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ…
‘ଏଲଆଇସି’ର ଅଂଶଧନ ବିକ୍ରି କରିବାକୁ ଆକ୍ସନ୍ ମୋଡରେ ମୋଦି ସରକାର, ମାଗିଲେ ଆବେଦନ
ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ରେ ନିଜର ଅଂଶଧନ ବିକ୍ରି କରିବାକୁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏଥି ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏଲଆଇସି ମୂଲ୍ୟାଙ୍କନ ପାଇଁ ଆବେଦନ କରିବାକୁ କହିଥିବା ବେଳେ ଆବେଦନ ଜମା…
ଟିସିଏଲ ପକ୍ଷରୁ ଆକର୍ଷଣୀୟ ଦୀପାବଳି ଅଫର
ଭୁବନେଶ୍ୱର : ଏହି ଦୀପାବଳିରେ, ଟିସିଏଲ, ଯାହାକି ବିଶ୍ୱସ୍ତରରେ ଦ୍ୱିତୀୟ-ଅଗ୍ରଣୀ ଟେଲିଭିଜନ ବ୍ରାଣ୍ଡ ଏବଂ ଅଗ୍ରଣୀ କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ କଂପାନୀ, ଏହାର ଅନ ଲାଇନ ଷ୍ଟୋର www.storeindia.tcl.com ରେ ଦୁଇଟି ବିଶେଷ ଅଫର ପ୍ରଦାନ କରୁଛି । ଗ୍ରାହକମାନେ ୪କେ କ୍ୟୁଏଲଇଡି ଟିଭି କିଣି…
‘ପଟ୍ଟଚିତ୍ର’ ଅଳଙ୍କାର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲ୍ସର ଓଡ଼ିଶାର ଲୋକକଳାକୁ ସମ୍ମାନ ପ୍ରଦର୍ଶନ
ଭୁବନେଶ୍ୱର,: ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲ୍ସ ଓଡ଼ିଶାର ସମୃଦ୍ଧ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ ହୋଇ ଏକ ଅତି ମନୋରମ ଜୁଏଲାରୀ କଲେକ୍ସନ ‘ଉତ୍କଳ’ ଉନ୍ମୋଚନ କରିଛି- ଯେଉଁ ଭୂଖଣ୍ଡରେ କେବଳ ସୂର୍ଯ୍ୟ ନୁହେଁ, ସୌନ୍ଦର୍ଯ୍ୟ ମଧ୍ୟ ଝଟକୁଛି ।
ଉତ୍କଳ କଲେକ୍ସନରେ ଓଡ଼ିଶାର…
ଦୀପାବଳି ଉପହାର: ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ଦରମାରେ ହେବାକୁ ଯାଉଛି ୧୫% ଅଭିବୃଦ୍ଧି
ଦୀପାବଳି ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଉପହାର ଘୋଷଣା ହୋଇଛି। ନଭେମ୍ବର ପହିଲାରୁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫ ପ୍ରତିଶତ ବୃଦ୍ଧି ହେବ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅଧିକ କର୍ମଚାରୀ ସରକାରୀ ବ୍ୟାଙ୍କର ବୋଲି ଜଣାପଡ଼ିଛି। ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ,…
ଚଳିତ ଦିପାବଳୀରେ ରିଲାଏନ୍ସ ଡିଜିଟାଲର ‘ଇଲେକ୍ଟ୍ରୋନିକ୍ସ ଉତ୍ସବ’
ଭୁବନେଶ୍ୱର: ରିଲାଏନ୍ସ ଡିଜିଟାଲ୍ ଚଳିତ ବର୍ଷ ଇଲେକ୍ଟ୍ରୋନିକ୍ସ ଉତ୍ସବରେ ଅନେକ ବୃହତ୍ ଓ ଆକର୍ଷଣୀୟ ଅଫର ନେଇ ଆସିଛି । ଗ୍ରାହକମାନେ ବ୍ୟାପକ ବର୍ଗର ଇଲେକ୍ଟ୍ରୋନିକ୍ସ ସମ୍ଭାର ପାଇବା ସହିତ ଏଚଡିଏଫସି ବ୍ୟାଙ୍କ ଡେବିଟ୍ କାର୍ଡ଼, କ୍ରେଡିଟ୍ କାର୍ଡ଼ରେ ୧୦% କ୍ୟାସ ବ୍ୟାକ୍ର ଲାଭ …
ସବୁଠାରୁ ଉଦାର ଭାରତୀୟ ୱିପ୍ରୋ ପ୍ରତିଷ୍ଠାତା ଅଜିମ ପ୍ରେମଜୀ, ଦୈନିକ ୨୨ କୋଟି କରୁଛନ୍ତି ଦାନ
ପ୍ରତି ଦିନ ୨୨ କୋଟି ଟଙ୍କା ଅର୍ଥାତ ବର୍ଷରେ ୭,୯୦୪ କୋଟି ଟଙ୍କା ଦାନ କରି ୨୦୨୦ର ସବୁଠୁ ଉଦାର ଭାରତୀୟ ଭାବେ ରେକର୍ଡ ହାସଲ କରିଛନ୍ତି ଅଜୀମ୍ ପ୍ରେମଜୀ। ଏହା ସହ ଏଚସିଏଲ୍ ମୁଖ୍ୟ ଶିବ ନାଡାରଙ୍କୁ ବହୁ ପଛରେ ଛାଡ଼ିଛନ୍ତି ଅଜୀମ୍ ପ୍ରେମଜୀ । ଶିବ ନାଡାର ଯିଏକି ହୁରୁନ ରିପୋର୍ଟ ଇଣ୍ଡିଆ…
ଭାରତରେ ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ ‘ଏକ୍ସ୩ ଏମ୍’ର ଶୁଭାରମ୍ଭ
ଭୁବନେଶ୍ୱର: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଏହାର ବିଏମଡବ୍ଲୁ ଏକ୍ସ୩ ଏମ ର ଶୁଭାରମ୍ଭ ସହିତ ମିଡ୍-ସାଇଜ୍ ସ୍ପୋର୍ଟସ୍ ଆକ୍ଟିଭିଟି ଭେଇକିଲ୍(ଏସଏଭି) ସେଗ୍ମେଂଟ୍ରେ ଏହାର ଉଚ୍ଚ ଦକ୍ଷତା ସମ୍ପନ୍ନ ମଡେଲ୍ ଶୃଙ୍ଖଳାରେ ପ୍ରଥମ ଏମ୍ କାର୍ର ଶୁଭାରମ୍ଭ କରାଯାଇଛି । ଏହି ଫାର୍ଷ୍ଟ-ଏଭର୍…
ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ କାର ଇନ୍ସ୍ୟୁରାନ୍ସର ଶୁଭାରମ୍ଭ
ଭୁବନେଶ୍ୱର: ଭାରତୀ ଆକ୍ସା ଜେନେରାଲ ଇନୁ୍ସ୍ୟରାନ୍ସର ସହବନ୍ଧିତାରେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ବ୍ୟାପକ କାର ଇନ୍ସ୍ୟୁରାନ୍ସ ସେବା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଏହି ସ୍ମାର୍ଟ ଡ୍ରାଇଭ ବ୍ୟକ୍ତିଗତ କାର ଇନ୍ସ୍ୟୁରାନ୍ସ ଦୁର୍ଘଟଣା, ଚୋରି, ପ୍ରାକୃତିକ ତଥା ମନୁଷ୍ୟକୃତ…
ସୋନାଲିକାର ମାତ୍ର ଗୋଟିଏ ମାସରେ ୧୯,୦୦୦ ଟ୍ରାକ୍ଟର ଡ଼େଲିଭରି ରେକର୍ଡ଼
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିବା ପରେ ଭାରତର ଅଗ୍ରଣୀ ଟ୍ରାକ୍ଟର ନିର୍ମାତା ସୋନାଲିକା ଟ୍ରାକ୍ଟର୍ସ ଗୋଟିଏ ମାସରେ ସର୍ବାଧିକ ଟ୍ରାକ୍ଟର ଡେଲିଭରି କରି ରେକର୍ଡ ସୃଷ୍ଟି କରିଛି । କମ୍ପାନୀ ଗତ ଅକ୍ଟୋବର ମାସରେ ସର୍ବାଧିକ ୧୯,୦୦୦…