Browsing Category
ପ୍ରଯୁକ୍ତି
ଏୟାରଟେଲ ପକ୍ଷରୁ ‘ଏୟାରଟେଲ ଆଇକ୍ୟୁ ଭିଡିଓ’ର ଶୁଭାରମ୍ଭ
ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଏକ ସିପାସ୍ ସମାଧାନ-‘ଏୟାରଟେଲ ଆଇକ୍ୟୁ ଭିଡିଓ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସମାଧାନକୁ ଏୟାରଟେଲର ଇନ-ହାଉସ ଇଞ୍ଜିନିୟରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏୟାରଟେଲ ଆଇକ୍ୟୁ ଭିଡିଓ, ଏୟାରଟେଲର ସ୍ଥାୟୀ କ୍ଲାଉଡ ଏବଂ ଅତ୍ୟାଧୁନିକ…
ରାତିରେ ବ୍ୟବହାର କରିପାରିବେନି Whatsapp? ଜାଣନ୍ତୁ ଏହି ଭାଇରାଲ ମେସେଜ ପଛର ସତ
ବର୍ତ୍ତମାନ ସମସ୍ୟଙ୍କ ଲୋକପ୍ରିୟ ଆପ୍ ହେଉଛି ହ୍ବାଟ୍ସଆପ୍ । ଛୋଟରୁ ବୃଦ୍ଦ ପର୍ଯ୍ୟନ୍ତ ସମସ୍ତେ ଏହି ଆପ୍କୁ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏବେ ଏହାର ଏକ ବାର୍ତ୍ତା ଭାଇରାଲ ହେବାରେ ଲାଗିଛି। ଏହି ସୂଚନା ଅନୁଯାୟୀ ଭାରତ ସରକାର ହ୍ବାଟ୍ସଆପ୍କୁ ରାତି ୧୧.୩୦ରୁ ସକାଳ ୬ଟା…
ଏବେ ହ୍ୱାଟସଆପରେ ଭଏସ ମେସେଜ ପଠାଇବା ହେବ ଆହୁରୀ ସହଜ, ଜାଣନ୍ତୁ କିପରି
ଲୋକପ୍ରିୟ ମେସେଜିଂ ଆପ୍ ହ୍ଵାଟସ୍ଆପ୍ ତାର ଭଏସ୍ ମେସେଜ୍ ଫିଚରକୁ ଡେଭଲପ୍ କରିବାକୁ ଯାଉଛି। ନୂଆ ଫିଚର ଆସିବା ପରେ ହ୍ଵାଟସଆପ୍ରେ ଭଏସ୍ ମେସେଜ୍ ପଠାଇବା ଆହୁରି ସହଜ ହୋଇଯିବ। ଏବେ ହ୍ଵାଟସ୍ଆପ୍ରେ ନିର୍ଦ୍ଧିଷ୍ଟ ସମୟ ଯାଏଁ ଭଏସ୍ ନୋଟ୍ ପଠାହେଉଛି। ଯାହାଫଳରେ ଅଧିକ ଲମ୍ବା ଭଏସ୍ ମେସେଜ୍…
ଫୋନର ଏହି ସେଟିଂ ଅତ୍ୟନ୍ତ ଜବରଦସ୍ତ, ପାସୱାର୍ଡ ସେଟ୍ କରିନଥିଲେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ ନାହିଁ ଅନ୍ୟ କେହି
ଆଜିକାଲି ସ୍ମାର୍ଟଫୋନର ଯୁଗ | ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ ଅଛି | ବାସ୍ତବରେ, ଆଜିକାଲି ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ସମସ୍ତ ଜିନିଷ ସ୍ମାର୍ଟଫୋନ୍ ମାଧ୍ୟମରେ କରାଯାଉଛି କିମ୍ବା ଅନେକ ଲୋକ ସେମାନଙ୍କର କିଛି ବ୍ୟକ୍ତିଗତ ତଥ୍ୟକୁ ସ୍ମାର୍ଟଫୋନରେ ରଖନ୍ତି | ଏଭଳି ପରିସ୍ଥିତିରେ ଏହାର…
ଏରିକ୍ସନ ସହଭାଗିତାରେ ଏୟାରଟେଲ ପକ୍ଷରୁ ଭାରତର ପ୍ରଥମ ଗ୍ରାମୀଣ ୫ଜି ପରୀକ୍ଷଣର ପରିଚାଳନା
ଭୁବନେଶ୍ୱର: ଏୟାରଟେଲ ଏବଂ ଏରିକ୍ସନ ପକ୍ଷରୁ ଏକ ଗ୍ରାମୀଣ ଅଂଚଳରେ ଭାରତର ପ୍ରଥମ ୫ଜି ନେଟୱର୍କର ପରୀକ୍ଷଣ କରାଯାଇଛି । ଟେଲିକମ ବିଭାଗ ଦ୍ୱାରା ଏୟାରଟେଲକୁ ଦିଆଯାଇଥିବା ୫ଜି ପରୀକ୍ଷଣ ସ୍ପେକ୍ଟ୍ରମର ବ୍ୟବହାର କରି ଦିଲ୍ଲୀ/ ଏନସିଆର ଉପକଣ୍ଠରେ ଥିବା ଭଇପୁର ବ୍ରମାନନ୍ ଗ୍ରାମରେ ଏହି ପରୀକ୍ଷଣ…
ଫେସବୁକ୍-ହ୍ୱାଟସ୍ଆପ୍, ଇନଷ୍ଟାଗ୍ରାମ ଡାଉନ୍ ହେତୁ ଗୋଟିଏ ଦିନରେ ୟୁଏସଡି ୭ ବିଲିୟନ ହରାଇଲେ ଜୁକରବର୍ଗ
ସୋମବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍ ସେବା ବ୍ୟାହତ ହୋଇଥିବାରୁ ସାରା ବିଶ୍ୱରେ ଅସନ୍ତୋଷ ଦେଖାଦେଇଥିଲା । ଏହାଦ୍ୱାରା ଫେସବୁକ୍ ସେୟାରରେ ଏକ ବଡ଼ କ୍ଷତି ଘଟିଥିବା ମଧ୍ୟ ଜଣାପଡ଼ିଛି । ଏହି ସମସ୍ୟା ହେତୁ ଫେସବୁକର ସେୟାର ୪.୯ ପ୍ରତିଶତ ହ୍ରାସ ପାଇଛି ।
କମ୍ପାନୀର ସିଇଓ…
ଏୟାରଟେଲ୍ର ମେଡ୍ ଇନ୍ ଇଣ୍ଡିଆ ଡିଟିଏଚ୍ ସେଟ୍ ଟପ୍ ବକ୍ସର ଶୁଭାରମ୍ଭ
ଭୁବନେଶ୍ୱର: ଭାରତୀ ଏୟାରଟେଲ୍ (“ଏୟାରଟେଲ୍”)ର ଡିଟିଏଚ୍ ଶାଖା ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ, ଏହା ଗ୍ରାହକଙ୍କ ପାଇଁ ମେଡ୍ ଇନ୍ ଇଣ୍ଡିଆ ହାଇ ଡେଫିନିଶନ ସେଟ୍ ଟପ୍ ବକ୍ସର ଶୁଭାରମ୍ଭ କରିଛି । ଏହି ସେଟ୍ ଟପ୍ ବକ୍ସଗୁଡିକୁ ଉତର ପ୍ରଦେଶର ନୋଏଡାଠାରେ ସ୍କାଏୱର୍ଥ ଇଲେକ୍ଟ୍ରୋନିକ୍ସ…
ଆପଣଙ୍କ ସ୍ମାର୍ଟଫୋନରେ ଭାଇରସ୍ ଅଛି କି ନାହିଁ କିଭଳି ଜାଣିବେ? ଏହା ହେଉଛି ଉପାୟ
ସମୟ ସହିତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ଚାହିଦା ମଧ୍ୟ ବୃଦ୍ଧି ପାଉଛି, ବିଶେଷ କରି ଭାରତରେ | ବର୍ତ୍ତମାନ କେବଳ ଅଳ୍ପ ଲୋକ ପାଇବେ ଯାହାଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ | ତେବେ, ଆଗାମୀ କିଛି ବର୍ଷ ମଧ୍ୟରେ ଏହି ସମସ୍ୟା ମଧ୍ୟ ଦୂର ହୋଇଯିବ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ୍…
ଏୟାରଟେଲ୍ ଏହାର ସମସ୍ତ କାର୍ଯ୍ୟକ୍ଷେତ୍ରରେ ୨୦୩୦-୩୧ ସୁଦ୍ଧା ଗ୍ରିନ୍ ହାଉସ୍ ଗ୍ୟାସ୍ ନିର୍ଗମନ ୫୦% ହ୍ରାସ କରିବ
ଭୁବନେଶ୍ୱର: ଜଳବାୟୁ ପରିବର୍ତନ ପ୍ରଭାବର ମୁକାବିଲା ଲାଗି ଭାରତୀ ଏୟାରଟେଲ୍ ଏହାର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । କଂପାନି ଏହାର ସମସ୍ତ କାର୍ଯ୍ୟ କ୍ଷେତ୍ରରେ ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ଗ୍ରିନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ୫୦% ହ୍ରାସ କରିବା ଲାଗି ନିଜର ପ୍ରତିବଦ୍ଧତା ପ୍ରକାଶ…
ଏୟାରଟେଲ୍ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ‘ରିୱାର୍ଡସ୍୧୨୩ପ୍ଲସ୍’ ଡିଜିଟାଲ ସେଭିଙ୍ଗ୍ସ ଆକାଉଂଟ୍ର ଶୁଭାରମ୍ଭ
ଭୁବନେଶ୍ୱର: ନିଜର ଫ୍ଲାଗ୍ସିପ ରିୱାର୍ଡସ୍୧୨୩ ସେଭିଙ୍ଗ୍ସ ଆକାଉଂଟ୍ର ଶୁଭାରମ୍ଭ ପରେ, ଏୟାରଟେଲ୍ ପେମେଂଟ୍ସ ବ୍ୟାଙ୍କ ଆଜି ରିୱାର୍ଡସ୍୧୨୩ପ୍ଲସ୍ ଡିଜିଟାଲ ସେଭିଙ୍ଗ୍ସ ଆକାଉଂଟ୍ ଭାରିଆଂଟ୍ର ଶୁଭାରମ୍ଭ କରିଛି । ବିଭିନ୍ନ ପ୍ରକାରର ଡିଜିଟାଲ ଟ୍ରାଞ୍ଜାକ୍ସନ ଗୁଡିକ ଉପରେ ନିଶ୍ଚିତ ଲାଭ…